Latest Odisha News

BREAKING NEWS

Browsing Category

ଫିଚର

୩ ପୋଲିସ ବାବୁଙ୍କୁ ମିଳିଲା ବାଧ୍ୟତାମୂଳକ ଅବସର

କଟକ: କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ଶୁକ୍ରବାର ଦିନ ୩ଜଣ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ସବ-ଇନ୍ସପେକ୍ଟର ବନମାଳୀ ନାୟକଙ୍କୁ ଆଜି ଖୋର୍ଦ୍ଧା ଏସପି ଅଜୟ ସ୍ୱାଇଁ ବାଧ୍ୟତାମୂଳକ ଅବସର ଦେବା ପରେପରେ ଆଉ ଦୁଇ ଜଣ…

କଟକରେ ବାର୍ ଆସୋସିଏସନ ବୈଠକ, ଆଜି ରାଜ୍ୟବ୍ୟାପୀ କୋର୍ଟ ବର୍ଜନ କଲେ ଆଇନଜୀବୀ

କଟକ: ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଓଡ଼ିଶା ବାର୍ ଆସୋସିଏସନ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଥିବା ବାର୍ ଆସୋସିଏସନ କୋର୍ଟ ବର୍ଜନ କରିଛନ୍ତି । ଆଜି ମଧ୍ୟ କଟକ ଓଡ଼ିଶା ବାର୍ ଆସୋସିଏସନ ପରିସରରେ ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ ପ୍ରତିନିଧିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ…

ବିଜେପୁରରେ ଆଜି ନବୀନ-ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର: ପ୍ରଚାର ମଇଦାନରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି । ତିନି ଦଳର ତୁଙ୍ଗନେତାଙ୍କ ଜୋରଦାର୍ ପ୍ରଚାରରେ ବିଜେପୁର ଉପନିର୍ବାଚନ ସରଗରମ ହୋଇଛି । ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ…

ପ୍ରକାଶିତ ହେଲା ଡାକ ବିଭାଗର ନିଯୁକ୍ତି ଘୋଷଣା: ୫ହଜାର ୪୪୭ଟି ପଦବୀ ଲାଗି ହେବ ପରୀକ୍ଷା !

ନୂଆଦିଲ୍ଲୀ: ‘ଇଣ୍ଡିଆନ ପୋଷ୍ଟ’ ବା ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ‘ଗ୍ରାମୀଣ ଡ଼ାକ ସେବକ’ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଡ଼ାକ ବିଭାଗରେ ୫ ହଜାର ୪୪୭ଟି ଏହି ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଦେଶର ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡ଼ିକରେ ନିଯୁକ୍ତି…

‘ବିଏସଏନଏଲ’ ଗ୍ରାହକଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଆସୁଛି ‘୪ଜି’ ସେବା

ଭୁବନେଶ୍ୱର: 'ବିଏସଏନଏଲ' ଗ୍ରାହକଙ୍କ ପାଇଁ ଖୁସି ଖବର । ବିଏସ୍‌ଏନ୍‌ଏଲ କମ୍ପାନୀ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ୪ଜି ସେବା । ଏଥିପାଇଁ ପାଇଁ କମ୍ପାନୀ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି। ମାତ୍ର ଟେକ୍‌ନିକାଲ କାରଣ ଯୋଗୁଁ ବଡ ସହରରେ ଏହା ଆରମ୍ଭ ହେବା କଷ୍ଟକର। କମ୍ପାନୀ ଦେଇଥିବା…

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ।…

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ପିପିଲି-ନିମାପଡା ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଭାଗୀରଥି ପ୍ରଧାନ (ଭାଗୁ) ବୋଲି ଜଣାପଡିଛି । ଭାଗୀରଥି ଠାରୁ ଗୋଟିଏ ବାଇକ୍, ଗୋଟିଏ ପିସ୍ତଲ ଏବଂ ଗୁଳି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୮ ତାରିଖ ଶୁକ୍ରବାର ତୁଳା ୧ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ…

ପ୍ରକାଶିତ ହେଲା ନୀତି ଆୟୋଗ ଦ୍ୱାରା ଭାରତ ନବୋନ୍ମେଷ ସୂଚକାଙ୍କ ୨୦୧୯

ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା,…

ଥାଇରଏଡ୍ ଗ୍ରନ୍ଥିରୁ ବାହାରିଲା ଟ୍ୟୁମର, ସମ୍ ହସ୍ପିଟାଲରେ ନୂଆ ପଦ୍ଧତିର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ସଫଳତା । ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଗଳାରେ ଥିବା ଥାଇରଏଡ ଗ୍ରନ୍ଥିରୁ ବାହାର କଲେ ଟ୍ୟୁମର୍ । ଇଏନ୍ଟି ଆଣ୍ଡ ସ୍କଲ…