Latest Odisha News

BREAKING NEWS

Browsing Category

ଫିଚର

ଓଲିଉଡର ‘ରଜ’ ରିଲିଜ: ଧମାଲ କରିବ ୪ ଓଡିଆ ଫିଲ୍ମ

ଭୁବନେଶ୍ୱର : ଖୁବଶୀଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚାରି ଚାରିଟି ଓଡିଆ ଫିଲ୍ମ । ଏହି ସବୁ ଚଳଚ୍ଚିତ୍ର ଗୁଡିକ ରଜ ଅବସରରେ ରିଲିଜ ହେବାକୁ ଥିବାବେଳେ ଏହା ରଜ ବଜାରକୁ ଅଧିକ ସରଗରମ କରିବ ବୋଲି ସିନେପ୍ରେମୀମାନେ ମତ ଦେଇଛନ୍ତି । ଜାଣନ୍ତୁ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର…

ସମ୍ବଲପୁର ମୁଣ୍ଡକାଟ ହତ୍ୟା ଘଟଣା: ସମ୍ପର୍କୀୟ ଭାଇକୁ ଗିରଫ କଲା ପୋଲିସ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର କେଇ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଉଜ୍ଜଳ ମୁଣ୍ଡା ଏବଂ ସେ ମୃତ ସତ୍ୟନାରାୟଣଙ୍କ…

ମିଳିଲା ନିଖୋଜ ବାୟୁସେନା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷକୁ ଅରୁଣାଚଳ ପ୍ରଦେଶରେ ଠାବ କରାଯାଇଥିବା ନେଇ ଏଏନଆଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ବିମାନଟି ଜୁନ୍ ୩ ତାରିଖରେ ନିଖୋଜ ହୋଇଯାଇଥିଲା। ପୂର୍ବରୁ ଉକ୍ତ ନିଖୋଜ ବିମାନ ସମ୍ପର୍କୀତ ତଥ୍ୟ କେହି ପ୍ରଦାନ…

ବାତ୍ୟା ଲାଗି ୫ ହଜାର କୋଟି ସହାୟତା ପ୍ରଦାନ କରିବାକୁ ମୋଦୀଙ୍କୁ ନବୀନଙ୍କ ଅନୁରୋଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀଙ୍କୁ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ଲାଗି ୫୦୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ…

ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ସ୍ଥିତ ବିଦ୍ୟାସାଗର କଲେଜରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କରିଛନ୍ତି । ସୂଚନାଯାଗ୍ୟ, ମେ’ ୧୪ ତାରିଖରେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଶୋ’…

ସମସ୍ତ ଚ୍ୟାନେଲ୍ ରଥଯାତ୍ରା ସିଧା ପ୍ରସାରଣ କରିପାରିବେ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ଏସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ସ୍ଫଷ୍ଟଭାବେ ସୂଚନା ଦିଆଯାଇଛି ଯେ, ସବୁବର୍ଷ ପରି ଏହିବର୍ଷ ମଧ୍ୟ ସମସ୍ତ ଟିଭି…

ଭାରତୀୟ ଦଳକୁ ବଡ଼ ଝଟକା, ଆହତ ଯୋଗୁଁ ଟିମରୁ ବାଦ ପଡ଼ିଲେ ଧାୱନ…

ଲଣ୍ଡନ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିରୁଦ୍ଧ ମ୍ୟାଚରେ ଧୁଆଁଧାର ଶତକ ଅର୍ଜନ କରି କଙ୍ଗାରୁଙ୍କୁ ଧୁଳି ଚଟାଇଥିବା ଶିଖର ଧାୱନ ଏବେ ଆହତ । ଆସନ୍ତା ତିନି ସପ୍ତାହ ଲାଗି ସେ ଦଳ ଲାଗି ମ୍ୟାଚ ଖେଳିପାରିବେନି । ଆହତ ଜନିତ କାରଣରୁ ଶିଖର ଆସନ୍ତା ତିନି ସପ୍ତାହ ଧରି କ୍ରିକେଟ ଖେଳିପାରିବେନି । ସବୁଠୁ…

ନେପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର : ନେପାଳରେ ମଙ୍ଗଳବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଥିବା ୨ ଜଣ ଓଡ଼ିଆ ହେଲେ ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଏବଂ ଜଟଣୀ ଥାନା ଅନ୍ତର୍ଗତ ଯମୁନା…

ପୁଣି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ପ୍ରବେଶିକା ପରୀକ୍ଷା ପୁଣିଥରେ ଘୁଞ୍ଚିଲା । ପୂର୍ବରୁ ଏହି ପରୀକ୍ଷାକୁ ଦୁଇଥର ଲାଗି ଘୁଞ୍ଚାଯାଇଥିଲା । ଅନଲାଇନ ଆବେଦନ ଲାଗି ପଞ୍ଜିକରଣର ଅନ୍ତିମ ତାରିଖ ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୨୦ ତାରିଖକୁ ବୃଦ୍ଧି କରାଯାଇଛି । ଆବେଦନକାରୀମାନେ ଜୁନ୍…

ସୋପିଆନରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର ଅୱନୀରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରବର୍ତ୍ତୀ…