Latest Odisha News

BREAKING NEWS

Browsing Category

ଫିଚର

ଆଜି କିଏ ଜିତିବ ବଡ଼ ମ୍ୟାଚ୍ ? ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର୍

ଇଂଲଣ୍ଡରେ ଚାଲିଥିବା କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ ପ୍ରତିଯୋଗିତାର ସବୁଠୁ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି । କ୍ରିକେଟ ବିଶାରଦଙ୍କ କହିବାନୁଯାୟୀ, ଚଳିତତ ବିଶ୍ୱକପର ଦୁଇ ପ୍ରମୁଖ ଦାବିଦାର୍ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ଲଣ୍ଡନରେ ଅନୁଷ୍ଠିତ ହେଉଛି ବଡ଼…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୧୭…

ଜୁନ୍ ୧୫ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଜୁନ୍ ୧୫ ସୁଦ୍ଧା ମୌସୁମୀ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ଦିନ କେରଳ ଉପକୂଳ ଛୁଇଁବା ପରେ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ…

ଆଲିଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତ ପୂର୍ବରୁ ନିଜ ଝିଅକୁ କରିଥିଲା ଦୁଷ୍କର୍ମ: ପୋଲିସ

ଆଲିଗଡ଼: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଆଲିଗଡ଼ରେ ଦୁଇ ବର୍ଷର ନାବାଳିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅଭିଯୋଗ ଆଣିଛି । ପୋଲିସ ସେହି ଅଭିଯୁକ୍ତର ପୁରୁଣା ଫାଇଲ୍ ଖେଳାଇବାରୁ ତା’ନାମରେ ପୂର୍ବରୁ ଅନ୍ୟ ଏକ ସଙ୍ଗୀନ ମାମଲା ରହିଥିବା ଜାଣିବାକୁ…

ରାଜଧାନୀରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ, ଦୁର୍ଘଟଣାଗ୍ରସ୍ତ କାର୍ ଛାଡ଼ି ଦୁର୍ବୃତ୍ତ ଫେରାର୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରୁଥିବା ଅପରାଧିଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ ନଂ ଜାତୀୟ ରାଜପଥର…

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ, ଭାରତରେ ଆରମ୍ଭ ହେଲା ବର୍ଷାଋତୁ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଦକ୍ଷିଣ-ପଶ୍ଚିମ ଜଳବାୟୁ ଶନିବାର ଦିନ ସକାଳେ କେରଳ ଉପକୂଳ ଛୁଇଁଛି । ଭାରତୀୟ ଉପମହାଦେଶରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଦେଶରେ ବର୍ଷା ଋତୁର ଆଗମନରେ କୋଟି କୋଟି ଜନସାଧାରଣ ଆସ୍ୱସ୍ତି ଅନୁଭବ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ଅନନ୍ତନାଗ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା ।…

ଆରମ୍ଭ ହେଲା ଓଜେଇଇ ଅନଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ୱାରା ଆୟୋଜିତ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସଡ୍ ପ୍ରବେଶିକା ପରୀକ୍ଷା ତଥା ଅନଲାଇନ୍ ପରୀକ୍ଷା ଶନିବାର ଦିନ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ପାଖାପାଖି ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ମନପ୍ରୀତଙ୍କ ୨ଟି ଚମତ୍କାର ଗୋଲ, ଭାରତ ୩-୧ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମର ଭରପୁର ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରି ପୋଲାଣ୍ଡକୁ ୩-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି । ଏଫଆଇଏଚ ସିରିଜ୍ ଫାଇନାଲ୍ସରେ ଭାରତ କ୍ରମାଗତ ଭାବେ ଦ୍ୱିତୀୟ ବିଜୟ ହାସଲ କରି ୬ ପଏଣ୍ଟ ହାସଲ କରିପାରିଛି । ଭାରତୀୟ ହକି ଦଳକୁ…

ଲୋକସଭା ଉପ-ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି, ମୋଦୀଙ୍କ ସହ ଆଲୋଚନା କରିବେ ନବୀନ !

ଭୁବନେଶ୍ୱର: ଲୋକସଭା ଉପ-ବାଚସ୍ପତି ପଦବୀ ଦୌଡ଼ରେ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଜୁନ ୧୧ ତାରିଖରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବାର ଯଥେଷ୍ଟ…