Latest Odisha News

BREAKING NEWS

Browsing Category

ଫିଚର

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ନବୀନ; ଜାଣନ୍ତୁ କାହିଁକି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଗୁରୁବାର ଦିନ (ମେ’ ୩୦)ରେ ଅନୁଷ୍ଠିତ ହେଉଛି, ଏହି ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବା ନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । କାରଣ: ଗୃହର ନେତା…

ଭାବପ୍ରବଣ ହେଲେ ନବୀନ: ଓଡ଼ିଶାବାସୀଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଦିନ ୫ମ ଥର ଲାଗି ନବୀନ ଶପଥ ଗ୍ରହଣ କରିବା ପରେ ଅତ୍ୟନ୍ତ ଭାବବିହ୍ୱଳ ହେବା ସହ ନିଜର ୧୯ ବର୍ଷ ଶାସନର ସ୍ମୁତିଚାରଣ କରିଛନ୍ତି । ଏହି ଅବସରରେ ନବୀନ ଟ୍ୱିଟ୍ କରିବା ସହିତ ନିଜ ଟ୍ୱିଟରେ ଏକ ଭିଡିଓ କ୍ଲିପ୍ ଟ୍ୟାଗ୍ କରିଛନ୍ତି । ଯାହା…

ବଲିଉଡ଼ ଫିଲ୍ମ ‘ମଲାଲ୍’ ଗୀତରେ ଓଡ଼ିଆ ଅଭିନେତ୍ରୀଙ୍କ କମାଲ୍…

ଭୁବନେଶ୍ୱର : ସଞ୍ଜୟ ଲୀଲା ଭସାଂଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ମାଲାଲ’ରେ ଓଡ଼ିଆ ଆକ୍ଟ୍ରେସଙ୍କ କମାଲ୍ ଦେଖିବାକୁ ମିଳିବ । https://twitter.com/ishika_events/status/1133615719571001346 ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏକ ସ୍ପେଶାଲ ହିଟ୍ ନଂ ‘ଆଇଲା ରେ’ ଜରିଆରେ ବଡ ପରଦାରେ…

ଜାଣନ୍ତୁ, ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ବିଭାଗ କିଏ ପାଇଲେ

ଭୁବନେଶ୍ୱର: କ୍ରମାଗତ ଭାବେ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ନବୀନ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବା ବେଳେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ବିଭିନ୍ନ…

ଆରମ୍ଭ ହେଲା ନବୀନଙ୍କ ୫ମ ଇନିଂସ୍: ମନ୍ତ୍ରୀମଣ୍ଡଳରେ ୧୦ ନୂଆ ଚେହେରା

ଭୁବନେଶ୍ୱର: ବୁଧବାର ଦିନ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରେକର୍ଡ଼ କରିଛନ୍ତି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକ । ସେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ପଦ ଓ ୍ଗୋପନୀୟତାର ଶପଥ କରାଇବା ସହିତ ସଚିବାଳୟରେ ପହଞ୍ଚିଛନ୍ତି । ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ…

ଭାଇ-ଭଉଣୀଙ୍କ ସମେତ ବିଶିଷ୍ଟ ଶିଳ୍ପପତି ନବୀନଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ୨୦ ଜଣ ନେତା ବୁଧବାର ଦିନ ଇଡକୋ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବ ସମାପନ୍ନ ପରେ ନବୀନ ରାଜ୍ୟ ସଚିବାଳୟ ଅଭିମୁଖେ ଗସ୍ତ କରିଥିଲେ । ପରେ ସଚିବାଳୟ ସମ୍ମୁଖରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ: ଜାତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାପାନର ହିରୋସିମାଠାରେ ଆସନ୍ତା ଜୁନ ୧୫ ତାରିଖଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ପ୍ରତିଯୋଗିତା । ଏହି ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ପକ୍ଷରୁ ଏକ ୧୮ ଜଣିଆ ଦଳ ଘୋଷିତ ହୋଇଥିବା ବେଳେ ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି । ଏହି…

ମୋଦୀ ନବୀନଙ୍କୁ ଦେଲେ ପ୍ରତିଶୃତି, ଓଡ଼ିଶାର ବିକାଶ ଲାଗି କେନ୍ଦ୍ର କରିବ ସହଯୋଗ

ଭୁବନେଶ୍ୱର : ଓଡିଶାରେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମୋଦି ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟରେ ମୋଦି ନବୀନ ଓ ତାଙ୍କ ଟିମକୁ ଶୁଭକାମନା ଜଣାଇବା ସହ ଓଡିଶାର ପ୍ରଗତି ଲାଗି…

ଆରପାରିରେ ଓଡ଼ିଆ ଟେଲି ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର : ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ହାସ୍ୟାଭିନେତା ସୁନିଲ ନାୟକଙ୍କ ବୁଧବାର ଦିନ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ସୁନିଲ ଗତକାଲି ଏକ କମେଡ଼ି ସିରିଏଲର ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ…

୫ମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୁଧବାର ଦିନ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ବିଶାଳ ଶପଥ ଗ୍ରହଣ ଉତ୍ସବରେ ନବୀନ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ…