Latest Odisha News

BREAKING NEWS

Browsing Category

ଫିଚର

ମଙ୍ଗଳବାର ଠାରୁ ଲାଗୁହେବ ନୂଆ ବ୍ୟାଙ୍କିଂ ସମୟ; ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଗ୍ରାହକ ପାଇବେ ସେବା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ନୂଆ ବ୍ୟାଙ୍କିଂ ସମୟ ନିର୍ଘଣ୍ଟ । ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକରେ ଏବେ ସକାଳ ୧୦ରୁ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହେବ ଏବଂ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଉପଭୋକ୍ତାମାନେ ସେବା ପାଇପାରିବେ । ଏସମ୍ପର୍କରେ ସୂଚନା ପ୍ରଦାନ କରି ୟୁକୋ…

ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ…

ସରଗରମ ହେଲା ବିଜେପୁର ରାଜନୀତି: ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର

ବିଜେପୁର: ବିଜେପୁର ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ଦାଖଲ କରିସାରିଥିବା ସୂଚନା ମିଳିଛି । ପ୍ରଥମେ ବିଜେଡି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏହାପରେ ପ୍ରାର୍ଥୀନୀ ରୀତା ସାହୁ ଓ…

ବାଲେଶ୍ୱରରେ ବ୍ୟାପୁଛି ଡ଼େଙ୍ଗୁ !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼େଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସୂଚନା ମିଳିଛି । ଜିଲ୍ଲାର ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକରେ ଅଧିକମାତ୍ରାରେ ଡ଼େଙ୍ଗୁ…

ରେକର୍ଡ଼ କଲା ‘ହାଉସଫୁଲ-୪’ ଟ୍ରେଲର୍; ୨ ଦିନରେ ଦେଖିଲେ ୩୪ କୋଟି ଦର୍ଶକ !

ମୁମ୍ବାଇ: ରିଲିଜ ହେଲା କମେଡି ସିନେମା 'ହାଉସଫୁଲ-୪'ର ଟ୍ରେଲର । ସୁପର କମେଡି ସହ ଜବରଦସ୍ତ ଡ୍ରାମାରେ ଭରପୁରଥିବା ଏହି ସିନେମାର ଟ୍ରେଲରକୁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ରବିବାର ରିଲିଜ ହୋଇଥିବା ଏହି ଟ୍ରେଲରକୁ ମାତ୍ର ୨ ଦିନରେ ଦେଖି ସାରିଲେଣି ପାଖାପାଖି ୩୪ କୋଟି ଥର ଦେଖା ସରିଲାଣି…

ମାତ୍ର ୩.୬୯ ଲକ୍ଷ ଟଙ୍କା ଦାମରେ ଲଞ୍ଚ୍ ହେଲା ‘ମାରୁତି ସୁଜୁକି ଏସ୍ ପ୍ରେସୋ’ !

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କାର୍ ନିର୍ମାଣ କମ୍ପାନୀ ମାରୁତି ସୁଜୁକି ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ନୂଆ କାର୍ ‘ମାରୁତି ସୁଜୁକି ଏସ୍ ପ୍ରେସୋ’ ବା ‘ମିନି ଏସୟୁଭି’ ଭାରତୀୟ ବଜାରରେ ସୋମବାର ଦିନ ଲଞ୍ଚ୍ କରିଛି । ଏହି ‘ଏସ୍ ପ୍ରେସୋ’ କାର୍ ମାରୁତି ଅଲଟୋ କେ-୧୦ କାରଠାରୁ…

ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ରାକେଶ ଭଦୌରିଆ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ରାକେଶ କୁମାର ଭଦୌରିଆ । ଏୟାର ମାର୍ଶଲ ବିଏସ ଧନୋଆ ଆଜି ଅବସର ନେବାପରେ ତାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଉପ ମୁଖ୍ୟ ରାକେଶ କୁମାର ଭଦୌରିଆଙ୍କୁ ବାୟୁସେନାର ଚିଫ୍ ଭାବେ ନିଯୁକ୍ତ କରାଯାଇଛି ।…

ଗୋଆରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପଞ୍ଜିମ: ଗୋଆସ୍ଥିତ ଡବୋଲିମ୍ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନର ବାମପଟ ଇଞ୍ଜିନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।…

ଭଦ୍ରକରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ଜିଝାରପୁର ନିକଟ ଦେଇ ଯାଉଥିବା ଏକ ମାଲଗାଡି ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଏହି ମାଲଗାଡିଟି ଧାମରାରୁ ଭଦ୍ରକ ଅଭିମୁଖେ ଯାଉଥିବା…

ଭୁବନେଶ୍ବରର ଏହି ଦୁଇଟି କାର୍ଯ୍ୟାଳୟରେ ଆଜିଠାରୁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁହେବା ପରେ ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁ ନଥିବା ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ସୋମବାର ଠାରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗରସ୍ଥିତ ବିଏମସି କାର୍ଯ୍ୟାଳୟ ଓ ଏସଆରଟିସି କାର୍ଯ୍ୟାଳୟରେ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ…