Latest Odisha News

BREAKING NEWS

Browsing Category

ଫିଚର

ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଭାଇ ଦାମୋଦର ମୋଦୀ ଗୁରୁବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଶପଥ ଗ୍ରହଣ କରିଛନ୍ତି । ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କ ସମେତ ତାଙ୍କର ନୂତନ ମନ୍ତ୍ରୀମଣ୍ଡଳର ପଦ ଓ ଗୋପନୀୟତାର ଶପଥ ପାଠ…

କପିଲ ଶର୍ମାଙ୍କ କମେଡି ଶୋ’ରେ ଦୂତି ଚାନ୍ଦ…

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଭାରତୀୟ ଦ୍ରୁତତମ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆଲୋଚନା ଓ ସମାଲୋଚନାରୁ କ୍ଷାନ୍ତ ହୋଇ ଦୂତି ନିକଟରେ ଜାତୀୟ ଟେଲିଭିଜନରେ ବହୁଳ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଂଶ ଗ୍ରହଣ କରିଛନ୍ତି ।…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦୀ’ କୁହାଯାଉଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଏବେ ଚର୍ଚ୍ଚାରେ । ନିର୍ବାଚନ ଆରମ୍ଭରୁ ଶେଷ ଯାଏଁ ଇଣ୍ଟରନେଟରେ ବିଜେପି ସାଂସଦ ପ୍ରତାପଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥିଲା ତାଙ୍କ ସରଳ ଜୀବନଯାପନ ଶୈଳୀକୁ ନେଇ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କାଠମାଣ୍ଡୁରେ ପହଞ୍ଚିଲା ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ମୃତ୍ୟୁ ହେବାର ଦୀର୍ଘ ଆଠଦିନ ପରେ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ଗୁରୁବାର ଦିନ କାଠମାଣ୍ଡୁକୁ ଅଣାଯାଇଛି । ନେପାଳରେ ଆନୁଷ୍ଠାନିକ ଭାବେ ସରକାରୀ ଯାଞ୍ଚ ପରେ ତାଙ୍କ ପାର୍ଥିବ ଶରୀର ଓଡ଼ିଶା ଆସିବା ଲାଗି ଏବେ ପ୍ରସ୍ତୁତ । ତେବେ…

ଜାଣନ୍ତୁ, ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ କେଉଁ ଅତିଥି…

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବେ । ଏହି ଶପଥଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାରରୁ ଅଧିକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲମ୍ବା ଅତିଥି ତାଲିକାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ…

ରାଜ୍ୟ ବିଧାନସଭାର ସଦସ୍ୟ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୬ତମ ଓଡିଶା ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ନବୀନଙ୍କୁ ପଦ ଓ…

ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ନେଲେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଏହି ଦାୟିତ୍ୱକୁ ତାଙ୍କ ଠାରୁ ଅପସାରଣ କରାଯାଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ…

ଶୋଚନୀୟ ପରାଜୟ ପରେ କଂଗ୍ରେସର ବଡ ନିଷ୍ପତ୍ତି, ଟିଭି ପରଦାକୁ ଯିବେ ନାହିଁ ଦଳୀୟ ମୁଖପାତ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏପରିକି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଅସ୍ୱିକାର କରିବା ନେଇ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧ମାସ ଯାଏଁ କଂଗ୍ରେସ ଟିଭି ପରଦା ଠାରୁ…

ବିଶ୍ୱକପ କ୍ରିକେଟ ୨୦୧୯: କେତେ ଶକ୍ତିଶାଳୀ ବିରାଟଙ୍କ ଟିମ୍ ଇଣ୍ଡିଆ, ଜାଣନ୍ତୁ

ଇଂଲଣ୍ଡ ଓ ୱେଲ୍ସଠାରେ ଆଜି ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ କ୍ରିକେଟ୍ ୨୦୧୯ । ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତକୁ ମଧ୍ୟ ବିଶ୍ୱକପ ଦାବିଦାର୍ ଭାବେ କ୍ରିକେଟ୍ ପଣ୍ଡିତମାନେ ଗଣନା କରିଛନ୍ତି । ଭାରତୀୟ ଦଳ ଏକ ସୁନ୍ଦର…

୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରାରେ ସିଝିଲା ରାଜ୍ୟର ୭ଟି ସହର

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନ ବୁଧବାର ଦିନ ଉତ୍ତପ୍ତ ରହିଥିବାର ସୂଚନା ମିଳିଛି । ଓଡ଼ିଶାର ସର୍ବାଧିକ ତାପମାତ୍ରା ଯେଉଁ ଦୁଇଟି ସ୍ଥାନରେ ରେକର୍ଡ଼ କରାଯାଇଛି ସେହି ୨ଟି ସହର ହେଲା ଟିଟିଲାଗଡ଼ ଓ ମାଲକାନଗିରି । ଏହି ଦୁଇଟି ସହରର ତାପମାତ୍ରା ଆଜି ୪୨.୫ ଡ଼ିଗ୍ରୀ ସେଲସିୟସ ରହିଥିବାର…