Latest Odisha News

BREAKING NEWS

Browsing Category

ଫିଚର

ଭାରତ ମହାସାଗରରେ ବଡ଼ ସାମୁଦ୍ରିକ ଝଡ଼ର ଆଶଙ୍କା, ଅବପାତରେ ପରିଣତ ହେଲା ଲଘୁଚାପ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ମହାସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ଝଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପୂର୍ବ ବିଷୁବରେଖା ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ କିଛି ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇଛି ।…

ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏୟାର୍ ଇଣ୍ଡିଆ ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆର ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏହାର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ରାତି ୩ଟା ଠାରୁ ସର୍ଭର୍ ସଟଡ଼ାଉନ ହେବା ଯୋଗୁଁ ଏହାର ବିମାନ ଯାତ୍ରୀମାନେ ବିଭିନ୍ନ ବିମାନବନ୍ଦରରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି । “ ବିମାନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୭-୦୪-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୭ ଶନିବାର ମେଷ ୧୪ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ବୃଷ ସିଂହ କନ୍ୟା ରାଶିର ଘାତ…

ବାଲେଶ୍ୱର ନିର୍ବାଚନୀ ପ୍ରଚାରରେ ଯୋଗଦେଲେ ରାହୁଲ, ଟାର୍ଗେଟରେ ମୋଦୀ

ବାଲେଶ୍ୱର: ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣାଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ପରିବର୍ତ୍ତନ ସଂକଳ୍ପ ସଭା’ରେ ଯୋଗଦେଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ସହିତ ଏହି ସଭାରେ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସାଂସଦଙ୍କ ବିରୋଧରେ ନାହିଁ କୌଣସି ଅପରାଧୀକ ମାମଲା

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ମତଦାନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୬ଟି ଲୋକସଭା ଆସନର ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ଏନେଇ ଓଡିଶା ନିର୍ବାଚନ ୱାଚ୍ ଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏକ ମିଳିତ ଅଧ୍ୟୟନରେ ଶୁକ୍ରବାର…

ଓଡିଶାର ୮ଟି ଜିଲ୍ଲାକୁ ଝଡବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ଶୁକ୍ରବାର ରାତି ୮ଟା ୪୫ ସୁଦ୍ଧା ବର୍ଷା ଘଡଘଡି ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ବିଭାଗ ପକ୍ଷରୁ କେନ୍ଦୁଝର, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ,…

ସୋସିଆଲ ମିଡିଆରେ ଭାଇରାଲ ହେଲା ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ଭିଡିଓ

ପୁରୀ : ପୁରୀ ଜିଲ୍ଳା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଜାରି କରିଛନ୍ତି । ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ଭିଡିଓ ଏବେ…

କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥର ରୂପେ ନିର୍ବାଚନ ଲଢୁଥିବା ରବି ମଲ୍ଲିକଙ୍କୁ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀରାମପୁର ଗ୍ରାମରେ କିଛି ନିଜ ଦଳର କର୍ମୀଙ୍କୁ ଭେଟିବାକୁ ରବି…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ବାପା-ପୁଅ ଦୁହେଁ ଧନୀକ ପ୍ରାର୍ଥୀ ତାଲିକାର ଆଗରେ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ସନ ୱାଚ ଏବଂ ଅସୋସିଏସନ ଫର ଡ଼େମୋକ୍ରେଟିକ ରିଫୋର୍ମସ (ଏଡ଼ିଆର)ର ମିଳିତ ଉଦ୍ୟମରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ତାଙ୍କ ବାପା ପିସିସି ସଭାପତି ନିରଞ୍ଜନ…

ଓଜେଇଇ ୱେବସାଇଟରେ ଆଜିଠୁ ଆଡମିଟ୍ କାର୍ଡ ଉପଲବ୍ଧ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଲାଗି ଶୁକ୍ରବାର ଦିନ ଠାରୁ www.ojee.nic.in ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଓଜେଇଇ ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ଓଜେଇଇ ବୋର୍ଡ ପକ୍ଷରୁ…