Latest Odisha News

BREAKING NEWS

Browsing Category

ଫିଚର

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି ସବୁ…

୨୦୧୧ ବିଶ୍ୱକପ ହିରୋ ଯୁବରାଜ ସିଂହଙ୍କ କ୍ରିକେଟରୁ ଅବସର ଘୋଷଣା

ମୁମ୍ବାଇ: ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ରବିବାର ଦିନ ଦୁର୍ଦ୍ଦଶ ଭାରତୀୟ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମକୁ ପରାସ୍ତ କରିଥିବା ବେଳେ ସୋମବାର ଦିନ ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ସବୁଦିନ ଲାଗି ଅବ୍ୟାହତି ଘୋଷଣା କରିଛନ୍ତି । ଏହି ୩୭…

ଜୁନ ୨୮ରେ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୯-୨୦୨୦ ଆର୍ଥିକ ବର୍ଷ ଲାଗି ଜୁନ୍ ୨୮ ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭା ସେକ୍ରେଟାରୀଏଟ୍ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ଅଧିସୂଚନାନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିବେ…

ଜାଣନ୍ତୁ, ପୁରୀ ‘ରଥଯାତ୍ରା’ ନୀତି ନିର୍ଘଣ୍ଟର ସୂଚୀ…

ପୁରୀ : ଆଉ ମାତ୍ର ୩ଟି ସପ୍ତାହ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପୁରୀରେ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତିଶା ନିଯୋଗ ପକ୍ଷରୁ ଆୟୋଜିତ ଏକ ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚୀ ନିର୍ଘଣ୍ଟ ହୋଇଛି । ଏହି ବୈଠକରେ ସ୍ନାନ…

ଆଜି ଟେଣ୍ଡର୍, ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏଯାଏଁ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀ ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିନାହିଁ ବୋଲି ଶନିବାର ଦିନ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ । ଏହି ବର୍ଷଠାରୁ ପୁରୀ ରଥଯାତ୍ରା ସିଧାପ୍ରସାରଣରେ ରୋକ୍ ଲଗାଇବେ ଶ୍ରୀମନ୍ଦିର…

ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୪ ଯାତ୍ରୀ ମୃତ, ୬ ଗୁରୁତର

ବଲରାଇ : ଉତ୍ତରପ୍ରଦେଶର ଇଟାୱା ସ୍ଥିତ ବଲରାଇ ରେଳ ଷ୍ଟେସନ୍ ନିକଟରେ ସୋମବାର ସକାଳେ ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିବା ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଅୱଧ ଏକ୍ସପ୍ରେସରୁ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ରେଳ ଲାଇନ୍ କଡ଼ରେ ଠିଆ…

କାଳବୈଶାଖୀ ଆଶଙ୍କା: ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡ, ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି…

ଜଗତସିଂହପୁର: ହସ୍ପିଟାଲ୍ ପାଇଖାନାରୁ ଉଦ୍ଧାର ହେଲା ନବଜାତକର ମୃତଦେହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟଏଲେଟରୁ ସୋମବାର ଦିନ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଜଣେ ରୋଗୀଙ୍କ ସମ୍ପର୍କୀୟ ପାଇଖାନା ଭିତରେ ଏକ ନବଜାତ ଶିଶୁର…

ପ୍ରଖ୍ୟାତ ସାହିତ୍ୟିକ ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ଦେହାନ୍ତ…

ବେଙ୍ଗାଲୁରୁ: ପ୍ରଖ୍ୟାତ ଅଭିନେତା, ସାହିତ୍ୟିକ ତଥା ପ୍ରଥିତଯଶା ମଞ୍ଚ କଳାକାର ଗିରିଶ କନ୍ନଡ଼ଙ୍କର ସୋମବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଗତକିଛି ଦିନ ହେଲା ସେ ଅସୁସ୍ଥ ରହିଥିଲେ । ମୃତ୍ୟୁବେଳକୁ ତାଙ୍କ ଶଯ୍ୟା ନିକଟରେ ତାଙ୍କର ପତ୍ନୀ…

ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କଲା ଭାରତ

ଓଭାଲ: ବିଶ୍ୱକପ କ୍ରିକେଟର ଏକ ପ୍ରତିଦ୍ୱନ୍ଦିତା ମୂଳକ ମ୍ୟାଚରେ ରବିବାର ଦିନ ବିଶ୍ୱର ଦୁଇ ଶକ୍ତିଶାଳୀ ଟିମଙ୍କ ମଧ୍ୟରେ ହୋଇଥିଲା କଡ୍ଡା ଟକ୍କର୍ । ଏହି ମୁକାବିଲାରେ କଙ୍ଗାରୁ ଦଳକୁ ଧୁଳି ଚଟାଇ ଭାରତ ମାରିନେଲା ଜିତାପଟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କଲା ଦୁର୍ଦ୍ଦଶ…