Latest Odisha News

BREAKING NEWS

Browsing Category

ଫିଚର

ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବଢିଲା ଅଡୁଆ, ବିଦେଶ ଯାତ୍ରାରେ ଲାଗିବ କଟକଣା

ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ବିଦେଶ ଯାତ୍ରାରେ ଏବେ କଟକଣା ଲାଗିବାକୁ ଯାଉଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସମସ୍ତ ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳଙ୍କ ନିକଟକୁ ଏକ ପଠାଯାଇଛି । ଉକ୍ତ ପ୍ରସ୍ତାବ ଅନୁଯାୟୀ ସମସ୍ତ ବିଧାୟକ…

‘ନବରାତ୍ରୀ’ର ତୃତୀୟ ଦିନ, ଜାଣନ୍ତୁ କିପରି କରିବେ ମାଆଙ୍କ ଆରାଧନା

ଭୁବନେଶ୍ୱର: ମହାଳୟା ପରେ ଆରମ୍ଭ ହୋଇଯାଏ ମାଆଙ୍କ ନବରାତ୍ର ପୂଜା । ୯ ଦିନ ଧରି ମା ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇଥାନ୍ତି । ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ । ଏହି ନବଦିନ ମଧ୍ୟରେ ତୃତୀୟ ଦିନର ରହିଛି ବିଶେଷ ମାହାତ୍ମ୍ୟ । ଏହି ଦିନ ଯଥାବିଧି ମାଆଙ୍କ ପୂଜା ଆରାଧନା କଲେ ସିଦ୍ଧି…

ବିଧାନସଭା ନିର୍ବାଚନୀ ମେଣ୍ଟ: ବିଜେପି ୧୬୨ ଏବଂ ଶିବସେନା ୧୨୬ଟି ଆସନରେ ଲଢିବେ ନିର୍ବାଚନ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଶାସନ କ୍ଷମତାରେ ଥିବା ବିଜେପି ଓ ଶିବସେନା ମଧ୍ୟରେ ନିର୍ବାଚନ ଲାଗି ଆସନ ବୁଝାମଣା ହୋଇଛି । ଏହି ଆସନ ବୁଝାମଣା ନେଇ ଗତ କିଛି ସପ୍ତାହ ଧରି ଉଭୟ ଦଳରେ ଅସନ୍ତୋଷ…

ଆଜିଠାରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅକ୍ଟୋବର୧ (ଆଜିଠାରୁ) ଏହାର କିଛି ନିୟମରେ ପରିବର୍ତ୍ତନ ଆଣିଛି । ଆଜିଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ ସନ୍ଦେହ କରାଯାଉଛି । .ଯେଉଁ ଏସବିଆଇ…

ରେକର୍ଡ଼ କଲେ ଅନୁ ରାଣୀ, ଜାଭେଲିନ୍ ଥ୍ରୋରେ ଫାଇନାଲକୁ ଉନ୍ନୀତ

ଦୋହା: ଦୌଡ଼କୁଦରେ ଭାରତୀୟ ଆଥଲେଟ ନିରାଶ କରିଥିବା ବେଳେ ମହିଳା ଜାଭେଲିନ୍ ଥ୍ରୋରେ ଅନୁ ରାଣୀ ରେକର୍ଡ଼ ପ୍ରତିଷ୍ଠା କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କାତାରର ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ଅନୁ ପ୍ରଥମ ମହିଳା ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।…

ଧାରା ୩୭୦ ଉଚ୍ଛେଦ ବିରୋଧରେ ପିଟିସନ୍: ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକାଧିକ ପିଟିସନର ଶୁଣାଣି ମଙ୍ଗଳବାର ଦିନଠୁ ଆରମ୍ଭ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଜମ୍ମୁ-କାଶ୍ମୀରରେ ମାନବାଧିକାର ଉଲଂଘନ ସମ୍ପର୍କୀତ ମମାଲାକୁ…

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର ବିଚିତ୍ର ବିଶ୍ୱାଳ ଏହି ବର୍ଷ ସାରା ଦେଶ ଗାନ୍ଧିଜୀଙ୍କ ଶହେ ପଚାଶତମ ଜୟନ୍ତୀ ପାଳନ କରୁଛି । କେନ୍ଦ୍ର ସରକାର ଓ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଅନେକ ପ୍ରକାର ମେଗା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସାରା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୧ ରିଖ ମଙ୍ଗଳ ବାର କନ୍ୟା ୧୫ ଦିନ ଅଶ୍ବିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର । ଘାତ ବାର:- ମକର ରାଶିର…

ଘୋଷିତ ହେଲା ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା; ସ୍ଥାନ ପାଇଲେ ନବୀନ ଓ ଧର୍ମେନ୍ଦ୍ରଙ୍କ ସମେତ ୪ଜଣ ଓଡ଼ିଆ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବେ ସ୍ଥାନ ପାଇଛନ୍ତି । ଏହି…

ଅକ୍ଟୋବର ୩ରେ ଓଡିଶା ଆସୁଛନ୍ତି ଏନ୍ଆଇଏ ଡିଜି

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୩ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏନ୍ଆଇଏ ଡିଜି ଯୋଗେଶ ମୋଦି। ଶ୍ରୀ ମୋଦି ଏନ୍ଆଇଏର  ବରିିିଷ୍ଠ ଅଧିକାରୀଙ୍କ ଏକ ଟିମ୍ ସହ ଓଡିଶା ଗସ୍ତରେ ଆସି ଆତଙ୍କବାଦ, ଉଗ୍ରଵାଦ, ଆତଙ୍କବାଦୀ ଫଣ୍ଡ ମାମଲାର ତଦନ୍ତ ସମ୍ପର୍କରେ ବରିିିଷ୍ଠ ପୋଲିସ…