Latest Odisha News

BREAKING NEWS

Browsing Category

ଫିଚର

“ସ୍କୁଲରେ ପଢୁଥିବା ବେଳେ ୮ ଜଣଙ୍କ ଦ୍ୱାରା ମୁଁ ଗଣଦୁଷ୍କର୍ମର ଶୀକାର ହୋଇଥିଲି”

ମୁମ୍ବାଇ: ସୁନୀତା କୃଷ୍ଣନ । ବୟସ ୪୬ ବର୍ଷ । ବେଙ୍ଗାଲୁରୁରେ ଜନ୍ମିତା ସୁନୀତା ତାଙ୍କର ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି ସୋନିଟିଭି ଦ୍ୱାରା ପ୍ରସ୍ତୁତ କେବିସି କାର୍ଯ୍ୟକ୍ରମରେ । ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ସମସ୍ତ କଥା କହିଥିଲେ ସୁନୀତା । ତାଙ୍କୁ ମାତ୍ର ୧୫…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୧୦-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୯ ତାରିଖ ଶନିବାର ତୁଳା ୨ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ…

ବେଆଇନ୍ ପାର୍କିଂ ଫି ଆଦାୟ ଅଭିଯୋଗରେ ଭବାନୀ ମଲରେ ବିଡିଏ ଓ ବିଏମସି ସ୍କ୍ୱାର୍ଡର ମିଳିତ ଚଢ଼ାଉ  

ଭୁବନେଶ୍ୱର: ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ସହୀଦନଗର ସ୍ଥିତ ଭବାନୀ ମଲରେ ଚଢାଉ କରିଛି । ଚଢାଉ ବେଳେ ସ୍କ୍ୱାର୍ଡ ୨ଟି ପିଓଏସ୍…

ଅଧିନାୟକ ପଦରୁ ହଟିଲେ ସରଫରାଜ

ଭୁବନେଶ୍ୱର: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ହଟିଛନ୍ତି ସରଫରାଜ ଅହମ୍ମଦ । ସରଫରାଜଙ୍କୁ କ୍ରିକେଟର ସମସ୍ତ ୩ଟି ଫର୍ମାଟ ଟେଷ୍ଟ, ୱାନଡେ ଓ ଟି-୨୦ର ଅଧିନାୟକତ୍ୱରୁ ବିଦା କରିଛି 'ପାକିସ୍ତାନ କ୍ରିକେଟ ଆସୋସିଏସନ' । ଗତ କ୍ରିକେଟ ୱାର୍ଲଡ କପରେ ପାକ୍ ଟିମର ଅପମାନଜନକ…

ବିଜେପୁର ନିର୍ବାଚନ ପ୍ରଚାର; ବହୁ ଆଗରେ ବିଜେଡ଼ି

ବରଗଡ଼: ଫଳାଫଳ ତ ଦୂରର କଥା ନିର୍ବାଚନ ନ ହେଉଣୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଶାସକ ବିଜେଡ଼ିର ପତିଆରା ଦେଖି ଆଚମ୍ବିତ ହୋଇ ପଡ଼ିଛନ୍ତି । ଖାଲି ସେତିକି ନୁହେଁ, ବରିଷ୍ଠ ନେତା ସୁର ରାଉତରାୟ ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନ ଜିତିପାରିବା ଅସମ୍ଭବ ବୋଲି ସ୍ୱୀକାର…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବାର କାରଣ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ି ଦେବାର ନିଷ୍ପତ୍ତି କାହିଁକି ନେଲେ ଶୁକ୍ରବାର ଦିନ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ପଚାରିଛନ୍ତି । ବରପାଲି ବ୍ଲକରେ ନିର୍ବାଚନ ପ୍ରଚାର କରିବା ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ଧର୍ମେନ୍ଦ୍ର…

ଓଡ଼ିଆ ଝିଅ ମୋତି ଜାନି ଜିତିଲେ ଜାତୀୟ ଭାରୋତ୍ତଳନ ବ୍ରୋଞ୍ଜ୍ ପଦକ

ଭୁବନେଶ୍ୱର: ବିହାରର ଗୟାଠାରେ ଚାଲିଥିବା ଜାତୀୟ ସବ୍ ଜୁନିୟର ଓ ଜୁନିୟର୍ ଭାରୋତ୍ତଳନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ଓଡ଼ିଆ ବାଳିକା ଭାରୋତ୍ତଳନକାରୀ । ଓଡ଼ିଆ ଝିଅ ମୋତି ଜାନି ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ୬୯ କିଲୋଗ୍ରାମ ସ୍ନାଚ…

ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଚାଲିବ ପୁରୀରୁ ଟାଟାନଗର

ଭୁବନେଶ୍ବର: ପରୀକ୍ଷା ସମୟରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ଶୁକ୍ରବାର ପୂର୍ବତଟ ରେଳ ପକ୍ଷରୁ ଆଉ ଏକ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନଟି ପୁରୀରୁ ଟାଟାନଗର ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଏହି ଟ୍ରେନଟି ସକାଳ ୭ ଟାରୁ ପୁରୀ…

ଜଷ୍ଟିସ୍ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କୁ ମୁଖ୍ୟ ବିଚାରପତି କରିବା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖି ସୁପାରିସ କରିଥିବା ଏନଡି ଟିଭିରେ ପ୍ରକାଶିତ…

ବେଆଇନ୍ ମାନବ ଚାଲାଣ: ଗିରଫ ହେଲେ ୫୦ ଏଜେଣ୍ଟ ଓ ଦଲାଲ୍

କଟକ: ବେଆଇନ୍ ମାନବ ଚାଲାଣ ବିରୋଧରେ ଆରମ୍ଭ କରାଯାଇଥିବା ଅଭିଯାନ ଜରିଆରେ ଓଡିଶା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ରାୟଗଡ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୫୦ ଏଜେଣ୍ଟଙ୍କ ସମେତ ଦଲାଲଙ୍କୁ ମଧ୍ୟ ଗରିଫ କରିଛି । ଗିରଫ କରାଯାଇଥିବା ୫୦ ବ୍ୟକ୍ତିଙ୍କ ମଧ୍ୟରୁ ରାୟଗଡାରୁ ୧୫,…