Latest Odisha News

BREAKING NEWS

Browsing Category

ଫିଚର

ମ୍ୟାଟ୍ରିକ୍ ପରୀକ୍ଷା ଫଳ: ବାଜି ମାରିନେଲେ ଝିଅ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥର ମୋଟ୍ ପାସ୍ ହାର ୭୦.୭୮ ପ୍ରତିଶତ ରହିଥିବାନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ…

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ

କଟକ: ଆଜି (ମଙ୍ଗଳବାର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏକ ପ୍ରେସମିଟରେ ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି, ରାଜ୍ୟ ସ୍କୁଲ ଓ…

ଗଡ଼ସେ ପ୍ରସଙ୍ଗ: ଗିରଫ ହେବାରୁ ବର୍ତ୍ତିଲେ କମଲ ହାସନ, ମିଳିଲା ଆଗୁଆ ଜାମିନ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ ଏବଂ ସ୍ୱାଧୀନ ଭାରତର ପ୍ରଥମ “ଆତଙ୍କବାଦୀ” ଜଣେ “ହିନ୍ଦୁ” ବୋଲି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କହିଥିଲେ । ଯାହାକି ପରବର୍ତ୍ତୀ ସମୟରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ…

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କ’ଣ କହିଲେ ଓଡ଼ିଶା ଆଥଲେଟ, ଜାଣନ୍ତୁ…

ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ରବିବାର ଦିନ ଗଣମାଧ୍ୟମରେ ନିଜର ସମଲିଙ୍ଗୀ ସମ୍ପର୍କ ସ୍ଥାପନ ନେଇ ସ୍ୱୀକାର କରିବା ପରେ ଏହାକୁ ନେଇ ଓଡିଶାର କିଛି ଜଣାଶୁଣା ଆଥଲେଟ୍ ନିଜନିଜର ମତ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଅନ୍ତର୍ଜାତୀୟ ମହିଳା କରାଟେକା ଭାଲେନା ଭାଲେଣ୍ଟିନା ଗଣମାଧ୍ୟମକୁ…

ବଢୁଛି ତାତି, ସଚେତନାମୂଳକ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ସ୍ୱତନ୍ତ୍ର ରିଲିଫ୍…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୨୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୨୧ ଜିଲ୍ଲାରେ ଦ୍ୱିପ୍ରହର ୩ଟା ରୁ…

ଗ୍ରୀଷ୍ମପ୍ରବାହ: ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ହଳଦିଆ (ୟେଲୋ) ୱାର୍ଣ୍ଣିଂ ଜାରି କରାଯାଇଛି । ଆହୁରି ମଧ୍ୟ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ ବୋଲି…

ବୁଥ୍ ଫେରନ୍ତା ମତ ସର୍ବେକ୍ଷଣ: ଦ୍ୱିତୀୟଥର ଲାଗି ମୋଦୀ ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଦେଶରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯେଉଁସବୁ ବୁଥଫେରନ୍ତା ମତ ସର୍ବେକ୍ଷଣ ଫଳାଫଳ ଘୋଷିତ ହୋଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ଲାଗି…

ରାଜଧାନୀରେ ଉଦ୍ଧାର ହେଲା ୫ଟି ଜୀବନ୍ତ ବୋମା

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ ୯ ଅଞ୍ଚଳ ସ୍ଥିତ ଗୋଟିଏ ସରକାରୀ କ୍ୱାଟର୍ସ ପଛପଟୁ ସୋମବାର ଦିନ ୫ଟି ଅଫୁଟା ବୋମା ଉଦ୍ଧାର କରାଯାଇଛି । ଏସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ଓ ବମ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଏକ…

ଓଡ଼ିଶା ଲୋକସଭା ଏକଜିଟ୍ ପୋଲ୍: ବିଜେଡ଼ି-୧୦, ବିଜେପି-୧୦ ଏବଂ କଂଗ୍ରେସ-୧

ଭୁବନେଶ୍ୱର: ଦେଶରେ ମୋଦୀ ଓ ଓଡ଼ିଶାରେ ନବୀନ ପୁଣି କ୍ଷମତାକୁ ଫେରୁଥିବାର ସମ୍ଭାବନା ଏକଜିଟ ପୋଲରୁ ଜଣାପଡ଼ିଛି । ୨୦୧୪ ନିର୍ବାଚନ ପରି ମୋଦୀ ହାୱା ଏଥର ମଧ୍ୟ ନବୀନଙ୍କୁ ସରକାର ଗଠନ କରିବାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ବୋଲି ଏକଜିଟ ପୋଲ୍ ଫଳାଫଳରେ ଆକଳନ ହୋଇଛି ।…