Latest Odisha News

BREAKING NEWS

Browsing Category

ଫିଚର

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଅଗିରାଗାଡିଆ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ ଗ୍ରାମ ମଧ୍ୟରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୨ ତାରିଖ ମଙ୍ଗଳବାର ତୁଳା ୫ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ନବମୀ ତିଥି ପୁଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ…

ବିଜେପୁରରେ ଶେଷ ହେଲା ମତଦାନ; ୨୪ରେ ଘୋଷିତ ହେବ ଫଳାଫଳ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଜି ମତଦାନ ଶେଷ ହେବା ପରେ ପୁଲିଂ ଅଧିକାରୀ…

ଆଗାମୀ ୨ ବର୍ଷରେ ଓଡ଼ିଶାର ଏହି ୫ଟି ଜିଲ୍ଲାରେ ନିର୍ମାଣ ହେବ ଜଳ ଯୋଗାଣ ପ୍ରକଳ୍ପ

ଭୁବନେଶ୍ୱର: ଖଣି ଦ୍ୱାରା ଭୂତଳ ଜଳ ପ୍ରଭାବିତ ହୋଇଥିବା ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ ଟି ବ୍ଲକ୍ ଅନ୍ତର୍ଗତ ୩୮୪ ଗ୍ରାମକୁ ଓଏମବିଏଡିସି (ଓଡିଶା ମିନେରାଲ୍ ବିୟରିଂ ଏରିଆ ଡେଭେଲପମେଂଟ କର୍ପୋରେସନ୍) ଅର୍ଥରେ ଭୁପୃଷ୍ଠ ଜଳକୁ ବିଶୋଧନ କରାଯାଇ ବିଶୁଦ୍ଧ ଜଳ ଯୋଗାଇବାକୁ ୪ଟି…

ଗୋବର୍ଦ୍ଧନ ମଠର ପରିଚାଳନା ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ପୁରୀର ଗୋବର୍ଦ୍ଧନ ମଠର ପରିଚାଳନା ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକରେ ଏହା ଅନୁମୋଦନ ହୋଇ ନିଷ୍ପତ୍ତି…

ପରିମଳ ଓ ସ୍ୱଚ୍ଛତା ଲାଗି ଜାରି ରହିଛି ରିଙ୍କି ନାଗଙ୍କ ପ୍ରଚେଷ୍ଟା; ଗାଁ’କୁ ମିଳିବ ‘ଓଡ଼ିଏଫ ଷ୍ଟାଟସ୍’ !

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେରପାଲି ଗ୍ରାମର ରିଙ୍କି ନାଗ ଗାଁ ପରିମଳ ଏବଂ ସ୍ୱଚ୍ଛତାର ଗୁରୁତ୍ୱ ବୁଝିପାରିଛନ୍ତି । ନିକଟସ୍ଥ ଗ୍ରାମର ସ୍ୱଚ୍ଛତା ଦେଖି ସେ ଏବେ ନିଜ ଗାଁ’କୁ ଖୋଲା ପାଇଖାନା ରହିତ (ଓଡ଼ିଏଫ) ଭାବେ ଗଢି ତୋଳିବାକୁ ଉଦ୍ୟମ ଜାରି ରଖିଛନ୍ତି ।…

ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ’ ଆନ୍ଦୋଳନ

କଟକ: ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ ସୋମବାର ଦିନ ବାର୍ ଆସୋସିଏସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ହାଇକୋର୍ଟରେ କଲେଜିୟମ ମାଧ୍ୟମରେ ବିଚାରପତି ନିଯୁକ୍ତି…

ପରଦାକୁ ଫେରୁଛି ଅଜୟ-କାଜଲଙ୍କ ଯୋଡି

ମୁମ୍ବାଇ: ବଡ ପରଦାକୁ ଫେରୁଛି ନବେ ଦଶକର ସୁପରହିଟ ତଥା ରିୟଲ ଲାଇଫ ଯୋଡି କାଜଲ ଓ ଅଜୟ ଦେବଗନ । ଏହି ଷ୍ଟାର କପୁଲ ବଲିଉଡର ଅପକମିଙ୍ଗ ମୁଭି ‘ଦ ଅନସଙ୍ଗ ଓ୍ବାରିୟର’ରେ ନଜର ଆସିବେ । ଏହାର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯାହାକୁ ଅଜୟ ଦେବଗନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର…

ବେଆଇନ୍ ପାର୍କିଂ ଫି ଆଦାୟ ନେଇ ରାଜଧାନୀର ୧୩ ପ୍ରତିଷ୍ଠାନକୁ ବିଡିଏର ନୋଟିସ୍

ଭୁବନେଶ୍ୱର: ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ନେଇ ସହରର ୩ଟି ହସ୍ପିଟାଲ ସହ ୧୩ଟି ବ୍ୟବସାୟ ପ୍ରତିଷ୍ଠାନକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଉକ୍ତ ହସ୍ପିଟାଲ୍ ଓ ପ୍ରତିଷ୍ଠାନ ମଧ୍ୟରେ ରହିଛି- ଆପୋଲୋ ହସ୍ପିଟାଲ୍ କଳିଙ୍ଗ…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ; ମେଡିକାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।…