Latest Odisha News

BREAKING NEWS

Browsing Category

ଫିଚର

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ପୂର୍ବତନ ବିଜେଡି ସାଂସଦ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଉଚ୍ଛେଦ ପ୍ରକ୍ରିୟା ବେଆଇନ ହୋଇନପାରେ କିନ୍ତୁ ଏହାପ୍ରକାର ବେପରୁଆ ଓ ଅଶିଷ୍ଟତା । ଶହଶହ ବର୍ଷର ପୁରୁଣା…

ନୂଆ ଟ୍ରାଫିକ୍ ନିୟମ: ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲଘଂନକାରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଉଥିବା ବେଳେ କମିଶନରେଟ୍ ପୋଲିସ କଟକ ଓ ଭୁବନେଶ୍ୱରରୁ ନିୟମ ଉଲଘଂନକାରୀଙ୍କ ଠାରୁ ଏଯାବତ ପ୍ରାୟ ୨.୧୩ ଲକ୍ଷ ଟଙ୍କା ତଣ୍ଡ ଆଦାୟ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ନୂଆ ମୋଟର…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…

ରାଉରକେଲାରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)ର ଏକ କ୍ୱାଟରରୁ ପୋଲିସ ରବିବାର ବିଳମ୍ବିତ ରାତିରେ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଆରଏସପି)ର ଏକ କ୍ୱାଟରରେ ସେକ୍ସ ର‌୍ୟାକେଟ୍ ଚାଲୁଥିବା ନେଇ ଖବର…

ପବିତ୍ର ‘ଗଣେଶ ଚତୁର୍ଥୀ’ରେ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର: ପବିତ୍ର ‘ଗଣେଶ ଚତୁର୍ଥୀ’ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ବିିଭନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ମଣ୍ଡପ ଗୁଡିକରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ…

କିପରି ଗଣେଶଙ୍କୁ ପୂଜା କଲେ ପାଇବେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ !

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ପବିତ୍ର ଦିବସରେ ଗଣେଶ ଭଗବାନଙ୍କୁ ଘରେ ପୂଜା କଲେ ସୁଖ, ସମୃଦ୍ଧି, ଧନ-ସମ୍ପଦ ତଥା ଆପଣ ସୌଭାଗ୍ୟର ଅଧିକାରୀ ହୋଇପାରିବେ । ଦେବ ଦେବ ମହାଦେବ ଶିବ ଓ ପାର୍ବତୀଙ୍କ ପୁତ୍ର ହେଲେ ଗଣେଶ । ଶ୍ରୀଗଣେଶ ପ୍ରକୃତରେ ବୁଦ୍ଧି ଓ ଜ୍ଞାନର ପ୍ରଭୁ, ତେଣୁ…

ଆଜିଠୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ…

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସୋମବାରଠାରୁ ସଭ୍ୟ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ‘ସଭ୍ୟ ସଂଗ୍ରହ ଅଭିଯାନ’ ଆରମ୍ଭ କରିବାକୁ ଯାଉଛି । ଏବେ ବିଜେଡ଼ିର ସଭ୍ୟ ସଂଖ୍ୟା ୪୭ ଲକ୍ଷ ରହିଥିବା ବେଳେ ସଭ୍ୟ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରିବ ଦଳ । ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଥିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୨-୦୯-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୨ ରିଖ ସୋମବାର ସିଂହ ୧୭ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବସି ଚନ୍ଦ୍ରଯାନ ଲ୍ୟାଣ୍ଡିଂ ଦେଖିବେ ଓଡ଼ିଶାର ଏହି ଦୁଇ ଛାତ୍ରଛାତ୍ରୀ, ଜାଣନ୍ତୁ ସେମାନେ…

ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ନବମ ଶ୍ରେଣୀର ଛାତ୍ରୀ ସରନ୍ୟା ନନ୍ଦ ଏବଂ ଝାରସୁଗୁଡ଼ାର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ଚନ୍ଦ୍ରପୃଷ୍ଠରେ ଚାନ୍ଦ୍ରାୟଣ – ୨ ଅବତରଣ କରିବାର ଦୃଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେପ୍ଟେମ୍ବର ୭ ତାରିଖରେ ଦେଖିବେ ବୋଲି ସୂଚନା ମିଳିଛି ।…

ଦ୍ୱିଭାଷୀ ପାଲା ଗାୟନର ପ୍ରଚଣ୍ଡ ପ୍ରତିଭା: ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେନ୍ଦୁଝର ଜିଲ୍ଲା…