Latest Odisha News

BREAKING NEWS

Browsing Category

ଫିଚର

ଭୟାନକ ବାତ୍ୟା ପରେ ଏବେ ଗାଁ’ ଅଭିମୁଖେ ରାଜଧାନୀ ବାସିନ୍ଦା…

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ ଏହା ଏକପ୍ରକାର ବଦଳାଇ ଦେଇଛି ରାଜ୍ୟର ରୂପରେଖ । ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଭଳି ଉପକୂଳ ଓଡିଶାର ଅନେକ ସ୍ଥାନ ଧ୍ୱଂସବିଧ୍ୱସ୍ତ ହୋଇପଡିଛି । ରାଜ୍ୟର ଅନେକ…

ଆଗାମୀ ୬୦ ଦିନ ଲାଗି ସ୍ଥଗିତ ରହିଲା ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ନିର୍ବାଚନ କମିଶନ ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ଲାଗି ସ୍ଥଗିତ ରଖିଛନ୍ତି । ଓଡ଼ିଶାରେ ଭୟଙ୍କର ବାତ୍ୟା ଫନିର ବିଭିଷିକା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲା କ୍ଷତିଗ୍ରସ୍ତ ହୋଇ ପଡ଼ିଛି । ଏହି କାରଣ ଯୋଗୁଁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିବା…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାଫଳ, ୫୦୦ରୁ ୪୯୯ ନଂ ରଖିଲେ ୧୩ ଜଣ ଟପ୍ପର୍

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ମୋଟ ୫୦୦ ମାର୍କରୁ ୪୯୯ ରଖି ଟପ୍ପର ହୋଇଛନ୍ତି।…

ବାତ୍ୟା ବିପନ୍ନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଧର୍ମଗୁରୁ ଦଲାଇଲାମା

ଭୁବନେଶ୍ୱର : ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ କିଛି ସ୍ଥାନରେ ହାହାକାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ରାଜ୍ୟର କିଛି କିଛି ସ୍ଥାନର ଚିତ୍ର ସମ୍ପୂର୍ଣ୍ଣ ବଦଳି ବଦଳିଯାଇଛି । ବାତ୍ୟା ବିପନ୍ନ ତଥା ଓଡିଶାର ଏଭଳି ଦୁର୍ଦ୍ଦିନ ସମୟରେ ସହାୟତା ଲାଗି ହାତ ବଢାଇଛନ୍ତି…

ବାତ୍ୟା କ୍ଷୟକ୍ଷତି ଓ ପୁନର୍ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ଲାଗି ଆଜି ଓଡ଼ିଶା ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିମାନରେ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ଭୁବନେଶ୍ୱର ବିମାନବନ୍ଦରଠାରେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବର୍ଷକର ଦରମା ଦାନ କଲେ ନବୀନ

ଭୁବନେଶ୍ୱର : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଓଡିଶାବାସୀଙ୍କ ଜନଜୀବନ ସ୍ୱାଭାବିକ ଓ ପୁର୍ନରୁଦ୍ଧାର ତଥା ବିପନ୍ନଙ୍କ ସହାୟତା ଲାଗି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବର୍ଷକର ଦରମା ଏହି ରିଲିଫ୍ ଫଣ୍ଡକୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି । ଏନେଇ ଏକ…

ଦେଖନ୍ତୁ, ଆକାଶମାର୍ଗରୁ ବାତ୍ୟା ଫନିର ଭୟାନକ ଚିତ୍ର…

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନିର ଦୃଶ୍ୟ ଏଯାଏଁ ମନରୁ ଲିଭିନାହିଁ । କିଛି ଘଣ୍ଟାର ତାଣ୍ଡବ ଲୀଳା ରଚିଥିଲା ଫନି, ମାତ୍ର ଏଯାଏଁ ସେହି ବାତ୍ୟାର ବିଭତ୍ସ ରୂପ ମନରେ ଭୟ ସଞ୍ଚାର କରୁଛି । ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଆଦି ସହର ଏବଂ ଏହାର ଆଖପାଖ…

ଭୁବନେଶ୍ୱରରେ ପାନୀୟ ଜଳ ଲାଗି ଡ଼ହଳବିକଳ ହେଉଛନ୍ତି ସ୍ଥାନୀୟ ବାସିନ୍ଦା, ବିଦ୍ୟୁତ ସେବା ଠପ୍

ଭୁବନେଶ୍ୱର: ଭୟଙ୍କର ବାତ୍ୟାକୁ ତିନିଦିନ ହୋଇଗଲାଣି ଅଥଚ ଖୋଦ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେପରି ଭାବେ ତତ୍ପରତା ପାଇବା କଥା ତାହା ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିବା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କଲେ, ଆହୁରି ୧ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଭୟଙ୍କର ମହାବାତ୍ୟା ଫନି ପ୍ରଭାବରେ ଓଡ଼ିଶାରେ ଅସମ୍ଭବ କ୍ଷୟକ୍ଷତି ଘଟିଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ବୁଲି ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ,…

ପ୍ରଳୟଙ୍କରୀ ବାତ୍ୟାରେ ‘ଓଡ଼ିଶା ପୋଲିସ’ ବିଭାଗର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନି ଭୀଷଣ ରୂପ ଧାରଣ କରି ପୁରୀ, ଭୁବନେଶ୍ୱର, ଜଟଣୀ ଏବଂ ଖୋର୍ଦ୍ଧା ସମେତ ଓଡ଼ିଶାର ଅନେକ ଅଞ୍ଚଳକୁ ଯେପରି ଭାବେ କ୍ଷତିଗ୍ରସ୍ତ କରିଦେଇଛି ତାହାର ବର୍ଣ୍ଣନା ଏଠାରେ ସମ୍ଭବ ନୁହେଁ । ବାତ୍ୟା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ…