Latest Odisha News

BREAKING NEWS

Browsing Category

ଫିଚର

ବିଜେପୁର ଉପ ନିର୍ବାଚନ: ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଜାରି

ବରଗଡ: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ଭୋଟ୍ ଗ୍ରହଣ ୨୮୫ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଚାଲିବ । ବିଜେପୁର ଉପ ନିର୍ବାଚନ ଲାଗି ନିର୍ବାଚନୀ ମୈଦାନକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୧୦-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୧ ତାରିଖ ସୋମବାର ତୁଳା ୪ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ…

ମହାରାଷ୍ଟ୍ର ଓ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ, ଚାଲିଛି ମତଦାନ…

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ଦୁଇଟି ରାଜ୍ୟରେ ସୋମବାର ଦିନ ସକାଳ ୭ଟା ସମୟରେ ମତଦାନ ଆରମ୍ଭ ହୋଇଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାତାମାନେ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ ଲାଗି ଅପେକ୍ଷା କରିଥିବା ଯୋଗୁଁ…

‘ସ୍ତନ କର୍କଟ’ ଲାଗି ସଚେତନତା: ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ‘ୱାକାଥନ୍’ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସରେ ସାରା ଦେଶରେ ଅନୁଷ୍ଠିତ ହେଉଛି ‘ସ୍ତନ କର୍କଟ ସଚେତନତା ମାସ’ । ଏହି ଅବସରରେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ମହିଳାମାନଙ୍କ ‘ସ୍ତନ କର୍କଟ’ ରୋଗର ସଚେତନତା ସୃଷ୍ଟି ଲାଗି ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ…

ସଫଳତାର ସହିତ ଶେଷ ହେଲା ‘ପିଙ୍କାଥନ୍’, ସଚେତନତା ଲାଗି ୫ କିଲୋମିଟର ଦୌଡ଼ିଲେ ମହିଳା

ଭୁବନେଶ୍ୱର: ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଲାଗି ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ‘ପିଙ୍କାଥନ୍’ । ଏହି ୫ କିଲୋମିଟର୍ ବ୍ୟାପୀ ମାରାଥନ୍ ଦୌଡ଼ରେ ପ୍ରାୟ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ସବୁବର୍ଗର ମହିଳାମାନେ କିପରି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଅନ୍ୟ…

ଦୂତୀ ଚାନ୍ଦଙ୍କୁ ମିଳିଲା ‘ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍’ ସମ୍ମାନ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଭୋଗସ୍ ପକ୍ଷରୁ ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍ ୨୦୧୯ରେ ସମ୍ମାନରେ ପୁରସ୍କୃତ କରାଯାଇଛି। ‘‘ଟ୍ରାକରେ ରେକର୍ଡ ଭାଙ୍ଗୁଥୀବା ଦୂତୀ ଜଣେ ସମଲିଙ୍ଗୀ ଆଥଲେଟ୍ ମଧ୍ୟ ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ସଫଳତା ଓ…

କ୍ରିକେଟରୁ ସନ୍ୟାସ ନେଲେ ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ହଳଧର ଦାସ

ଭୁବନେଶ୍ବର: ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ରାଜ୍ୟର ପ୍ରଥମ ଆଇପିଏଲ୍ ଖେଳାଳି ହଳଧର ଦାସ ରବିବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ଲାଗି ଘୋଷଣା କରିଛନ୍ତି । ଏନେଇ ସେ ଓଡିଶା କ୍ରିକେଟ୍ ଆସୋସିଏସନର ସଚିବଙ୍କୁ ଏକ ପତ୍ର ଲେଖୀଛନ୍ତି । ଜଣ ବିବାଦୀୟ ତଥା…

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ: ଡ଼ଃ ସୁରଜିତ ସାହୁ

ଭୁବନେଶ୍ୱର: ମାନସିକ ଚାପ, ଆତ୍ମହତ୍ୟା ଭଳି ଚିନ୍ତାଧାରା, ପରିବାର ଏବଂ ବନ୍ଧୁଙ୍କର ସହଯୋଗ ନ ମିଳିବା, ଏକୁଟିଆ ରହିବା, ବେରୋଜଗାରୀ, ଡ୍ରଗ୍ସ ଓ ମାଦକଦ୍ରବ୍ୟ ସେବନ ଦ୍ୱାରା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ । ଆତ୍ମହତ୍ୟା କରିବା ପୂର୍ବରୁ ରୋଗୀ ନିକଟରେ ଅନେକ ବିପଦପୂର୍ଣ୍ଣ ଲକ୍ଷଣ…

ପାଲା ଜଗତର ଉଜ୍ଜ୍ୱଳ ପ୍ରତିଭା: ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ

ଭୁବନେଶ୍ୱର: ପାଲା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସହ ଜନସଚେତନତା ସୃଷ୍ଟି କରିବାରେ ଯେଉଁ କେତେଜଣ ଗାୟକ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ । ବୃତ୍ତିରେ ସେ ଜଣେ ଶିକ୍ଷକ, ହେଲେ ତାଙ୍କ ନିଶା ହେଉଛି ପାଲା, ଆଉ ଏହି ପାଲା ମାଧ୍ୟମରେ ସେ ସମାଜରୁ…

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ । ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ…