Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି । ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍…

ମେ’ ୧୫ ସୁଦ୍ଧା ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର : ଭୁବନେଶ୍ୱର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ମେ’ ୧୧ ତାରିଖ ବେଳକୁ ରାଜଧାନୀର ଉପକଣ୍ଠରେ ଥିବା ଡିପିଏସ୍, ମେ’ ୧୩ ତାରିଖରେ ଗୋବିନ୍ଦପୁର, ମେ’ ୧୪ ବେଳକୁ ତ୍ରିନାଥ ବଜାର, ପାହାଳ,…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦାନ କଲେ ସୁବ୍ରତ୍ ବାଗଚି୍

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ମାଇଣ୍ଡ ଟ୍ରି’ର ସହ ସଂସ୍ଥାପକ ତଥା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବାଗଚି୍ ୨୫ ଲକ୍ଷ ଟଙ୍କା…

ସୋଆ କମ୍ୟୁନିଟି ରେଡିଓରେ ‘ଫନି’ ବାତ୍ୟାର ସିଧା ପ୍ରସାରଣ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ଶୁକ୍ରବାର ଦିନ ଭୟାନକ ରୂପ ନେଇ ଭୁବନେଶ୍ୱରରେ ପ୍ରବେଶ କରିବା ସମୟରେ ଏକ ଛୋଟିଆ ଟିମ୍ ଲୋକମାନଙ୍କୁ ଘୂର୍ଣ୍ଣିବାତ୍ୟାର ଧାରା ବିବରଣୀ ପ୍ରଦାନ କରିବା ସହ ପ୍ରତ୍ୟେକ ମୁହୂର୍ତକୁ କିପରି ସାମ୍ନା କରିବା ଆବଶ୍ୟକ ଓ ସେମାନେ କିପରି ସୁରକ୍ଷିତ ରହିବେ ସେ ବିଷୟରେ…

ରିଲିଫ୍ ବଣ୍ଟନବେଳେ ଆହତ ହେଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ

କଟକ : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ହୋଇଥିବା କଟକର କିଛି ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପ୍ରଦାନ କରୁଥିବାବେଳେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କଟକରେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସମୟରେ ଦୁର୍ଭାଗ୍ୟବଶତଃ ଶ୍ରୀଯୁକ୍ତ…

ରାଜଧାନୀରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୨ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଘଟିବା ଫଳରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ନାମ ଶୁଭାଶିଷ ସାହୁ ଓ ଅଜୟ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ୨ ୍ଜଣ ବ୍ୟକ୍ତି କୌଣସି…

ଦେଖନ୍ତୁ ନାସା ଜାରି କରିଥିବା ଫଟୋଚିତ୍ର, ଅନ୍ଧାର ବଳୟରେ ଟ୍ୱିନସିଟି

ନୂଆଦିଲ୍ଲୀ : ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିବା ପରେ ରାଜ୍ୟର କେତେକାଞ୍ଚଳ ବିପର‌୍ୟ୍ୟସ୍ତ ହୋଇ ପଡ଼ିଥିବାବେଳେ ସବୁଆଡେ ଅନ୍ଧାର ବଳୟରେ ଆବଦ୍ଧ ହୋଇରହିଛି । ଏହି ପରିପ୍ରେକ୍ଷୀରେ ଆମେରିକୀୟ ସ୍ପେସ୍ ଏଜେନସି ‘ନାସା’ ବାତ୍ୟା ପୂର୍ବ ଓ ପରର କଟକ ଓ ଭୁବନେଶ୍ୱର ସହରର ଏକ ଫଟୋଚିତ୍ର…

ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚେକ୍ ଗଣରାଜ୍ୟର ପ୍ଲାଜେନଠାରେ ଅନୁଷ୍ଠିତ ହେଉଥିବା ୫୦ ତମ ଲିବେରେସନ ସୁଟିଂ ପ୍ରତିଯୋଗିତାର ମିକ୍ସଡ଼ ଡ଼ବଲ୍ସ ବିଭାଗରେ ବୁଧବାର ଦିନ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ସୁଟର୍ ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ ବିଭାଗ ମିକ୍ସଡ଼…

ପାଟକୁରାରେ ଧାର୍ଯ୍ୟ ସମୟରେ ନିର୍ବାଚନ କରିବାକୁ ବିଜେପିର ଦାବି

ନୂଆଦିଲ୍ଲୀ: ପାଟକୁରା ବିଧାନସଭା ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ କରିବାକୁ ବୁଧବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି କରିଛନ୍ତି । ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ୍ ଆରୋରାଙ୍କୁ…

ବାତ୍ୟାରେ କ୍ଷତିଗ୍ରସ୍ତ ହେଲା ‘କ୍ରୀଡ଼ା ରାଜଧାନୀ’

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଭାବରେ ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରର କ୍ରୀଡ଼ା ଭିତ୍ତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀରେ ଥିବା ପ୍ରସିଦ୍ଧ କଳିଙ୍ଗ ଷ୍ଠାଡ଼ିୟମ ଯେଉଁଠାରେ ୨୦୧୮ ନଭେମ୍ବର ରୁ ଡ଼ିସେମ୍ବର ମାସରେ ବିଶ୍ୱ କପ ହକି ଟୁର୍ଣ୍ଣାମେଣ୍ଟ…