Latest Odisha News

BREAKING NEWS

Browsing Category

ଫିଚର

କଟକ ‘ଆକାଶବାଣୀ’ ଓ ‘ଦୂରଦର୍ଶନ କେନ୍ଦ୍ର’ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି…

ଭୁବନେଶ୍ୱର: ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପି.ଭି କୃଷ୍ଣମୂର୍ତ୍ତିଙ୍କର ଚେନ୍ନାଇସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ଓଡ଼ିଆ ସଂସ୍କୃତିକୁ ଜନପ୍ରିୟ କରିବାରେ…

ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ ୨୦୧୯: ଜିତିଲେ ଓଡ଼ିଶାର ଏହି ୩ ସୁନ୍ଦରୀ !

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ସୁନ୍ଦରୀ ଝିଅ ଜାତୀୟସ୍ତରରେ ପୁରସ୍କାର ହାସଲ କରିପାରିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ‘ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ -୨୦୧୯’ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଓଡ଼ିଆ ଝିଅ ପୁରସ୍କାର ଲାଭ କରିଛନ୍ତି । ଜାତୀୟସ୍ତରର…

ବର୍ଷକୁ ୨ ଥର ହେବ ନିଟ୍ ପରୀକ୍ଷା !

ନୂଆଦିଲ୍ଲୀ: ମେଡିକାଲ କଲେଜରେ ପ୍ରବେଶ ପାଇଁ ଦେଶରେ ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟ(ନିଟ୍) ୨୦୨୧ ମସିହାରୁ ବର୍ଷକୁ ୨ ଥର ଆୟୋଜିତ କରାଯିବ। ଇଣ୍ଡିଆନ୍ ଏକ୍ସପ୍ରେସ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରବେଶିକା ପରୀକ୍ଷା ଲାଗି ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ଇଚ୍ଛୁକ ଥିବାରୁ କେନ୍ଦ୍ରୀୟ…

ଚଳଚ୍ଚିତ୍ର ‘ରାମ ନାମ ସତ୍ୟ ହେ’ରେ ଡେବ୍ୟୁ କରିବେ ଏହି ନବାଗତ ଯୋଡି

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ରାମ ନାମ ସତ୍ୟ ହେ'ରେ ଦେଖିବାକୁ ମିଳିବ ଦୁଇଟି ନୂଆ ମୁଁହ । ଏହି ଚଳଚିତ୍ରର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ନବାଗତ ନାୟକ ସାଜନ ବିଶ୍ୱାଳ ଓ ନାୟିକା ନମିତାଙ୍କ ଯୋଡିକୁ । ଏହି ଚଳଚ୍ଚିତ୍ର ଜରିଆରେ ରୂପେଲି ପରଦାରେ…

ନାବାଳକ ଦେହରୁ ବାହାରିଲା ଭଙ୍ଗା ସିରିଞ୍ଜ୍ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଦୁଃଖଦାୟକ ଘଟଣା ଚିକିତ୍ସା ସେବାର ଚରମ ଅବହେଳାକୁ ପଦାରେ ପକାଇ ଦେଇଛି । ମାତ୍ର ୩ ବର୍ଷର ବାଳକର ପେଟରୁ ବାହାରିଛି ଏକ ଭଙ୍ଗା ସିରିଞ୍ଜ୍ । ମିଳିଥିବା ସୂଚନାନୁଯାୟୀ, ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ମୋହନଖାଲି ଗ୍ରାମର ସୀତାକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି…

ବିଜେପୁର ନିର୍ବାଚନରେ କଂଗ୍ରେସ ପରାଜିତ ହେବ; ସ୍ୱୀକାର କଲେ ସୁର ରାଉତରାୟ

ବରଗଡ଼: ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଜେପୁରରେ ପ୍ରଚାର ସରଗରମ ହେବା ସହିତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଶାସକ ବିଜେଡ଼ି ଓ ବିଜେପିର ଜୋରସର୍ ପ୍ରଚାରକୁ ଲକ୍ଷ୍ୟ କରି କଂଗ୍ରେସ ଏହି ନିର୍ବାଚନରେ ପରାଜିତ ହେବା ନିଶ୍ଚିତ…

ଅଜଣା ଗାଆଁରେ ଝିଅଟିଏ

ଗାନ୍ଧୀ ଗାଥା ଅଜଣା ଗାଆଁରେ ଝିଅଟିଏ ଦାଶ ବେନହୁର ଝିଅଟି ବିଷୟରେ ଶୁଣି ଗାନ୍ଧିଜୀ ଲୋକଙ୍କ ସହ କଥାବାର୍ତ୍ତା କରିବେ କ’ଣ, କହିଲେ “ଆପଣମାନେ ଆଲୋଚନା କରୁଥାଆନ୍ତୁ ମୁଁ ସେ ଝିଅଟିକୁ ଦେଖିଆସେ ।” ତାଙ୍କୁ ବା ମନା କରିବ କିଏ? ତାଙ୍କ ସହିତ ଆଉ କେତେଜଣ ଉଠୁଥିଲେ । ହେଲେ…

ବଡ଼ ପରଦାରେ ନଜର ଆସିବେ ଭାରତର ଏହି ଦୁଇ ଷ୍ଟାର କ୍ରିକେଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଏହି ଦୁଇ ମହାନ ଖେଳାଳି ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ବଡ଼ ପରଦାରେ । ଅଫସ୍ପିନର୍‌ ହରଭଜନ୍‌ ସିଂହ ଓ ଅଲରାଉଣ୍ଡର ଇର୍ଫାନ୍‌ ପଠାନଙ୍କୁ ଖୁବଶୀଘ୍ର ୨ଟି ଭିନ୍ନ ଭିନ୍ନ ତାମିଲ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଇର୍ଫାନ୍‌ ନିଜ ଟ୍ୱିଟର…

ବିଜେପୁରରେ ନବୀନଙ୍କ ଜୋରଦାର୍ ପ୍ରଚାର

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…

ଫଟୋରେ ଥିବା ଏଇ କୁନି ଝିଅଟି ବଲିଉଡର ଜଣେ ସଫଳ ନାୟିକା, ଜାଣନ୍ତୁ କିଏ

ମୁମ୍ବାଇ: ଫଟୋରେ ଦେଖୁଥିବା ଏହି କୁନି ଝିଅଟିକୁ ଚିହ୍ନି ପାରୁଛନ୍ତି କି? ଭଲକରି ଲକ୍ଷ କରନ୍ତୁ ତାର ଆଖି, ଓଠ ଆଉ ହାସକୁ । ଠିକ କହିଛନ୍ତି, ଇଏ ହେଉଛନ୍ତି ବଲିଉଡର ଛୋଟେ ନବାବ ସୈଫଙ୍କ ଚୁଲବୁଲି କନ୍ୟା ସାରା ଅଲ୍ଲୀ ଖାନ । ଏହା ହେଉଛି ସାରାଙ୍କ ପିଲାଦିନର ଫଟୋ । ସାରାଙ୍କ ସହ ଏହି ଫଟୋରେ…