Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କାହିଁକି ଗାନ୍ଧିଜୀଙ୍କୁ ବିକିବାକୁ ପଡିଥିଲା ନିଜ ‘ଅଟୋଗ୍ରାଫ୍’ !

ଭୁବନେଶ୍ୱର: ଚଳିତ ବର୍ଷ ସାରା ଦେଶରେ ଜାତିର ପିତା ତଥା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି । ଯାହାଙ୍କର ମୂଳମନ୍ତ୍ର ଥିଲା ଅହିଂସା । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ଭାରତକୁ…

ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଲା କଳି, ଥାନାରେ ଅଭିଯୋଗ କଲେ ସାଂସଦ ଅନୁଭବ ମହାନ୍ତି

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବିଜୁ ଛାତ୍ର ଜନତା (ବିସିଜେଡ଼ି) ଦଳର ଉପ-ସଭାପତି ମନଜିତ ଦାସଙ୍କ ବିରୋଧରେ ଗାଳିଗୁଲଜ କରିଥିବା ଅଭିଯୋଗ ନେଇ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସାଂସଦ ଅନୁଭବଙ୍କ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ (ପିଏସଓ)…

ଏଥର ପୂଜାରେ ତିନି ହିରୋଇନଙ୍କ ସହ ଧମାଲ୍ ମଚାଇବେ ବାବୁସାନ୍

ଭୁବନେଶ୍ୱର: ଗୋଟିଏ ନୁହେଁ କି ଦୁଇଟି । ଏକାଥରେ ତିନି ତିନିଟା ହିରୋଇନଙ୍କ ସହ ଚକଲେଟ୍ ବୟ ବାବୁସାନ୍ ପରଦାକୁ ଆସୁଛନ୍ତି । ଚକଲେଟ୍ ବୟ ଦର୍ଶକଙ୍କ ସହ ଆଉ ଏକ ସମ୍ପର୍କ ଯୋଡିବା ଉଦ୍ଦେଶ୍ୟରେ ପରଦାରେ ନିଜର କମାଲ ଦେଖାଇବେ । ସେଥିପାଇଁ ଚଳିତବର୍ଷ ରିଲିଜ୍ ହେବାକୁ ଯାଉଛି ‘ମିଷ୍ଟର ମଜନୁ’ ।…

ମୋନାକୋରେ ଉନ୍ମୋଚିତ ହେବ ମହାତ୍ମା ଗାନ୍ଧୀଙ୍କ ଡ଼ାକ ଟିକଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତ୍ରୀ ଅବସରରେ ୟୁରୋପର ଏକ କ୍ଷଦ୍ରତମ ଦେଶ ମୋନାକୋରେ ଡ଼ାକ ଟିକଟ ଅକ୍ଟୋବର ୨ ତାରିଖରେ ଉନ୍ମୋଚିତ ହେବାକୁ ଯାଉଛି । ଗଣମାଧ୍ୟମର ସୂଚନାନୁଯାୟୀ, ଅକ୍ଟୋବର ୨ ତାରିଖରୁ ୪୦,୦୦୦ ଷ୍ଟାମ୍ପ ୨.୧୦ ୟୁରୋରେ ବିକ୍ରି ହେବ ବୋଲି ସୂଚନା…

ଦୁଇମାସରେ ସର୍ବାଧିକ କମିଲା ସୁନାଦର; ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଲଗାଦାର ସୁନାଦର ବଢ଼ି ଆକାଶଛୁଆଁ ହେବାପରେ ଧୀରେଧୀରେ ଏହାର ଚାହିଦା କମିଥିବା ପାରିଲିଖିତ ହୋଇଛି । ଯେଉଁକାରଣରୁ ବର୍ତ୍ତମାନ ସୁନାଦର କ୍ରମାଗତ ଭାବେ କମିବାରେ ଲାଗିଛି । ଆଗକୁ ଦଶହରା ପରି ଏକ ବଡ଼ ପର୍ବ ଆସୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର…

ଦୁର୍ଗାପୂଜା ଲାଗି ଟ୍ୱିନସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡକଡି କରାଯାଉଥିବା ନେଇ ପୋଲିସ ଡିଜି ସୁଧାଂଶୁ ଷଡଙ୍ଗି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏହି ୨ଟି ସହରରେ ୬୩…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍…

କାଲିଠାରୁ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବ୍ୟାନ; ନମାନିଲେ ଦେବେ ମୋଟାଅଙ୍କର ଜୋରିମାନା !

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିବ । ବିଶେଷ କରି 'ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ'ର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିୟମ ଅନୁସାରେ, ଗାନ୍ଧିଜୟନ୍ତି ଅର୍ଥାତ୍ ଆସନ୍ତାକାଲି ଠାରୁ…

ଦଲାଲ ବିରୋଧୀ ଅଭିଯାନ: ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ-୨ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ଦଲାଲରାଜ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଗତକାଲି ପରେ ଲଗାଦାର ଦ୍ଵିତୀୟ ଦିନରେ ପହଞ୍ଚିଛି ଉଚ୍ଛେଦ ପକ୍ରିୟା । ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ମଙ୍ଗଳବାର ଦିନ ଚନ୍ଦ୍ରଶେଖରପୁର ସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ)-୨…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ରକୁ ୨୮ ଦିନ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠରେ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ସମ୍ପର୍କରେ ଜବାବ ରଖବାକୁ କେନ୍ଦ୍ର ସରକାରଙ୍କୁ ୨୮ ଦିନ ବା ୪ ସପ୍ତାହ ସମୟ…