Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନି ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଭାଗରେ ରେଳ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବନ୍ଦ ରହିଛି । ତେବେ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ରେଲୱେ ଷ୍ଟେସନରେ ମରାମତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଥିବା…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କଲେ ଓଡ଼ିଆ କୃଷକ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ ଚାରି ଦିନ ପୂର୍ବରୁ ଅର୍ଦ୍ଧାଧିକ ଓଡ଼ିଶାରେ ଭୟଙ୍କର ବାତ୍ୟାରେ କ୍ଷୟକ୍ଷତି ଯୋଗୁଁ କୃଷକମାନଙ୍କର ମନୋବଳ…

ବାତ୍ୟା ‘ଫନି’ ପରେ ସ୍ୱାଭାବିକ ହେଉଛି ରେଳସେବା, ଗଡିଲା ପୁରୀ-ଖୋର୍ଦ୍ଧା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ କେତେକାଂଶରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ସମୟରେ ଓଡିଶାରେ ଟ୍ରେନ୍ ଚଳାଚଳ ଧିରେଧିରେ ସ୍ୱାଭାବିକ ହେଉଥିବାବେଳେ ପୁରୀ ରେଲୱେ ଷ୍ଟେସନ୍…

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି । ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର…

ବାତ୍ୟା ପରେ ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ପୁରୀ…

ପୁରୀ: ଲାଗୁଛି ମହାବାତ୍ୟାଠୁଁ ବଳି ଯାଇଛି ବାତ୍ୟା ଫନିର ତାଣ୍ଡବ ଲୀଳା । ପୁରୀ ଜିଲ୍ଲା ଏବଂ ସଦର ମହକୁମାର ବାତ୍ୟା ପରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । କିଛି ଘଣ୍ଟାର ଭୟଙ୍କର ବାତ୍ୟା ତା’ର ଉଗ୍ର ରୂପ ଦେଖାଇବା ପରେ ଏବେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରକୃତରେ ଯେତିକି ହୃଦୟ ବିଦାରକ ସେତିକି…

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମେହବୁବା ମୁଫତି ଓ କମଲ ହାସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏହି ବ୍ୟାତା ପରେ ଅଧା ଓଡିଶାର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ରାଜ୍ୟ ସରକାରଙ୍କ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଫଳରେ…

ଭୟାନକ ବାତ୍ୟା ପୂର୍ବାପର ସେବାରେ ‘ଆଜାଦୀ ଠେଙ୍ଗା ବାହିନୀ’

ଭୁବନେଶ୍ୱର: ପ୍ରଳୟଙ୍କର ଫଣୀ ଯେତେବେଳେ ତା’ର ଭୟଙ୍କର ପିଶାଚ ଆଖି ଓ ଲହଲହ ଜିହ୍ୱାରେ ବାରଟି ଜିଲ୍ଲାକୁ ଚାଟିନେଇ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା-ସେତେବେଳେ ସବୁକିଛି ଅଚଳ ହୋଇଗଲା । ବିଜୁଳି କଟିଗଲା । ଟେଲିଫୋନ୍ ମୋବାଇଲ୍ ସେବା ବନ୍ଦ ହୋଇଗଲା । ରାସ୍ତା ଘାଟରେ ଗଛ ପଡି ଯାତାୟତ ଠପ୍ ହୋଇଗଲା ।…

ପ୍ରଳୟଙ୍କରୀ ବାତ୍ୟା ଫନି: ଓଡ଼ିଶାରେ ୩୫ ଜଣ ମୃତ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ଯୋଗୁଁ ଓଡ଼ିଶାରେ ୩୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ବୋଲି ରାଜ୍ୟ ସରକାର ସୋମବାର ଦିନ ସ୍ପଷ୍ଟ କରିଛନ୍ତି । ତେବେ ଏହି ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି କାରଣ, ବିଭିନ୍ନ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରୁ ଆହୁରି ରିପୋର୍ଟ ଆସିବାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୭-୦୫ -୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୭ ମଙ୍ଗଳବାର ମେଷ ୨୪ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ରାହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ମକର ରାଶିର ଘାତ ବାର ବିଛା ରାଶି…

୭ଟି ରାଜ୍ୟରେ ୫ମ ପର୍ଯ୍ୟାୟ ନିର୍ବାଚନ: ୬୨.୫୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସୋମବାର ଦିନ ସମାପ୍ତ ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଭିନ୍ନ ରାଜ୍ୟର ୫୧ଟି ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ସୁଦ୍ଧା ମତଦାନର ହାର ୬୨.୫୬ ପ୍ରତିଶତ ରହିଥିବାର ସୂଚନା ମିଳିପାରିଛି ।…