Latest Odisha News

BREAKING NEWS

Browsing Category

ଫିଚର

ପାଲା ଜଗତର ଅନନ୍ୟ ପ୍ରତିଭା: ଗାୟକ ସୁଧାକର ପରମାନନ୍ଦ ଶରଣ

ଭୁବନେଶ୍ୱର: ପାଲା ଗାୟନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଅନ୍ୟଜଣେ ପାଲା ଗାୟକ ହେଉଛନ୍ତି ପରମାନନ୍ଦ ଶରଣ । ତାଙ୍କ କଣ୍ଠସ୍ୱର ଏତେ ସୁମଧୁର ଯେ, ଲୋକେ କହନ୍ତି ସେ ପାଲା ଗାଇଲେ ଅମୃତ ବର୍ଷା ହୁଏ । ପରମାନନ୍ଦ ଶରଣଙ୍କ ଜନ୍ମ ୧୯୧୭ ମସିହା ନଭେମ୍ବର ମାସରେ । ଯାଜପୁର ଜିଲ୍ଲା ଧର୍ମଶାଳା…

ଓଡ଼ିଶାରୁ ପଣ୍ୟାଗାର ନିଗମ ପାଟନାକୁ ଉଠିଯିବା ନେଇ ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରସ୍ଥ୍ିତ କାର୍ଯ୍ୟାଳୟକୁ ପାଟନା ଉଠାଇନେବାର ନିଷ୍ପତ୍ତି ହେବାର ଗୋଟିଏ ଦିନ ପରେ ରାଜ୍ୟ ବିଧାନସଭାରେ ଏହାକୁ ବିରୋଧ କରାଯିବା ସହିତ ଏହାର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ…

ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କଲା ଭାରତ

ଲାଉଡ଼ରହିଲ୍: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । କାରବିୟାନ ଦଳର ୯୬ ରନର ବିଜୟ ଲକ୍ଷ୍ୟକୁ ଭାରତ ଆଉ ୧୬ଟି ବଲ୍ ବାକିଥାଇ ୬ ୱିକେଟ ବିନିମୟରେ ହାସଲ କରିପାରିଛି । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ୱେଷ୍ଟଇଣ୍ଡିଜ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୪ ରିଖ ରବିବାର କର୍କଟ ୧୯ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ସକାଳ ଘ୧୦-୦୮ମିନିଟ୍…

ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଗଠନ ହେବ ‘ରାଜ୍ୟ ପରାମର୍ଶଦାତା ପରିଷଦ’

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବଢାଇବାକୁ ସରକାର 'ରାଜ୍ୟ ପରାମର୍ଶଦାତା ପରିଷଦ' ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ…

ହ୍ରିତିକ-ଦୀପିକା ଯୋଡ଼ି, ବଲିଉଡ଼ର ରାମ-ସୀତା !

ମୁମ୍ବାଇ: ହିନ୍ଦୁ ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର। ଯେଉଁଥିରେ ରାମ ସାଜିବେ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ, ସେହିପରି ଦୀପିକା ପାଦୁକୋନ ମାତା ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୩୦ କୋଟି ଟଙ୍କା ବ୍ୟୟରେ ଆଉ ୪ଟି ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ରହିଛି ୨ଟି ପ୍ଲାନେଟୋରିୟମ୍ । ଯେଉଁ ସହରରେ ୪ଟି ପ୍ଲାନେଟୋରିୟମ ପ୍ରତିଷ୍ଠା…

୭ବର୍ଷର ନାତିକୁ ଗୋଡ଼ରେ ଦଳି ନିର୍ଯ୍ୟାତନା, ଜେଜେମାଙ୍କ ଭିଡ଼ିଓ ହେଲା ଭାଇରାଲ୍ !

ବାଲେଶ୍ୱର: ଏକ ହୃଦୟ ବିଦାରକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣାଟିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମରେ । ଜଣେ ଜେଜେମା’ କୁନି ନାତି ଉପରେ ଚଢିଯାଇ କିପରି ଗୋଇଠା ପରେ ଗୋଇଠା ମାରି ନିର୍ଯ୍ୟାତନା…

ଘରୁ ଲୁଚି ଚାଲିଯାଇଥିବା ଝିଅ ଲାଗି ଶୁଦ୍ଧିକ୍ରିୟା ନିଷ୍ପତ୍ତି ନେଲେ ବାପା !

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ଜଣେ ବାପା ତାର ଜୀବିତ ଝିଅକୁ ମୃତ ଘୋଷଣା କରିବା ସହ ଝିଅର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭୋପାଳ ଜିଲ୍ଲା କୁଚରୋଦ ଗ୍ରାମର…

ଏଥର ବଦଳିବ ସ୍ୱାଧୀନତା ଦିବସ ପରେଡ଼ ସ୍ଥାନ !

ଭୁବନେଶ୍ୱର: ସ୍ୱଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପରେଡ଼ ଚଳିତ ବର୍ଷ ସହରର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆରମ୍ଭରୁ ଏହି ପରେଡ଼ ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ…