Latest Odisha News

BREAKING NEWS

Browsing Category

ଫିଚର

ଇସ୍ରୋ ଦ୍ୱାରା ସମ୍ମାନିତ ହେଲେ କୋରାପୁଟର ଗିରିଶ

ଭୁବନେଶ୍ୱର: ମନୋ କ୍ୟାମେରାରେ ଥ୍ରୀଡି ଭିଜନ ଭଳି ପ୍ରକଳ୍ପ ଲାଗି ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି କୋରାପୁଟର ଗିରିଶ ବୈଶ୍ୟରାଜ । ଇସ୍ରୋ ପକ୍ଷରୁ ଡ. ବିକ୍ରମ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ  ଉତ୍ସବରେ ସାରା ଦେଶରେ ଅନେକ ପ୍ରତିଯୋଗୀତା ଆୟୋଜିତ କରାଯାଉଛି । ଏନଆଇଟି,…

ଯାଆଁଳା ଶିଶୁ କାଳିଆ ଗୁରୁତର ଅସୁସ୍ଥ; ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

କଟକ: ଦିଲ୍ଲୀ ଏମ୍ସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା ଚର୍ଚ୍ଚିତ ଯାଆଁଳା ଶିଶୁ ଜାଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କାଳିଆକଳିଆର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଛି ।…

ଦଲାଲଙ୍କ କବଳରୁ ମୁକ୍ତ ହେଉଛି ହସ୍ପିଟାଲ୍ ପରିସର; ୧୦ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: ହସ୍ପିଟାଲ୍ ପରିସରକୁ ଦଲାଲଙ୍କ କବଳରୁ ମୁକ୍ତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଆଜି ମଧ୍ୟ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଦଲାଲଙ୍କୁ ଗିରଫ କରିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲ୍ ପରିସରରୁ ପୋଲିସ ଶୁକ୍ରବାର ଦିନ ଜଣେ ମହିଳାଙ୍କ…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ବୁଲିଯାଆନ୍ତୁ ଓଡିଶାର ଏହି ସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ…

ଚନ୍ଦ୍ରଯାନ ୨: ହାର୍ଡ ଲ୍ୟାଣ୍ଡିଂ କରିଥିଲା ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂସ୍ଥଳର ଫଟୋଚିତ୍ର ଜାରି କରିଛି ନାସା । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଚିତ୍ରଟି ସେୟାର କରିଛି ।…

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ: ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖରେ ସେ ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ସନ୍ଧ୍ୟା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୭ ରିଖ ଶୁକ୍ରବାର କନ୍ୟା ୧୧ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୂର୍ବ ଫାଲଗୁନୀ ନକ୍ଷତ୍ର ସିଂହ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୦ଟି ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି । ଯେଉଁସବୁ ପ୍ରସ୍ତାବ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ…

ବିଦେଶରେ ସମ୍ମାନିତ ହେଲା ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’

ଭୁବନେଶ୍ବର: ବିଦେଶରେ ଓଡ଼ିଶାର ସମ୍ମାନ ବଢାଇଲା ଓଡ଼ିଆ ସିନେମା । ବିଦେଶରେ ସମ୍ମାନିତ ହୋଇଛି ଓଡ଼ିଆ ସିନେମା କ୍ରାନ୍ତୀଧାରା । ‘କ୍ରାନ୍ତିଧାରା’କୁ ମିଳିଛି 'ଏସିୟାନ ଏକ୍ସିଲେନ୍ସ' ଆୱାର୍ଡ । ଚାଇନାର ହଂକଂ ଠାରେ ଅନୁଷ୍ଠିତ ହୋଥିବା 'ଏସିଆନ ଇଣ୍ଟରନ୍ୟାସନାଲ ୟୁଥ୍ ଫେଷ୍ଟିଭାଲ'ରେ…

ଡିସେମ୍ବର ୩୧ ତାରିଖ ଯାଏଁ ମିଳିପାରିବ ପ୍ରଦୂଷଣ ପ୍ରମାଣପତ୍ର

ଭୁବନେଶ୍ୱର: ପୂର୍ବରୁ ଘୋଷଣା ହୋଇଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ଜନସାଧାରଣ ପାଇପାରିବେ ବୋଲି ଆଜି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜିର ଏହି ଘୋଷଣା ଅନୁଯାୟୀ, ଉଭୟ ଅନଲାଇନ୍ ଏବଂ ଅଫଲାଇନରେ…