Latest Odisha News

BREAKING NEWS

Browsing Category

ଫିଚର

ଜୁନ୍ ୩ୟ ସପ୍ତାହରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ୍

ଭୁବନେଶ୍ୱର : ଆସନ୍ତା ଜୁନ୍ ୩ୟ ସପ୍ତାହରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ମଙ୍ଗଳବାର ଦିନ ଘୋଷଣା କରାଯାଇଛି । ତେବେ ସିଏଚଏସଇ ଅଧିକାରୀଙ୍କ ପକ୍ଷରୁ ଏନେଇ କୌଣସି ତାରିଖ ସ୍ପଷ୍ଟ…

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । Odisha Chief Minister Shri Naveen Patnaik called on PM @narendramodi. @Naveen_Odisha…

ସମ୍ବଲପୁର: ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡ କାଟି ନେଲେ ଦୁବୃର୍ତ୍ତ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମୃତକଙ୍କ ନାମ ସତ୍ୟନାରାୟଣ ମୁଣ୍ଡା ବୋଲି ଜଣାପଡିଛି। ଗତକାଲି…

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି ନବୀନ

ନୂଆଦିଲ୍ଲୀ: ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ୫ମ ଥର ଲାଗି ଓଡ଼ିଶାର ଶାସନଭାର ଗ୍ରହଣ କରିଛନ୍ତି ଏବଂ ନରେନ୍ଦ୍ର ମୋଦୀ…

ଉଜବେକିସ୍ତାନକୁ ୧୦ଟି ଗୋଲ୍ ଦେଇ ଭାରତ ଏଫଆଇଏଚ ସେମିଫାଇନାଲରେ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ସୋମବାର ଦିନ ଏକ ପୁଲ୍ ମ୍ୟାଚରେ ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଦୁର୍ବଳ ଦଳ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରିଛି…

ଫିଲ୍ମର କାହାଣୀ ଅବଲମ୍ବନରେ ଗଳ୍ପ ଲେଖିଥିବାରୁ କ୍ଷମା ମାଗିଲେ ମମତାମୟୀ ଚୌଧୁରୀ

ଭୁବନେଶ୍ୱର: ଲେଖାଚୋରି ଘଟଣାକୁ ନେଇ ଫେସବୁକରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ସେହି ଫେସବୁକ୍ ରେ ହିଁ ଶେଷ ହୋଇଛି । ନିଜ ଟାଇମଲାଇନରେ ଲେଖିକାଜଣକ ନିସର୍ତ୍ତ କ୍ଷମା ମାଗିବା ପରେ ଦୁଇ ଦିନ ଧରି ଓଡ଼ିଆ ସାହିତ୍ୟ ଜଗତରେ ଚାଲିଥିବା ତୋଫାନ ଆପାତତଃ ଥମିଯାଇଛି । ଘଟଣା ଅନୁଯାୟୀ ମାସିକ…

ଋଷି ପ୍ରତୀମ ଗାୟନାଚାର୍ଯ୍ୟ: ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର

ଭୁବନେଶ୍ୱର: ପୂରାତନ ଶୈଳୀର ପାଲା ପରମ୍ପରାକୁ ଯେଉଁକେତେ ଜଣ ବରିଷ୍ଠ ଗାୟକ ବଜାୟ ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଋଷି ପ୍ରତିମ ଗାୟନାଚାର୍ଯ୍ୟ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର । ୧୯୪୩ ମସିହାରେ ତକ୍ରାଳୀନ ପୁରୀ ଜିଲ୍ଲା ଗଙ୍ଗାଧରପୁର ନିକଟସ୍ଥ ହରିପୁରଶାସନରେ ଜନ୍ମଗ୍ରହଣ କରିଥିଲେ…

ଚର୍ଚ୍ଚିତ କାଠୁଆ ଗଣ ଦୁଷ୍କର୍ମ ମାମଲା: ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାଣକୋଟ: ଜମ୍ମୁ ଓ କାଶ୍ମୀରରେ ୨୦୧୮ରେ ଘଟିତ ଚର୍ଚ୍ଚିତ କାଠୁଆ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପରିଶେଷରେ ଦଣ୍ଡାଦେଶ ମିଳିଛି । ଏହି ଅମାନୁଷିକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ସେତେବେଳେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଜି ଏହି ଘଟଣାରେ…

ପରଦାକୁ ଆସୁଛି, ବାବୁସାନ-ତମନ୍ନାଙ୍କ ‘ଗୋଲମାଲ୍ ଲଭ୍’

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଗୋଲମାଲ୍ ଲଭ୍’ ଖୁବଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି । ବାବୁସାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ରଜ ଅବସରରେ ପରଦାରେ ମୁକ୍ତିଲାଭ କରୁଥିବା ନେଇ ସମ୍ୟକ୍ ସୂଚନା ମିଳିଛି । ‘ଗୋଲମାଲ୍ ଲଭ୍’ରେ ଷ୍ଟାର କିଡ୍…

ଭାରତୀୟ ଉପକୂଳରେ ପୁଣି ମାଡ଼ି ଆସୁଛି ବାତ୍ୟା…

ମୁମ୍ବାଇ: କିଛିଦିନ ପୂର୍ବରୁ ଭାରତୀୟ ଉପକୂଳରେ ଫନୀ ବାତ୍ୟା ରଚିଥିବା ତାଣ୍ଡବ ଲୀଳାର ବିପର୍ଯ୍ୟସ୍ତ ଚିତ୍ର ନ’ଲିଭୁଣୁ ପୁଣି ଏକ ବାତ୍ୟା ଭାରତୀୟ ପଶ୍ଚିମ ଉପକୂଳରେ ଆଶଙ୍କା ସୃଷ୍ଟି କରିଛି । ବାତ୍ୟା ‘ବାୟୁ’ ଆରବସାଗରରେ କ୍ରମଶଃ ଉଗ୍ରରୂପ ଧାରଣ କରୁଥିବା ବେଳେ ଦକ୍ଷିଣ-ପୂର୍ବ ଆରବ ସାଗରରେ…