Latest Odisha News

BREAKING NEWS

Browsing Category

ଫିଚର

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିରାଟ ବିଜୟ, ରେକର୍ଡ଼ କଲେ କୋହଲୀ…

ଜାମାଇକା: ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଇଛି । କିଙ୍ଗଷ୍ଟନ୍ ଟେଷ୍ଟରେ ଭାରତ ୨୫୭ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ କପ୍ତାନ କୋହଲୀ ୱେଷ୍ଟଇଣ୍ଡିଜକୁ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ମାତ୍ର ଇଣ୍ଡିଜ ଦଳ ଭାରତୀୟ…

ଗଣପର୍ବ ନୂଆଁଖାଇ: ଜାଣନ୍ତୁ କେବେ, କାହିଁକି ଓ କେମିତି ହୁଏ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ । ଏହି ଉପଲକ୍ଷେ ଆଜି ଉତ୍ସବମୁଖର ସାରା ପଶ୍ଚିମ ଓଡିଶା । ପ୍ରତ୍ୟେକ ଘରୁ ଛୁଟି ଆସୁଛି ପିଠାପଣାର ମହକ । ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୁରିଉଠୁଛି । .ଜାଣନ୍ତୁ କେତେବେଳେ ମାଆ ସମ୍ବଲେଶ୍ୱରୀଙ୍କୁ ଲାଗି ହେବ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୦୯-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୩ ରିଖ ମଙ୍ଗଳବାର ସିଂହ ୧୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମକର ରାଶିର…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି । ଏହି ନୀତି ଅନୁଯାୟୀ ବାସଗୃହ ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ…

ଆଖଣ୍ଡଳମଣି ପୀଠରେ ୪ଶହ ବର୍ଷର ପରମ୍ପରା : ବୁଢା ଗଣେଶଙ୍କୁ ଲାଗି ହେଲା ୧୫୧ ଥାଳି ଭୋଗ

ଭଦ୍ରକ: ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ସୋମବାର ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ଲାଗି ହୋଇଛି ୧୫୧ ଥାଳି ଭୋଗ । ଏହି ପରମ୍ପରା…

ଜାଣନ୍ତୁ, ଆଗାମୀ ୩ ଦିନ ଓଡ଼ିଶାର କେଉଁସବୁ ଜିଲ୍ଲାମାନଙ୍କରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆଗାମୀ ୩ ଦିନ ଧରି ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ (ଆଇଏମଡ଼ି) ବିଭାଗ । ଭାରତୀୟ ପାଣିପାଗ (ଆଇଏମଡ଼ି) ବିଭାଗର ସଦ୍ୟତମ ସୂଚନାନୁଯାୟୀ, ଉତ୍ତର-ପଶ୍ଚିମ…

ହିମା ଦାସଙ୍କ ବାୟୋପିକ ନିର୍ମାଣ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡରେ ଚାଲିଥିବା ବାୟୋପିକର ଧାରାରେ ସାମିଲ ହେବାକୁ ଯାଉଛି ସ୍ୱର୍ଣ୍ଣ ବିଜୟିନୀ ହିମା ଦାସଙ୍କ କାହାଣୀ । ଆସାମର ୧୮ ବର୍ଷ ବୟସ୍କା ଆଥଲେଟ ହିମା ଦାସ ଗତ ଆଇଏଏଫର ଅଣ୍ଡର୍-୨୪ ଚାମ୍ପିଅନସିପରେ ଏକ ମାସରେ ୫ଟି ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିଲେ । ହିମାଙ୍କ ଖେଳ…

ସଫଳତାର ଶୀର୍ଷରେ ଚାନ୍ଦ୍ରାୟଣ – ୨: ଅର୍ବିଟରୁ ଅଲଗା ହେଲା ଲ୍ୟାଣ୍ଡର୍ ‘ବିକ୍ରମ୍’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୭ ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚାନ୍ଦ୍ରାୟଣ -୨ର ଲ୍ୟାଣ୍ଡର୍ ବିକ୍ରମ । ସୋମବାର ଦିନ ଇସ୍୍େରା ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିପାରିଛ୍ନ୍ତି । ଲ୍ୟାଣ୍ଡର୍ ବିକ୍ରମ ଯେଉଁ ମୁଖ୍ୟ ଯନ୍ତ୍ରାଂଶଟି ଚନ୍ଦ୍ରପୃଷ୍ଠରେ…

ଭଲ କବିତା ନଲେଖି କିଏ କଣ ଭଲ ଗପ ଲେଖିପାରିବ : ଅଜୟ ସ୍ୱାଇଁ

ଅଜୟ ସ୍ୱାଇଁ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ପ୍ରମୁଖ ଶିଳ୍ପୀ । ବେସାଲିସ୍‍, ବେଧଡ଼କ୍‍, ବେପରୁୱା ତାଙ୍କ ସୃଜନ ଯାତ୍ରା । ବିଚକ୍ଷଣ, ବିମ୍ବିତ, ବିସ୍ତାରିତ ତାଙ୍କ କଥାର କାନ୍‍ଭାସ୍‍ । ଗଳ୍ପ, ଉପନ୍ୟାସ, କବିତା, ନାଟକ, ସ୍କ୍ରିନ୍‍-ପ୍ଲେ, ସଂଳାପ, ଗୀତ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା,…

ଆରମ୍ଭ ହେଲା ବିଜେଡିର ‘ସଭ୍ୟ ସଂଗ୍ରହ ଅଭିଯାନ’, ପ୍ରତିଘରେ ପହଞ୍ଚିବାକୁ ସଂକଳ୍ପ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଦଳ ଲାଗି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପି ମୁଖ୍ୟାଳୟରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେ ଆଜି ୨୪ ଜଣଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ଭାବେ ଏବଂ ନିଜକୁ…