Latest Odisha News

BREAKING NEWS

Browsing Category

ଫିଚର

ବଡ଼ ଆଖଡ଼ା ମଠ ଉଚ୍ଛେଦ ହେବ କି ନାହିଁ; ତିନି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ, କହିଲେ ପୁରୀ ଜିଲ୍ଲାପାଳ

ପୁରୀ: ମଠର ମହନ୍ତ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ଅନେକ ନାଗା ସାଧୁଙ୍କ ପ୍ରବଳ ବିରୋଧ ଯୋଗୁଁ ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ଦିନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି ଜିଲ୍ଲା ପ୍ରଶାସନ । ମଠର ଉଚ୍ଛେଦ କାର୍ଯ୍ୟ ହେବ କି ନାହିଁ ତାହା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ…

ଗରୀବ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ମଧ୍ୟାହ୍ନଭୋଜନ ଦେଉଛନ୍ତି ଅମର ସିଂ ୱାଲିଆ

ବାଲେଶ୍ୱର: ସେବା ହିଁ ତାଙ୍କ ଜୀବନର ବ୍ରତ। ଦରିଦ୍ରର ସେବା କରି ଆତ୍ମସନ୍ତୋଷ ପାଆନ୍ତି ସେ। ନିଜ ପରିବାରର ସଦସ୍ୟସଦସ୍ୟା ଓ ସେ ନିଜେ ହିଁ ଗରିବ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଘରୁ ପ୍ରସ୍ତୁତ କରି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବିତରଣ କରି…

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ !

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ! ବିଚିତ୍ର ବିଶ୍ୱାଳ ସଂପ୍ରତି ସମାଜିକ ଗଣମାଧ୍ୟମରେ, ଫେସବୁକ୍ ହେଉ କି ୟୁ-ଟ୍ୟୁବ୍ ହେଉ ସବୁଠୁ ବେଶୀ ଦେଖାଯାଉଛି ରାନୁ ମଣ୍ଡଳଙ୍କ ‘ତେରୀ ମେରୀ, ମେରୀ ତେରୀ’ ଗୀତ । ସାରା ଦେଶରେ ଏବେ ରାନୁ ମଣ୍ଡଳ ଜଣେ ଚର୍ଚ୍ଚିତ ଚେହେରା । ମାତ୍ର କେଇ ଦିନ ଆଗରୁ…

ଶାରୀରିକ ବ୍ୟାୟାମରୁ ଦୂରରେ ଭୁବନେଶ୍ୱରର ୫୯ ପ୍ରତିଶତ ଲୋକ: ସର୍ଭେ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ । ତେବେ ରାଜଧାନୀ ବାସୀ ଶାରୀରିକ ଭାବେ ଚଂଚଳ ନୁହଁନ୍ତି । ଭୁବନେଶ୍ୱରର ୫୯ ପ୍ରତିଶତରୁ ଅଧିକ ଲୋକ ନିଜ ଶାରୀରକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାଜଧାନୀର ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ ଯୋଗାଭ୍ୟାସ…

ବଲିଉଡ଼ରେ କମାଲ କଲେ ଓଡିଆ ପୁଅ

ଭୁବନେଶ୍ୱର: ବଲିଉଡ଼ରେ ବାୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ । କେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତ କେତେବେଳେ ବକ୍ସର ମେରୀକମ୍ ତ ଆଉ କେତେବେଳେ ଧାବକ ମିଲଖା ସିଂଙ୍କ ନାମରେ ତିଆରି ହୋଇଛି ଚଳଚ୍ଚିତ୍ର । ଏବେ ସିନେପ୍ରେମୀ ଦେଖିବାକୁ ପାଇବେ ସିଲଭର୍ ସ୍କ୍ରିନରେ ଓଡ଼ିଆ…

ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ ଆଜି ସ୍ଥଗିତ ରହିଲା

ପୁରୀ: ଆଜି ଉଚ୍ଛେଦ ହେବାକୁ ଥିବା ପୁରୀ ବଡ଼ ଆଖଡ଼ା ମଠ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ପୁରୀ ଉପ-ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି ଯେ, ମଠ ଭଙ୍ଗାଯିବା ସମ୍ପର୍କରେ ମଠର ମୁଖ୍ୟ ମହନ୍ତ ତଥା ଅନେକ ସାଧୁସନ୍ଥ ଏହାକୁ ଦୃଢ…

ଲିଙ୍ଗରାଜ ମନ୍ଦିର ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ, ବିଳମ୍ବ ହେଲା ମହାପ୍ରଭୁଙ୍କ ଦୈନିକ ନୀତି

ଭୁବନେଶ୍ୱର: ରାଜଧାନୀସ୍ଥିତ ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ସଂଘର୍ଷ ହେବାଯୋଗୁଁ ମଙ୍ଗଳବାର ଦିନ ଠାକୁରଙ୍କ ନୀତି ବିଳମ୍ବ ଘଟିଛି । ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ମୌଜା ଗଙ୍ଗୁଆ ନଦୀ ନିକଟରେ ବଡୁୁ ନିଯୋଗ ପକ୍ଷରୁ ବେଆଇନ ଭାବେ ଘର…

ଘଡଘଡି ସହ ବର୍ଷା ଆଶଙ୍କା: ୧୧ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ଭାରତୀୟ ବାୟୁସେନାରେ ସାମିଲ ହେଲା ୮ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ୮ଟି ନୂଆ ଆପାଚି ହେଲିକପ୍ଟର- ୬୪ଇ ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇବ । ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।…

ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେଉଛି ‘ନୂଆଁଖାଇ’

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ ପୀଠ ମଧ୍ୟ ଏକପ୍ରକାର ଚଳଚଞ୍ଚଳ । ଏହି ପର୍ବକୁ ନେଇ ପୁରପଲ୍ଲିରେ ଉତ୍ସବର ମାହୋଲ ଲାଗିରହିଥିବା ବେଳେ ଘରେ ଘରେ ପିଠାପଣା ସାଙ୍ଗକୁ…