Latest Odisha News

BREAKING NEWS

Browsing Category

ଫିଚର

ଅଭିନେତ୍ରୀରୁ ରାଜନୀତି: ନୂଆ ସାଂସଦ ହେଲେ ବଙ୍ଗଳା ସୁନ୍ଦରୀ ମିମି ଚକ୍ରବର୍ତ୍ତୀ

କୋଲକତା : କଳାକାର ଜୀବନରୁ ରାଜନୈତିକ ମଇଦାନରେ ପାଦ ଥାପିଥିବା ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କ ସମ୍ପର୍କରେ ଅଳ୍ପବହୁତେ ସମସ୍ତଙ୍କୁ ଜଣାଥିବ । ଏଭଳି କିଛି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ନିକଟରେ ସମାପ୍ତ ହୋଇଥିବା ୨୦୧୯ ନିର୍ବାଚନ ମମତା…

କିଛି ଦଳୀୟ କର୍ମୀଙ୍କ ଚକ୍ରାନ୍ତ ଯୋଗୁଁ ମୁଁ ନିର୍ବାଚନ ହାରିଲି: ମହେଶ୍ୱର ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ନିଜର କିଛି ଦଳୀୟ କର୍ମୀଙ୍କ ଚକ୍ରାନ୍ତ ଯୋଗୁଁ ସେ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ପୁରୀର ଏହି ବରିଷ୍ଠ ନେତା ନିର୍ବାଚନ ପୂର୍ବରୁ ନିର୍ବାଚନ ଜିତିବା…

ଝାଡଖଣ୍ଡରେ ଆଇଇଡି ବିସ୍ଫୋରଣ, ୧୧ ଯବାନ ଗୁରୁତର

ଝାଡଖଣ୍ଡ : ଝାଡଖଣ୍ଡର ଷଢେଇକଳା ନିକଟରେ ମଙ୍ଗଳବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଓ ଅନ୍ୟମାନେ ପୋଲିସ କର୍ମଚାରୀ ରହିଥିବା ସୁତ୍ରରୁ ପ୍ରକାଶ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ସଡ଼କ ଦୁର୍ଘଟଣାରେ ନବ ନିର୍ବାଚିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆହତ

ଭୁବନେଶ୍ୱର: ନବ ନିର୍ବାଚିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକ ନିକଟରେ ସୌଭିକ ବିଶ୍ୱାଳଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ…

କଥା ରଖିଲେ ନବୀନ, ଶପଥ ଗ୍ରହଣ ଉତ୍ସବ ଲାଗି ମୋଦୀଙ୍କୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ (ମେ’ ୨୯) ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଦଳ ପକ୍ଷରୁ ପ୍ରଦାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ଯୋଗ ଦେବାକୁ ନିମନ୍ତ୍ରୀତ କରାଯାଇଥିବା ସୂଚନା ମିଳିଛି…

ବଲିଉଡର ପ୍ରଖ୍ୟାତ୍ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନଙ୍କ ପିତା ତଥା ପ୍ରସିଦ୍ଧ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଷ୍ଟଣ୍ଟମ୍ୟାନ୍ ବିରୁ…

କାଳବୈଶାଖୀ ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ମୟୁରଭଞ୍ଜ, କଳାହାଣ୍ଡି ଓ ନୂଆପଡା ଆଦି…

ବିଶ୍ୱକପ ସୁଟିଂରେ ସ୍ୱର୍ଣ୍ଣ ଜିଣିଲେ ଅପୂର୍ବୀ ଚଣ୍ଡେଲା

ମ୍ୟୁନିକ: ଆଇଏସଏସଏଫ ବିଶ୍ୱକପ ରାଇଫଲ୍ ଓ ପିସ୍ତଲ ପ୍ରତିଯୋଗିତାର ମହିଳା ବିଭାଗ ୧୦ ମିଟର୍ ଏୟାର ରାଇଫଲ୍ ବର୍ଗରେ ଭାରତୀୟ ସୁଟର୍ ଅପୂର୍ବୀ ଚଣ୍ଡେଲା ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । World number 1 @apurvichandela wins Gold in 10 m Air Rifle at @ISSF_Shooting…

ଓଡିଶାର ବାତ୍ୟା ପ୍ରପୀଡିତଙ୍କ ଲାଗି ଡିଜନି ଇଣ୍ଡିଆର ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଓଡିଶାବାସୀଙ୍କ ପୁନରୁଦ୍ଧାର ତଥା ସହାୟତା ଲାଗି ନିମନ୍ତେ ‘ଡିଜନି ଇଣ୍ଡିଆ’ ପକ୍ଷରୁ ସୋମବାର ଦିନ ୨ କୋଟି ଟଙ୍କା ପ୍ରଦାନ କରଯାଇଛି । ଏହି ସହାୟତା ରାଶି ‘ସେଭ୍ ଦ ଚିଲଡ୍ରେନ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ପ୍ରଦାନ କରାଯାଇଛି ।…

ନିର୍ବାଚନ ଫଳାଫଳ ପାଟକୁରା ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଜିତିବା ନେଇ ଆଶା ପ୍ରକଟ କରିଛନ୍ତି ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପାଟକୁରା ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବା ନାହିଁ । “ରାଜନୀତିରେ…