Latest Odisha News

BREAKING NEWS

Browsing Category

ଫିଚର

ଆର୍ମି ଏୟାର ଡିଫେନ୍ସରେ ରାଷ୍ଟ୍ରପତି କୋବିନ୍ଦ, ପ୍ରଦାନ କଲେ ‘କଲର୍ସ ଆୱାର୍ଡ’

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ଶନିବାର ଦିନ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ‘ରାଷ୍ଟ୍ରପତି କଲର୍ସ’ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫…

ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର…

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ୍ ଖଣ୍ଡେରି’

ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତିରେ ଏହାକୁ ନୌସେନେରେ ସାମିଲ କରାଯାଇଥିବା ବେଳେ ଏନେଇ ଟ୍ବିଟ୍ କରିଛନ୍ତି ସେ।…

ଆଜି ପବିତ୍ର ମହାଳୟା; ପିତୃପୁରୁଷଙ୍କୁ ପିଣ୍ଡଦାନର ତିଥି

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ବିଶ୍ୱାସ ରହିଛି । ଗତ ୧୫ ଦିନ ଧରି ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷଦିନ । ଶ୍ରୀମନ୍ଦିର ବାଇଶିପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତପର୍ଣ…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ଭୁବନେଶ୍ୱର: ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ…

ପୂର୍ବତଟ ରେଳପଥର ମେମୁ ଟ୍ରେନ ସେବା: କଟକକୁ ଯୋଗାଯୋଗ କରିବ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନ

ଭୁବନେଶ୍ୱର: ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ପୂର୍ବତଟ ରେଲୱେ କଟକ ସହିତ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନକୁ ଯୋଗାଯୋଗ କରିବାର ନିଷ୍ପତ୍ତି ଗ୍ରହଣ କରିଛି । କଟକ ଓ ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବା ସହିତ ଏହା କଟକ-ପାରାଦ୍ୱୀପ (୫୮୪୧୬) ଟ୍ରେନ ମାଧ୍ୟମରେ ପାସେଞ୍ଜର ଏବଂ…

କଳାହାଣ୍ଡି ଦୁଷ୍କର୍ମ ଘଟଣା: ପୀଡିତାଙ୍କ ବୟାନ ରେକର୍ଡ କରିବ ପୋଲିସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜାରିଙ୍ଗି ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ପୀଡିତା ଦେଇଥିବା ବୟାନକୁ ପୋଲିସ ରେକର୍ଡ କରିବ ବୋଲି ସୂଚନା ଦେଇଛି । ଗଣମାଧ୍ୟମକୁ ସୂଚନା ଦେଇ ପିଡିତା କହିଥିଲେ ଯେ, " ସେପ୍ଟେମ୍ବର ୧୪ ତାରିଖରେ କିଛି ମେଡିକାଲ ଚେକଅପ ପାଇଁ ମୁଁ…

‘ଓସିଏ’ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ‘ଓସିଏ’ର ନୂତନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବହୁ ପ୍ରତିକ୍ଷୀତ ନିର୍ବାଚନରେ ଶ୍ରୀ ବେହେରା ସମୁଦାୟ ୭୧ଜଣ ସଦସ୍ୟଙ୍କ ମଧ୍ୟରୁ ୪୫ଟି ଭୋଟ ପାଇ ତାଙ୍କର ନିକଟତମ…

ୱେଲକମ୍ ଟୁ ଓଡ଼ିଶା: ‘ବିଶ୍ୱ ପର୍ଯ୍ୟଟନ ଦିବସ’ରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ବିଶ୍ୱର ପର୍ଯ୍ୟଟକମାନଙ୍କୁ ଓଡ଼ିଶା ଭ୍ରମଣରେ ଆସିବାକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । Abundance of natural beauty, a trousseau of heritage & culture, unique avifauna, rich tribal…

ପାହାଡ଼ରେ ପିଟିହେଲା ଭାରତୀୟ ସେନାର ଚିତା ହେଲିକପ୍ଟର; ୨ ପାଇଲଟ ମୃତ

ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚିତା ହେଲିକାପ୍ଟର ଶୁକ୍ରବାର ଦିନ ଭୁଟାନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନା ଓ ରୟାଲ ଭୁଟାନ ଆର୍ମିର ଜଣେ ପାଇଲଟ ନିହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦଙ୍କ କହିବା ଅନୁଯାୟୀ,…