Latest Odisha News

BREAKING NEWS

Browsing Category

ଫିଚର

ଲଞ୍ଚ୍ ହେଲା ରିଲାଏନ୍ସ ଜିଓର ‘ଅଲ୍ ଇନ ୱାନ’ ପ୍ଲାନ୍, ଜାଣନ୍ତୁ ଏଥିରେ ରହିଛି କେଉଁ ସୁବିଧା !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି । ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା । ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ…

‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନିତ ହେବେ ଶ୍ୟାମାମଣି ଦେବୀ ଓ ଉପେନ୍ଦ୍ର କୁମାର…

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ' ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀବ। ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ…

ଖୁବଶିଘ୍ର ସମସ୍ତ ସ୍କୁଲରେ କାର୍ଯ୍ୟକାରୀ ହେବ ‘ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ’: ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିୟମିତ ଉପସ୍ଥାପନ ତଦାରଖ କରିବ ଏବେ ‘ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ’ । ଓଡ଼ିଶାର ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ଏହି ପ୍ରକ୍ରିୟା ଖୁବଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ସରକାର ଏନେଇ ଗୁରୁତ୍ୱପୂର୍ଣ୍ଣ…

ରାୟଗଡ଼ାର କମଳେଶ ସାହୁ; ଚା’ ବିକି ଶହ-ଶହ ଅନାଥ ପିଲାଙ୍କୁ ପାଠ ପଢାଉଥିବା ମଣିଷ !

ରାୟଗଡ଼ା: କଟକ ସହରର ଡ଼ି ପ୍ରକାଶ ରାଓଙ୍କୁ କିଏ ବା ନ’ଜାଣେ ! ଚା’ ବିକ୍ରିି କରି ନିଜେ ଗଢିଥିବା ଅନାଥାଶ୍ରମର ଶିଶୁମାନଙ୍କୁ ମଣିଷ କରାଉଥିବା ପ୍ରକାଶଙ୍କୁ ଭାରତର ରାଷ୍ଟ୍ରପତି ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ମଧ୍ୟ କରିଛନ୍ତି । ସେହିପରି ରାୟଗଡ଼ାରେ…

‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ‘ଓଡ଼ିଶା ମୋ ପରିବାର’ ଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ରକ୍ତଦାନକୁ…

ବିଜେପୁରରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଐତିହାସିକ ବିଜୟ ଲାଭ କରିବା ପରେ ଶୁକ୍ରବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରୀତା ନିଜ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ…

‘ଦବଙ୍ଗ-୩’ ଟ୍ରେଲର: ୩ ଦିନରେ ଦେଢ଼ କୋଟିରୁ ଅଧିକ ଥର ଦେଖିଲେ ଦର୍ଶକ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ‘ଦବଙ୍ଗ-୩’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଦୀପାବଳିରେ ‘ଚୁଲବୁଲ୍‌ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ଟ୍ରେଲର୍‌ ରିଲିଜ୍‌ ହେବାର ୩ ଦିନ ନପୁରୁଣୁ ଏହାକୁ ଦେଢ଼ କୋଟିରୁ ଅଧିକ…

ଭୁବନେଶ୍ୱରକୁ ନେଇ ଚର୍ଚ୍ଚାରେ ଏବେ ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍ !

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କ ଏକ ଟ୍ୱିଟ୍ ଏବେ ଚର୍ଚ୍ଚାରେ । ଓଡ଼ିଶାର ରାଜଧାନୀ ଫୁଟପାଥରେ କିପରି ଜଣେ ଅସହାୟ ବ୍ୟକ୍ତିଟିଏ ବୁଲା କୁକୁରଙ୍କୁ ସବୁଦିନ ଭୋଜନ ଦେଉଛନ୍ତି ତାକୁ ନେଇ ଫଟୋ ସହିତ ଟ୍ୱିଟ୍…

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…

ସତୀତ୍ୱ

ସତୀତ୍ୱ ବିଭୂତି ପଟ୍ଟନାୟକ ବହି ପୁରୁଣା ହେଲେ ତାର ଦାମ ବଢେ଼, କିନ୍ତ ବୋହୂ ପୁରୁଣା ହେଲେ ତାର ଦାମ କମେ । ଠିକ ନୁହେଁ? ଜରାଜୀର୍ଣ୍ଣ ପୁସ୍ତକରୁ ନିଜର ଦୃଷ୍ଟି ଉତ୍ତୋଳନ କରି ଗବେଷକ ସୀତାକାନ୍ତ ନିଜର ବର୍ଷିୟସୀ ପତ୍ନୀର ମୁହଁକୁ ଚାହିଁଲେ । ସୌଦାମିନୀଙ୍କ ମୁହଁରେ ଭାଙ୍ଗପଡେ଼ ।…