Latest Odisha News

BREAKING NEWS

Browsing Category

ଫିଚର

ଫ୍ୟାଶନରେ ବ୍ରାଇଡାଲ୍ ଆଉଟଫିଟ୍…

ବାହାଘରରେ ସମସ୍ତେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବା ପାଇଁ ଚାହିଁଥାନ୍ତି, ଖାଲି ଯେ ବର –କନ୍ୟା ତା’ ନୁହେଁ ବାହାଘରରେ ଯୋଗ ଦେଉଥିବା ସମସ୍ତ ଲୋକ ଏଥିପ୍ରତି ଧ୍ୟାନ ଦେଇଥାନ୍ତି । ଅନ୍ୟ ମାନଙ୍କ ଅପେକ୍ଷା ବର-କନ୍ୟାଙ୍କର ଆଉଟ୍ ଫିଟ୍ ସମସ୍ତଙ୍କ ଠାରୁ ଭିନ୍ନ ହେବା ଜରୁରୀ । ଏଥିପାଇଁ…

କେମିକାଲ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ବାଇପାସ୍ ରୋଡ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଗାଡିର ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗି ଅଗ୍ନିଶମ…

‘ବିଜୁ ପଟ୍ଟନାୟକ’ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟାଜିତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନସିପ୍ ହାସଲ କରିଥିବା ପ୍ରମୋଦ…

ହକିକୁ ଭଗବାନଙ୍କ ଦାନ: ଧ୍ୟାନଚାନ୍ଦ

ଅଲିମ୍ପିକ୍ କ୍ରୀଡ଼ାରେ ୧୨୫ କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ୱ କରି ୧୧୮ ଜଣ କ୍ରୀଡ଼ାବିତ ମାତ୍ର ୨ଟି ପଦକ ଜିତିବାରେ (୧ ରୌପ୍ୟ ଓ ୧ କାଂସ୍ୟ) ସକ୍ଷମ ହୋଇ ପଦକ ତାଲିକାରେ ୨୩ତମ ସ୍ଥାନ (ଗତ ଅଲିମ୍ପିକରେ ୧୫ତମ ସ୍ଥାନ) ହାସଲ କରିବା ଦେଶର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ମନରେ ନୈରାଶ୍ୟ ଭରିଦେଇଥିବା…

ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ୍ ଭାବେ କମାଲ କଲେ ସରନ୍ୟା

ଭୁବନେଶ୍ୱର: ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ । ଭାରତରୁ ପ୍ରତିନିଧିତ୍ୱ କରି ହଂକଂରେ ଆୟୋଜିତ ପ୍ରତିଯୋଗିତାରେ ସରନ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଭୁବନେଶ୍ୱରସ୍ଥିତ ସେଣ୍ଟ ଯୋଶେଫ ହାଇସ୍କୁଲ୍ରେ ୫ମ…

ଆରମ୍ଭ ହେଲା ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଲାଗି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ର ଉଦଘାଟନ କରିଛନ୍ତି । Delhi: Prime Minister Narendra Modi at the launch of #FitIndiaMovement at Indira Gandhi Stadium,…

ସେପ୍ଟେମ୍ବର ୧ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସେପ୍ଟେମର ୨ ତାରିଖରୁ ଉତରପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ବାଂଲାଦେଶ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେପ୍ଟେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ…

ଓଡ଼ିଶାର ଏହି ୮ ଜଣ ଖେଳାଳିଙ୍କୁ ମିଳିଛି ଅର୍ଜୁନ ପୁରସ୍କାର, କେଉଁ ଖେଳ ଲାଗି ଜାଣନ୍ତୁ…

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରିଥିବା କ୍ରୀଡ଼ା ପ୍ରତିଭାଧରମାନଙ୍କୁ ପ୍ରତିବର୍ଷ ଭାରତ ସରକାର ‘ଅର୍ଜୁନ ପୁରସ୍କାର’ରେ ସମ୍ମାନିତ କରିଥାଆନ୍ତି । ପ୍ରଖ୍ୟାତ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ରୂପେ ଭାରତରେ…

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। https://youtu.be/ynJV7S2Hnd4 ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ…

ସେପ୍ଟେମ୍ବର ୭ରେ ଓଡିଶା ଆସିବେ ଜଗା-କାଳିଆ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବା ନେଇ ଗୁରୁବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଏମ୍ସ…