Latest Odisha News

BREAKING NEWS

Browsing Category

ଫିଚର

ସୁପ୍ରିମକୋର୍ଟରେ ଶେଷ ହେଲା ଅଯୋଧ୍ୟା ବିବାଦର ଶୁଣାଣି; ସଂରକ୍ଷିତ ରହିଲା ଐତିହାସିକ ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମିବିବାଦର ପାରିସମାପ୍ତି ଘଟିଛି ।ସୁପ୍ରିମକୋର୍ଟ ବୁଧବାର ଦିନ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ କରି ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ସମୟର ୧…

ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଆଜି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ମାତ୍ରାଧିକ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆଜି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି । ପ୍ରଥମ ଟ୍ରେନଟି ଭୁବନେଶ୍ୱର ରୁ ରାତ୍ର ୮ ଘଟିକାରେ ବାହାରି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡା ମାର୍ଗ ଦେଇ କୋରାପୁଟ ଯାତ୍ରା କରିବ ଓ ଏହି ଟ୍ରେନ ଦକ୍ଷିଣ ଓଡିଶା ଓ…

ଅମିତାଭ ବଚ୍ଚନଙ୍କ ସ୍ଥାନ ନେବେ ହ୍ରିତିକ୍‍ !

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଆକ୍ଟର ହ୍ରିତିକ୍‍ ରୋଶନଙ୍କ ଚଳଚ୍ଚିତ୍ର ୱାର ବକ୍ସ ଅଫିସରେ ଧମାକା ସୃଷ୍ଟି କରିବା ପରେ ଏବେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଗାମୀ ସିନେମରେ ହ୍ରିତିକ୍‍ ବିଗ ବିଙ୍କ…

ଆରମ୍ଭ ହେଲା ରେଳବାଇର ‘ପ୍ରମୋସନ ଅନ୍‌ ହ୍ବିଲ’ ସେବା

ନୂଆଦିଲ୍ଲୀ: ସିନେମା, କଳା, ସଂସ୍କୃତି, ଖେଳ ଆଦିର ବିଜ୍ଞାପନ(ପ୍ରମୋସନ) ନିମନ୍ତେ ଭାରତୀୟ ରେଳ ପକ୍ଷରୁ ନିଆ ଯାଇଛି ଏକ ଭିନ୍ନ ପଦକ୍ଷେପ। ଆଜିଠାରୁ ଟ୍ରେନରେ ମଧ୍ୟ ଏହିସବୁର ପ୍ରଚାର- ପ୍ରସାର କରାଯିବା ନେଇ ରେଲମନ୍ତ୍ରଣାଳୟ ବୁଧବାର ଦିନ ଟ୍ୱିଟ କରି ଜଣାଇଛନ୍ତି ।…

କ୍ରୀଡ଼ା ସଚିବଙ୍କ ସହ ଓସଜା ପ୍ରତିନିଧି ଦଳର ସାକ୍ଷାତ

ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ସଭାପତି ସନ୍ଦୀପ ମିଶ୍ର ତଥା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ନେତୃତ୍ୱରେ ମଙ୍ଗଳବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ ଦେବଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲା ।…

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ !

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାନେଇ ଆଶା ଉଜ୍ଜିବୀତ ରହିଥିବା ବୁଧବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ମିଳିଛି । ବାତ୍ୟା ‘ଫନି’ ଦ୍ୱାରା ବାରବାଟୀରେ ହୋଇଥିବା…

ନବୀନଙ୍କ ଜନ୍ମଦିନରେ ‘ସୁସ୍ଥ ଓ ଦୀର୍ଘ ଜୀବନ’ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । “ଜନ୍ମଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଅଭିନନ୍ଦନ । ଏହି ଅବସରରେ ମୁଁ ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନର କାମନା…

ନଦୀକୁ ଡ଼େଇଁ ଆତ୍ମହତ୍ୟା କରିବା ଘଟଣା: ପୋଲିସ ଦ୍ୱାରା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କାଠଯୋଡ଼ି ନଦୀରେ ଅକ୍ଟୋବର ୯ରେ ଜଣେ ବ୍ୟକ୍ତି ଡ଼େଇଁ ପଡ଼ିଥିଲେ ଏବଂ ସେହିଦିନଠାରୁ ତାଙ୍କର ପତ୍ତା ମିଳୁନଥିଲା । ନଦୀରୁ ଆଜି ପୋଲିସ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବା ଯୋଗୁଁ ନିଆଳି ଅନ୍ତର୍ଗତ କରଞ୍ଜ ଗ୍ରାମର ଦେବବ୍ରତ ମହାପାତ୍ର…

ବିିଜେପିରେ ଯୋଗଦେବା ବାପାଙ୍କର ଭୁଲ୍ ନିଷ୍ପତ୍ତି ଥିଲା: ସମ୍ବିତ ରାଉତରାଏ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଖୋଲାଖୋଲି ଭାବେ ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ତାଙ୍କ ପୁଅ ସମ୍ବିତ ରାଉତରାଏ କହିଛନ୍ତି, ବାପା ବିଜେପିରେ ମିଶି ବଡ଼ ଭୁଲ କରିଥିଲେ । “ବାପାଙ୍କ ଅସମୟର ଫାଇଦା ନେବା ସହିତ କିଛି ବରିଷ୍ଠ ବିଜେପି ନେତା ତାଙ୍କୁ ଦଳରେ…

ଦାମ ଛାଡ଼ିଲେ ବିଜେପି

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦିନ ବିଜେପିର ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ଦାମ କହିଛନ୍ତି ଯେ, ସେ ତାଙ୍କର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । “ଭାରତୀୟ ଜନତା…