Latest Odisha News

BREAKING NEWS

Browsing Category

ଫିଚର

ଅସହ୍ୟ ହେଲା ତାତି, ୪୦ ଡ଼ିଗ୍ରୀ ଛୁଇଁଲା ରାଜ୍ୟର ୧୪ଟି ସହର

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ମୁଣ୍ଡଫଟା ଖରା ସାଙ୍ଗକୁ ଶନିବାର ଦିନ ଅସହ୍ୟ ତାପମାତ୍ରା ବୃଦ୍ଧି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିପକାଇଛି । ଟିଟିଲାଗଡ଼ ରାଜ୍ୟର ତତଲା ସହର ସାବ୍ୟସ୍ତ ହେବା ସହିତ ଏଠାରେ ତାପମାତ୍ରା ୪୫.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ତତଲା ସହର ଟିଟିଲାଗଡ଼…

କୁକୁଡ଼ା ଓ ନଡ଼ିଆ ଚାଷୀଙ୍କ ସମେତ ଉଠା ଦୋକାନୀଙ୍କ ଲାଗି ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଫନି ବାତ୍ୟା ପରବର୍ତ୍ତୀ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠାଦୋକାନୀ, ବାତ୍ୟା ବିପର୍ଯ୍ୟସ୍ତ କୁକୁଡ଼ା ଚାଷୀ ତଥା ଉଠା ଦୋକାନୀମାନେ ଏହି ବାତ୍ୟା ପରବର୍ତ୍ତୀ…

ପଞ୍ଚଦଶ ବିଧାନସଭା ଭଙ୍ଗ ଲାଗି ରାଜ୍ୟ କ୍ୟାବିନେଟଙ୍କ ସୁପାରିଶ

ଭୁବନେଶ୍ୱର: ପଞ୍ଚଦଶ ବିଧାନସଭା ଭଙ୍ଗ ଲାଗି ଶନିବାର ଦିନ ଏକ ବୈଠକରେ ରାଜ୍ୟ କ୍ୟାବିନେଟ ସୁପାରିଶ କରିଛନ୍ତି । “ ସାମ୍ବିଧାନିକ ନିୟମ ଅନୁଯାୟୀ, ରାଜ୍ୟ କ୍ୟାବିନେଟ ଚଳିତ ବିଧାନସଭା ଭଙ୍ଗ କରିବାକୁ ଏକ ପ୍ରସ୍ତାବ ଗୃହିତ କରିବେ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ରାଜ୍ୟପାଳଙ୍କୁ…

ବାତ୍ୟା ‘ଫନି’ ବେଳେ କର୍ତ୍ତବ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୁରୀର ୪ ଡାକ୍ତର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟ ସରକାର ଶନିବାର ଦିନ ପୁରୀ ଜିଲ୍ଲାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହୋଇଥିବା ୪ ଜଣ ଡାକ୍ତର ହେଲେ- ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ୨ ଜଣ ଡାକ୍ତର…

ଜାଣନ୍ତୁ, ଭାରତର କେଉଁକେଉଁ ସହର ଓଡିଶାଠୁଁ ବି ଅଧିକ ଉତ୍ତପ୍ତ

ଭୁବନେଶ୍ୱର : ଓଡିଶାରେ ଗ୍ରୀଷ୍ମପ୍ରବାହ ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଉପଡୁଛି । ଏହି ପରିପେକ୍ଷୀରେ ଜାଣନ୍ତୁ ଭାରତର କେଉଁସବୁ ସହରରେ କେବେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଜାଣନ୍ତୁ ଖରାଦିନେ ଭାରତରେ କେଉଁସବୁ ସହରରେ ତାପମାତ୍ରା…

କାନ୍ସ ଫିଲ୍ମ ଫେଷ୍ଟିଭାଲ୍: ଚର୍ଚ୍ଚାରେ ଓଡ଼ିଶାର କଳାକାର

ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଭାରତୀୟ ଅଭିନେତ୍ରୀ ଚାଲିବାକୁ ନେଇ ପ୍ରତିଦିନ ଖବରରେ ଶୀର୍ଷକ ମଣ୍ଡନ କରୁଥିବାର ଦେଖାଯାଉଛି । ଓଡ଼ିଆ ବି କମ୍ ନୁହନ୍ତି, ଅନେକ କାରଣରୁ କାନ୍ସରେ ଓଡ଼ିଶାର କଳାକାରମାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଏବେ ଜୋର୍ ଧରିଛି । ଓଡ଼ିଆ…

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡ ବିଧାନ କରିଛନ୍ତି । ୨୦୧୪ ମସିହା ବଡବଜାର କେସ୍ ମାମଲାର ଶୁଣାଣି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏହି ରାୟ ବ୍ରହ୍ମପୁର ଏଡିଜି-୧ ସଞ୍ଜୟ ସାହୁ ଶୁଣାଇଛନ୍ତି। ଏହି…

ନୂଆପଡାରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶନିବାର ଦିନ ଜଣେ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ପର୍ଶୁରାମ ମାଝି ଓରଫ୍ ମଣ୍ଟୁ ବୋଲି ଜଣାପଡିଛି। ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଏସପି ପରମାର ସ୍ମିତ କହିଛନ୍ତି “ ମୈନପୁର- ନୂଆପଡା…

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି…

କେନ୍ଦୁଝର: ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦୁଇଟି ଭିନ୍ନଭିନ୍ନ ଗ୍ରାମରେ ଶନିବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଗା ମଲ୍ଲିକ (୫୨) ଏବଂ ସେ ନୂଆରଗୋଡି ଗ୍ରାମର ବାସିନ୍ଦା ହୋଇଥିବାବେଳେ ଅନ୍ୟଜଣେ କାନପୁର ଗାମର ସଞ୍ଜୁଲତା ରାଉତ ବୋଲି ଜଣାପଡିଛି ।…