Latest Odisha News

BREAKING NEWS

Browsing Category

ଫିଚର

ବିଜେପୁର ଉପ-ନିର୍ବାଚନ: ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ରାଜନୀତି ଏବେ ବିଜେପୁର ଉପ-ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି । ସମସ୍ତ ରାଜନୈତିକ ଦଳ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରରେ କର୍ମୀମାନଙ୍କୁ ଯୋଗାଯୋଗ…

ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’

ନୂଆଦିଲ୍ଲୀ: ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ଲାଗି ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି । ଗୃହ…

କର୍ପୋରେଟ୍ ଟ୍ୟାକ୍ସ ହ୍ରାସର ପ୍ରଭାବ: ଏବେ ୫,୦୦୦ କମ୍ ଦାମରେ ମିଳିବ ମାରୁତି କାର୍ !

ନୂଆଦିଲ୍ଲୀ: ଦେଶ ସର୍ବବୃହତ କାର୍ ନିର୍ମାଣ କମ୍ପାନୀ ‘ମାରୁତି ସୁଜୁକି’ ବୁଧବାର ଦିନ ଗ୍ରାହକଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବାଯୋଗୁଁ ଏହାର ସୁପ୍ରଭାବ କାର୍ କ୍ରେତାଙ୍କୁ ମିଳିଛି । ମାରୁତି ସୁଜୁକି କମ୍ପାନୀ କାର୍ ମୂଲ୍ୟରେ ୫,୦୦୦ ଟଙ୍କା ହ୍ରାସ…

ସେଞ୍ଚୁରୀ ମାରିଲା ଆୟୁଷ୍ମାନଙ୍କ ‘ଡ୍ରିମଗାର୍ଲ’!

ମୁମ୍ବାଇ: ଆଇଫା ଆୱାର୍ଡ଼ ପ୍ରାପ୍ତ ଟ୍ୟାଲେଣ୍ଟେଡ଼ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମଗାର୍ଲ'ର ଆୟ ୧୦୦ କୋଟିରେ ପହଞ୍ଚିଛି । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ୧୦୧.୪୦ କୋଟି ଆୟ କରି ସାରିଲାଣି । ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି…

ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିବ ଏସଟିଏଫ୍

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ଡ୍ରଗ୍ କାରବାର ସମ୍ପର୍କରେ ଛାନଭିନ୍ନ କରିବା ସହିତ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଯୋଜନା କରୁଛି । ଗଣମାଧ୍ୟମକୁ ସୂଚନା ଦେଇ ଏସଟିଏଫ୍ ଏସପି ରାହୁଲ୍ ପି ଆର୍ କହିଛନ୍ତି,…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ଜଣେ ନାବାଳକ ସମେତ ୭ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ବୁଧବାର ଦିନ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମକୁ ସୂଚନା ଦେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର କହିଛନ୍ତି, ଗିରଫ ୭ ଜଣ ମଧ୍ୟରୁ ୪ ଜଣ ଉକ୍ତ ୨୨…

ସାହସିକତା ଲାଗି ଓଡ଼ିଆ ଅଫିସରଙ୍କୁ ମିଳିଲା ‘କୋଷ୍ଟଗାର୍ଡ଼ ଗ୍ୟାଲେଣ୍ଟ୍ରି ମେଡ଼ାଲ୍’…

ଭୁବନେଶ୍ୱର: ଭାରତୀୟ ତଟରକ୍ଷୀ ବାହିନୀର ଡିଆଇଜି ଅନୱର ଖାନ୍ ପ୍ରଥମ ଓଡିଆ ଅଫିସର ଭାବେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନପ୍ରଦ ‘କୋଷ୍ଟ ଗାର୍ଡ ଗ୍ୟାଲେଣ୍ଟ୍ରି ମେଡାଲ’ ଗ୍ରହଣ କରିଛନ୍ତି । ଶ୍ରୀ ଖାନ୍ ନିଜର ନିସ୍ୱାର୍ଥପର କାର୍ଯ୍ୟ ଲାଗି ସମ୍ମାନିତ କରାଯାଇଛି । ତଟରକ୍ଷୀ ଜାହାଜ ‘ବରଦ’ର…

ବର୍ଷାରେ ସ୍ଥିତି ବେହାଲ, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଜପତି: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବୁଧବାର ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ଖାଉଟିଙ୍କୁ ଘାରିଲା ପିଆଜ ଚିନ୍ତା; ୬୦ଛୁଇଁଲା ଦର

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ହେଲାଣି ପିଆଜ ଦର । କିଛିଦିନରେ ଏହା ହୁହୁ ହୋଇ ବଢିଚାଲିଛି । ମାସକ ତଳେ ଏ ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିବା ପିଆଜ ଏବେ ୫୦ ଟପି ୬୦ଧରିଲାଣି । ନାସିକ୍‌ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ…

ଜାଣନ୍ତୁ, ଟ୍ୱିଟରରେ କ’ଣ ବଡ଼ ଭୁଲ୍ ଲେଖି କଡ୍ଡା ସମାଲୋଚନାର ଶିକାର ହେଲେ ଶଶୀ ଥରୁର୍…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ତାଙ୍କର ଭିନ୍ନ ଅନ୍ଦାଜର ମନ୍ତବ୍ୟ ଏବଂ ରାଜନୈତିକ ଟିପ୍ପଣୀ ଲାଗି ସବୁବେଳେ ବିବାଦୀୟ ହୋଇ ପଡ଼ିଥାଆନ୍ତି । ସେ ସବୁବେଳେ କଂଗ୍ରେସ ଦଳର ନୀତି ଓ ଆଦର୍ଶକୁ ବେଶ୍ ଆକର୍ଷଣୀୟ ଭାବେ ଉପସ୍ଥାପନା କରି ଭାରତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ…