Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡ଼ି

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହେଉଥିବା ଯୋଗୁଁ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସୂଚନାନୁଯାୟୀ, ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଏକ…

ତୃତୀୟ ଟେଷ୍ଟ: ପରାଜୟର ଦ୍ୱାରଦେଶରେ ଦକ୍ଷିଣ ଆଫ୍ରିକା

ଋାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁÂିତ ହେଉଥିବା ୩ୟ ଟେଷ୍ଟର ୨ୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୧୩୨ ରନରେ ୮ଟି ୱିକେଟ ହରାଇ ଆସନ୍ନ ପରାଜୟର ସମ୍ମୁଖୀନ ହୋଇଛି । ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୨୦୩ ରନରେ ପଛୁଆ ରହିଛି । ଭାରତୀୟ ବୋଲର୍ ମହମ୍ମଦ ସାମି ୩ଟି ଏବଂ ଉମେଶ ଯାଦବ ୨ଟି…

ଦୀପାବଳି ପରେ ହେବ ଓପିସିସିର ପୁନର୍ଗଠନ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ପ୍ରକ୍ରିୟା ଦୀପାବଳି ପରେ ଆରମ୍ଭ କରାଯିବ ବୋଲି ସୋମବାର ଦିନ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପାର୍ଟି ଅଧ୍ୟକ୍ଷ ନିରଞ୍ଜନ କହିଛନ୍ତି, ଆସନ୍ତା ୨୪ରେ ଦଳର ପର୍ଯ୍ୟବେକ୍ଷକମାନଙ୍କୁ ନେଇ…

ବିଜେପୁରରେ ଦିନ ୩ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ଦିନ ୩ଟା ସୁଦ୍ଧା ୫୬.୫% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି । ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ ଅନୁଷ୍ଠିତ…

କଟକରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

କଟକ: ରାଜ୍ୟସ୍ତରୀୟ ୬୦ତମ ପୋଲିସ ସହିତ ସ୍ମୃତି ଦିବସ ସୋମବାର ଦିନ କଟକଠାରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମୁଖ୍ୟାଳୟଠାରେ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟ ମୁଖ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଆରକ୍ଷୀ ବିଭାଗରେ ସହିଦ ହୋଇଥିବା…

ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ ପଣ୍ଡା । ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ…

ଅକ୍ଟୋବର ୩୧ରୁ ବନ୍ଦ ହୋଇଯିବ ‘ଏୟାରସେଲ’ ସେବା !

ନୂଆଦିଲ୍ଲୀ: ଏୟାରସେଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର । ଆଗାମୀ ଅକ୍ଟୋବର ୩୧ରୁ ଆପଣଙ୍କ ଏୟାରସେଲ ନମ୍ବରରେ ସେବା ବନ୍ଦ ହୋଇଯିବ। ଯାହାଦ୍ବାରା ଆପଣଙ୍କ ନମ୍ବରକୁ ଆଉ କଲ ଆସିବ ନାହିଁ କି ଯିବ ନାହିଁ । ଏୟାରସେଲ ସିମ୍ ବନ୍ଦ ହୋଇଯିବା ନେଇ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯଦି ଆପଣ…

ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧା-ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । ପବିତ୍ର କାର୍ତ୍ତିକର କୋଳାହଳରେ ଉଠୁଛି ପଡୁଛି ଜଗନ୍ନାଥ ଧାମ। କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ…

ବିଜେପୁର ଉପ-ନିର୍ବାଚନ: ହ୍ୱିଲ୍-ଚେୟାରରେ ଆସି ମତଦାନ କଲେ ଶତାୟୁ !

ବରଗଡ଼: ଓଡ଼ିଶାର ବିଜେପୁର ବିଧାନସଭା ଆସନ ଲାଗି ସୋମବାର ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟଗ୍ରହଣ ଚାଲିଛି । ସମଗ୍ର ନିର୍ବାଚନ ମଣ୍ଡଳୀରେ କଡ଼ା ପୋଲିସ ସୁରକ୍ଷା ସହିତ ଭୋଟର୍ ମାନେ ସକାଳୁ ସକାଳୁ ମତଦାନ ସାବ୍ୟସ୍ତ କରିବାରେ ଲାଗିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ ସକାଳ ୯ଟା ସୁଦ୍ଧା…

ମହିଳା ପିଇଓଙ୍କ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରା ଯୋଗୁଁ ସହରର ସମସ୍ତ ଦୋକାନ ବଜାର ଏବଂ…