Latest Odisha News

BREAKING NEWS

Browsing Category

ଫିଚର

ଅବିକଳ ଅକ୍ଷୟଙ୍କ ଭଳି ଦେଖାଯାଉଛନ୍ତି ଏହି ବ୍ୟକ୍ତି, ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ପ୍ରତି ରହିଛି ଅକ୍ଷୟଙ୍କ ଅନେକ ଅବଦାନ । ଦର୍ଶକଙ୍କୁ ବହୁତ ଗୁଡିଏ ହିଟ ଫିଲ୍ମ ଭେଟି ଦେଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁ ଥିବା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଖିଲାଡି କୁମାର ନାମରେ ବଲିଉଡରେ ବେଶ ପରିଚିତ । କେତେବେଳେ ବନ୍ୟା ପିଡୀତ ଲୋକଙ୍କୁ ସାହାଯ୍ୟର…

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କିଡ଼ନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି । ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଲାଲୁଙ୍କ କିଡ଼ନୀ ଏବେ ଖରାପ ଅବସ୍ଥାରେ…

ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା। ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି (ଆଇ.ଆର.ସି. ଟି.ସି.)…

ସର୍ବସମ୍ମୁଖରେ ସଲମାନଙ୍କ ଠାରୁ ମାଡ଼ ଖାଇଛନ୍ତି ବଲିଉଡର ଏହିସବୁ ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନଙ୍କ ରାଗ ବାବଦରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ମାଲୁମ ଥିବ। ସଲମାନଙ୍କୁ ଦର୍ଶକେ ଦବଙ୍ଗ ଖାନ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ଏଭଳି ନାମକରଣ ପଛରେ ମଧ୍ୟ ରହିଛି ବିଶେଷ ତାତ୍ପର୍ଯ୍ୟ । ବଲିଉଡର ଅନେକ ନ୍ୟୁକମର କଳାକାରଙ୍କ ପାଇଁ…

 ଅନେକ ରୋଗର ଉପଚାର ଅଧାକପ ଥଣ୍ଡା କ୍ଷୀର

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଖାଦ୍ୟପେୟ ଉପରେ କେହି ଗୁରୁତ୍ୱାରୋପ କରୁନାହାନ୍ତି । ଯାହାଦ୍ୱାରା ଜନ୍ମ ନେଉଛି ନାନାଦି ପ୍ରକାରର ରୋଗ । ଯେଉଁଥିରେ ମଣିଷ ପ୍ରତ୍ୟେକ ଦିନ ଘାଣ୍ଟି ହେଉଥିଲେ ମଧ୍ୟ ଏହାର ସମାଧାନ ପାଉନାହିଁ । କିଛି ରୋଗ ସମସ୍ୟାର ଉପଚାର ଆମ ଚାରିପାଖରେ ରହିଥିଲେ…

ଓଡ଼ିଶା ସରକାର ଦୁର୍ନୀତି ଲାଗି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ସେହିପରି ଦୁର୍ନୀତି ଅଭିଯୋଗରେ ୪ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଛନ୍ତି ସରକାର । ଦୁର୍ନୀତି ଶୂନ୍ୟ ନୀତି ଆପଣେଇ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୧ ରିଖ ରବିବାର ସିଂହ ୧୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତରା ପୂର୍ବାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ…

ବାସ୍ତୁ ଅନୁସାରେ ଲଗାନ୍ତୁ ଘରେ ପିତୃପୁରୁଷଙ୍କ ଫଟୋ

ଭୁବନେଶ୍ୱର: କଥାରେ ଅଛି ପିତୃପୁରୁଷଙ୍କ ଆର୍ଶୀବାଦ ରହିଲେ ଘରେ କୌଣସି ସମସ୍ୟା ହୋଇ ନଥାଏ । ଏଥିପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପୁତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପିତୃପୁରୁଷଙ୍କ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବାସ୍ତୁଶାସ୍ତ୍ର…

ଗ୍ରାହକ ପାଇବେ ପ୍ରଥମ ୨ମାସ ‘ଜିଓ ଫାଇବର୍’ ମାଗଣା !

ମୁମ୍ବାଇ: ବ୍ୟାବସାୟିକ ଭାବେ ରିଲାଏନ୍ସ ଜିଓ ଫାଇବର୍ ଆସନ୍ତା ସେପ୍ଟେମ୍ବର ୫ରେ ଲଞ୍ଚ୍ କରିବ । ଏହି ହାଇସ୍ପିଡ୍ ଫାଇବର୍ ବ୍ରୋଡ଼ବ୍ୟାଣ୍ଡ୍ ସେବା ଗ୍ରାହକମାନଙ୍କୁ ମାସିକ ୭୦୦ ଟଙ୍କାରୁ ଆରମ୍ଭ କରି ୧୦୦ ଏମବିପିଏସ ରୁ ୧ଜିବିପିଏସ ପର୍ଯ୍ୟନ୍ତ ସୁବିଧା ମିଳିପାରିବ । ଗଣମାଧ୍ୟମରେ ପ୍ରକାଶିତ…

ବଡ଼ଦାଣ୍ଡ ଉଚ୍ଛେଦ ପ୍ରକ୍ରିୟା ନେଇ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶନିବାର ଦିନ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିକଟସ୍ଥ ପୁରାତନ ମଠ ଉଚ୍ଛେଦ ପ୍ରକ୍ରିୟା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି,…