Latest Odisha News

BREAKING NEWS

Browsing Category

ଫିଚର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: କେଉଁଠୁ, କିଏ ଓ କାହିଁକି ପାଇଲେ ମନ୍ତ୍ରୀପଦ…

ଭୁବନେଶ୍ୱର: ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ୨୧ ଜଣ ସଦସ୍ୟ ବୁଧବାର ଦିନ ଶପଥ ନେଉଥିବା ବେଳେ ଏଥିରେ ୧୩ଟି ଜିଲ୍ଲା ବାଦ୍ ପଡ଼ିଛନ୍ତି । ରାଜଭବନ କାର୍ଯ୍ୟାଳୟରେ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେଓଗଡ଼, ଯାଜପୁର, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା, ନବରଙ୍ଗପୁର,…

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ ମୁହଁ

ଭୁବନେଶ୍ୱର: ନବୀନଙ୍କ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ଶପଥ ଗ୍ରହଣ କରୁଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୬ ଜଣ ପୂରୁଣା ସଦସ୍ୟ ରହିଥିବା ବେଳେ ୧୦ ଜଣ ବିଧାୟକ ପ୍ରଥମଥର ଲାଗି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ । ବୁଧବାର ଦିନ ଯେଉଁ ବିଧାୟକମାନେ ନୂତନ ମନ୍ତ୍ରୀ ମଣ୍ଡଳରେ ପଦ ଓ ଗୋପନୀୟତାର…

ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ଦିନ ଶପଥ ଗ୍ରହଣ କରିବେ ଏବଂ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ଦଳର ସରକାରୀ ମୁଖ୍ୟ ସଚେତକ ଭାବେ ଶପଥ ଗ୍ରହଣ କରିବେ ବୋଲି ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି । ବରିଷ୍ଠ ବିଜେଡ଼ି…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜାଣନ୍ତୁ, କେଉଁ ବିଧାୟକ ହେବେ ସାମିଲ୍

ଭୁବନେଶ୍ୱର: ଲଗାତର ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲା ପରେ ତାଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଛି ପୂରୁଣା ସଦସ୍ୟଙ୍କୁ ସ୍ଥାନ ଦେଇପାରନ୍ତି । ଏହି ନୂଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ପଦ ଓ ଗୋପନୀୟତାର ଶପଥ ନେବେ । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ…

ଏଫଆଇଏଚ ସିିରିଜ ଫାଇନାଲ୍ସ: ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖେଳାଳି ତଥା ଓଡ଼ିଶାର ୨ଜଣ ହକି ସ୍ପେଶାଲିଷ୍ଟ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏଫଆଇଏଚ ସିିରିଜ ଫାଇନାଲ୍ସ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଜୁନ ୬ ତାରିଖରୁ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଏହି ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ…

ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବ ନେଇ ସୂଚନା ମିଳିଛି । ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ…

ନବୀନ ବାରମ୍ବାର ଶାସନ କ୍ଷମତାରେ ରହିବାର ୧୦ଟି କାରଣ

ଭୁବନେଶ୍ୱର: ସାରା ଦେଶରେ ମୋଦୀଙ୍କ ମ୍ୟାଜିକ୍ ଯୋଗୁଁ ସେ ଦ୍ୱିତୀୟ ଥର ଲାଗି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଲେ, ମାତ୍ର ଏହି ମ୍ୟାଜିକ୍ ଓଡ଼ିଶାର ୩ କୋଟି ୨୪ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରିପାରିଲା ନାହିଁ । ଏହାର ଏକମାତ୍ର କାରଣ ଅନ୍ୟ କେହି ନୁହଁନ୍ତି, କେବଳ ନବୀନ ପଟ୍ଟନାୟକ । ନବୀନ…

ରାଜଧାନୀରେ ଦୁର୍ଘଟଣାପ୍ରବଣ ୫ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ

ଭୁବନେଶ୍ୱର : ଦ୍ୱେତନଗରୀ ଭୁବନେଶ୍ୱର-କଟକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ୫ଟି ସ୍ଥାନକୁ ଦୁର୍ଘଟଣାପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରିଛି ଓଡିଶା ପୋଲିସର ଟ୍ରାଫିକ୍ ୱିଙ୍ଗ । ଉକ୍ତ ୫ଟି ବ୍ଲାକ୍ ସ୍ପଟ୍ ମଧ୍ୟରେ ହୋଟେଲ କ୍ରାଉନ୍ ସମ୍ମୁଖ ରାସ୍ତା, ଆଚାର୍ଯ୍ୟ ବିହାର,…

ଜାଣନ୍ତି କି, ଦୁଇ ହଜାରରୁ ଅଧିକ ଗୀତ ଲେଖିଥିଲେ ରସରାଜ ନାରାୟଣ ପ୍ରସାଦ ସିଂହ

 ଆଜି ଜନ୍ମଦିନ  ନାରାୟଣ ପ୍ରସାଦ ସିଂହ (୧୯୩୩-୨୦୧୮) କ୍ଷେତ୍ର: ଗୀତରଚନା, ସାହିତ୍ୟ ‘ସାଗରେ ଅଧୀର ନୀଳ ତରଙ୍ଗ’ ହେଉ କି ‘ଠିଆପୁଚି ନାରଙ୍ଗ’–ଆକାଶବାଣୀ ‘ସଜଫୁଲ’ କାର୍ଯ୍ୟକ୍ରମର ଏଭଳି ବହୁ ଲୋକପି୍ରୟ ଗୀତର ଥିଲେ ସେ ରଚୟିତା । ସେହିପରି ‘ରଥ ଗଡ଼ିଯା, ଚକ ଗଡ଼ିଯାରେ’ (ନୂଆବୋଉ),…

ରାଜ୍ୟ ସଂଗ୍ରହାଳୟରେ କଳ୍ପନା ଦାଶଙ୍କ ପୋଷାକ ପ୍ରଦର୍ଶିତ

ଭୁବନେଶ୍ୱର : ଓଡିଶାର ଏଭରେଷ୍ଟ୍ ପର୍ବତାରୋହଣକାରୀ କଳ୍ପନା ଦାଶଙ୍କ ମୃତ୍ୟୁର ୬ ଦିନ ପରେ ମଙ୍ଗଳବାର ଦିନ ଓଡିଶା ସରକାର ତାଙ୍କର ପୋଷାକ ଗୁଡିକୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ କରିଛନ୍ତି । ଏହି ସ୍ୱନାମଧନ୍ୟ ଓଡିଆ ପର୍ବତାରୋହୀ ୨୦୦୪ ମସିହାରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ସମୟର…