Latest Odisha News

BREAKING NEWS

Browsing Category

ଫିଚର

ପ୍ରଣବ ସରକାରୀ ଉପ-ମୁଖ୍ୟ ସଚେତକ ଓ ରଜନୀକାନ୍ତ ସିଂହ ବିଜେଡିର ଉପ-ବାଚସ୍ପତି ପ୍ରାର୍ଥୀ ଘୋଷିତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଧାନସଭା ଉପବାଚସ୍ପତି ପଦ ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ସେହିପରି ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ…

ପୁଣି ବିଜେଡିକୁ ଫେରିପାରନ୍ତି ଦାମ !

ଭୁବନେଶ୍ୱର : ପାରଦ୍ୱୀପର ନବନିଯୁକ୍ତ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯଦି ଦଳ ସୁପ୍ରିମୋ ଚାହିଁବେ ତେବେ ବାପା ପୁନର୍ବାର ବିଜୁ ଜନତା ଦଳକୁ ଫେରିବେ । “ମୋ ବାପା ଜଣେ ପରିପକ୍ୱ ନେତା, ସେ…

କାଳିଆ ଯୋଜନା ଲାଗି ଅଧିକ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବେ ଓଡିଶା ସରକାର

ଭୁବନେଶ୍ୱର : ଓଡିଶା ସରକାର ୨୦୧୯-୨୦ ବର୍ଷ ଲାଗି କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ଅତିରିକ୍ତ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବା ପାଇଁ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଓଡିଶାର ପାଖାପାଖି ୩୨.୩୪ ଲକ୍ଷ ଅତିରିକ୍ତ…

ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ପର୍ଯ୍ୟଟକ ପାଇପାରିବେ କ୍ରୁଜ୍ ସୁବିଧା

ଭୁବନେଶ୍ୱର : ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ମଧ୍ୟ ପର୍ଯ୍ୟଟକଙ୍କୁ ଖୁବଶୀଘ୍ର ମିଳିବ କ୍ରୁଜ୍ ସୁବିଧା। ଯାହାଫଳରେ ପର୍ଯ୍ୟଟକମାନେ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ଉଠାଇପାରିବେ। ‘ମରାଳ ମାଳିନୀ ନିଳାମ୍ବୁ ଚିଲିକା’ ଭାବେ ପରିଚିତି ପାଇଥିବା ଚିଲିକାରେ ଏଭଳି…

ଆସନ୍ତା ଜୁନ୍ ୯ରେ ମୋଦିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସମ୍ଭାବନା ରହିଛି । ଦଳୀୟ କର୍ମୀଙ୍କ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଶନିବାର ଦିନ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରବିବାର ଦିନ ବିଜେଡି…

ବାଲେଶ୍ୱର: ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ବାଲେଶ୍ୱର ସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ବନଖଣ୍ଡ ଅଧିକାରୀ (ଡିଏଫଓ) କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ କୁଲଡିହାର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ରହିଛନ୍ତି ।…

ନୂଆପଡାରୁ ଉଦ୍ଧାର ହେଲେ ପାଟଣାଗଡ଼ର ପିଡବ୍ଲ୍ୟୁଡି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଅପହରଣ ଅଭିଯୋଗ ପରେ ଶୁକ୍ରବାର ଦିନ ପୋଲିସ ନୂଆପଡ଼ା ଜିଲ୍ଲା ଖରିଆରରୁ ତାଙ୍କୁ ଉଦ୍ଧାର କରିଛି । ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ…

କାଳବୈଶାଖୀ ଆଶଙ୍କା: ଭୁବନେଶ୍ୱର ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ଦ୍ୱିପ୍ରହର ୧୨ଟା…

ପୁଲୱାମାରେ ସେନା ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଲାସିପୋରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଫେରାର ଏସପିଓ ସାମିଲ ଥିବା ନେଇ ଜଣାପଡିଛି । ମିଳିଥିବା…

ଜାଣନ୍ତୁ, ‘ଭାରତ’ ରିଲିଜିଂରେ କେଉଁ ରେକର୍ଡ଼ ଭାଙ୍ଗିଲେ ଭାଇଜାନ୍ !

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ମାନେ ସଲମାନ୍ ଖାନ ୫୩ ବର୍ଷ ବୟସରେ ମଧ୍ୟ ଏକ ବଲିଉଡ଼ ରେକର୍ଡ଼ ଭାଙ୍ଗିଛନ୍ତି । କାଟ୍ରିନା କୈଫ ଓ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ କେବଳ ଇଦ୍ ଦିନ ହିଁ ୪୨.୩୦ କୋଟି ବ୍ୟବସାୟ କରି ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଇଦ୍ ବ୍ଲକବଷ୍ଟର୍ ଭାରତ ରିଲିଜରେ ସଲ୍ଲୁ ମିଆଁ…