Latest Odisha News

BREAKING NEWS

Browsing Category

ଫିଚର

ଛୋଟ ପରଦାର ଏହି ଆକ୍ଟ୍ରେସ୍ କରିବେ ବଲିଉଡ ଡେବ୍ୟୁ

ମୁମ୍ବାଇ: ଜି' ଟିଭିରେ ପ୍ରସାରିତ ହେଉଥିବା ‘ପବିତ୍ର ରିସ୍ତା’ ଧାରାବାହିକର ଆଶା ନେଗୀଙ୍କୁ କିଏ ବା ନଜାଣେ । ଆଶାଙ୍କ ଚୁଲବୁଲି ଅନ୍ଦାଜ ସାଙ୍ଗକୁ ମନଲୋଭା ହସରେ ଦିୱାନା ତାଙ୍କ ପ୍ରଶଂସକ । ତେବେ ଛୋଟ ପରଦାର ଏହି ଚୁଲବୁଲି ନାୟିକା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଛୋଟ…

‘ଭୁବନେଶ୍ୱର-ରାଜଧାନୀ ଏକ୍ସପ୍ରେସ’ରେ କ୍ୟାଟରିଂ ସେବା ହେଲା ଇଛାଧିନ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି । ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ…

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟେଷ୍ଟ: ମ୍ୟାଚ ଜିତିଲେ ଧୋନୀଙ୍କ ରେକର୍ଡ଼ ଭାଙ୍ଗିବେ ବିରାଟ କୋହଲୀ

ଜାମାଇକା: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାମାଇକାର କିଙ୍ଗଷ୍ଟନଠାରେ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଭାରତ ୧ମ ଟେଷ୍ଟରେ ବିପୁଳ ବିଜୟ ହାସଲ କରି ୧-୦ରେ ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିଛି । ଜାସନ୍ ହୋଲ୍ଡରଙ୍କ ଇଣ୍ଡିଜଦଳ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଉଦ୍ୟମ…

ବୁଲି ଯାଆନ୍ତୁ ଲଦାଖର ଅଲ୍‌ଛି ଗାଁ

ଜାମ୍ମୁ-କାଶ୍ମୀରକୁ ଭାରତର ସ୍ୱର୍ଗ ବୋଲି କୁହାଯାଏ । ଏଠାକାର ପାଣି, ପବନ, ପରିବେଶ, ସୌନ୍ଦର୍ଯ୍ୟ କୁ ଦେଖିଲେ ଲାଗେ ଏସବୁ ଯେମିତି ଭଗବାନ ନିଜେ ଶିଳ୍ପୀ ପଠାଇ ଗଢିଛନ୍ତି । ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ପ୍ରାକୃତିକ ସୁନ୍ଦରତରେ…

ଏବେ ଯୁଦ୍ଧମୁହାଁ ହେଉଛି ପାକିସ୍ତାନ, ଜଳପଥରେ ଆକ୍ରମଣ କରିବାକୁ ମସୁଧା !

ନୂଆଦିଲ୍ଲୀ: କାଶ୍ମୀର କେବେବି ପାକିସ୍ତାନର ନ’ଥିଲା ଏବଂ ଏହା ଉପରେ ପାକିସ୍ତାନର ମଧ୍ୟ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ ଓ କାଶ୍ମୀରରୁ ଧ।।ରା ୩୭୦ ଉଚ୍ଛେଦ ହେବା ପରେ ଏବେ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ସେଠାରେ…

ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

ପେଟର ଭୋକ ଓ ରୂପର ଭେକ, ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା କେଦାର ମିଶ୍ର ବି. ବର୍ମା ଓରଫ ବିମ୍ବାଧର ଜେନା, ଏ ନାଁ ଟି ବିଷୟରେ ଆମର କିଛି ଧାରଣା ଅଛି କି? ଓଡିଶାର ନୂଆ ପ୍ରଜନ୍ମ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ବିଷୟରେ କିଛି ଜାଣନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତର…

ଓଡିଶା ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ଓଡିଶାର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ…

ଆଜି ସେନା ମୁଖ୍ୟ ବିପିନ ରାୱତଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ଦିନ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ଜମ୍ମୁ-କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ଲାଗି ବିପିନ ରାୱତ…

ରିଲିଜ ହେଲା ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’

ମୁମ୍ୱାଇ: ଆଜି ରିଲିଜ ହୋଇଛି ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’। ଆକ୍ସନ୍‌ ଥ୍ରୀଲର୍‌ ଓ ରୋମାନ୍ସରେ ଭରା ଏହି ଫିଲ୍ମର ଟିଜର୍‌, ଟ୍ରେଲର୍‌ ଓ ଗୀତ ଗୁଡିକୁ ମିଳିସାରିଛି ଅନେକ ପ୍ରଶଂସା । ଏହାକୁ ନଜରରେ ରଖି ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍‌ କରିବ ବୋଲି ସିନେ…

ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ରଦ୍ଦ ହେବ ବସ୍ ପରମିଟ୍

ଭୁବନେଶ୍ୱର: ରାଜ୍ୟର ବସ୍ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ବସ୍ ଫିଟନେସ୍ ସାର୍ଟିଫିକେଟ୍ ଓ ରୁଟ୍ ପରମିଟ୍ ରଦ୍ଦ କରିବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସରେ ଅଚାନକ ନିଆଁ…