Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୫-୦୪-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୫ ଗୁରୁବାର ମେଷ ୧୨ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଷଷ୍ଠି ଭୁକ୍ତ ସପ୍ତମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ତୁଳା ଓ…

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତିଲେ ଦୂତୀ ଚାନ୍ଦ

ଦୋହା: ଓଡ଼ିିଆ ଦୌଡ଼ରାଣୀ ଦୂତୀ ଚାନ୍ଦ କାତ୍ତାର ରାଜଧାନୀ ଦୋହାଠାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଦୂତୀ ଏହି ୨୦୦ ମିଟର ଫାଇନାଲ ଅତିକ୍ରମ କରିବାକୁ ୨୩. ୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅକ୍ତିଆର କରିପାରିଥିଲେ ।…

ମୋଦୀଙ୍କୁ ନବୀନଙ୍କ କଟାକ୍ଷ, ବିଜେଡ଼ି ସରକାରର ଶପଥ ଗ୍ରହଣ ଉତ୍ସବକୁ କଲେ ନିମନ୍ତ୍ରଣ

ବାଲେଶ୍ୱର: ବିଜେଡ଼ି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ବ୍ୟାସକବି ଫକୀରମୋହନଙ୍କ ମାଟି ବାଲେଶ୍ଵରରେ ନିର୍ବାଚନୀ ଶୋଭାଯାତ୍ରାରେ…

୩ୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ୭୧.୬୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି ଏବଂ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ଏପ୍ରିଲ ୨୩ ତାରିଖରେ ହୋଇଥିବା ମତଦାନର ହାର ୭୧.୬୧ ପ୍ରତିଶତ । ଇତିମଧ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ମତଦାନ ହାର ପ୍ରକାଶିତ ହୋଇଛି । ଭୁବନେଶ୍ୱରରେ…

ଦୁଇ ହାତ ନଥିବା ଦିବ୍ୟାଙ୍ଗ ଗୋଡ଼ ଦ୍ୱାରା ଦେଲେ ଭୋଟ୍

ନୂଆଦିଲ୍ଲୀ: ଏବେ ଭାରତରେ ଚାଲିଛି ମହାନ ଗଣତନ୍ତ୍ରର ମହାପର୍ବ । ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତକୁ ଅନ୍ୟ ରାଷ୍ଟ୍ରମାନେ ସମ୍ମାନ କରିଥାଆନ୍ତି । ଦୁଇ ହାତ ନଥିଲେ ମଧ୍ୟ ତେଲେଙ୍ଗାନା ଓ ବିହାରରେ ଦୁଇଜଣ ଦିବ୍ୟାଙ୍ଗ ନିଜ ଗୋଡ଼ ସାହାର୍ଯ୍ୟରେ ନିଜର ସୁଚିନ୍ତିତ ମତଦାନ…

ଓଡ଼ିଶାର ୯ଟି ଜିଲ୍ଲାରେ କାଳ-ବୈଶାଖୀ ଆଶଙ୍କା, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ଓଡ଼ିଶାର ୯ଟି ଜିଲ୍ଲାରେ ବଜ୍ରପାତ ସହିତ ପବନ ଓ ବୃଷ୍ଟିପାତର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ବୁଧବାର ଦିନ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହି…

ମେ’ ୧ରୁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳା ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏସମ୍ପର୍କରେ ରାଜନଗର ବନପ୍ରାଣୀ ଡିଭିଜନର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ଟ୍ୱିଟ୍ କଲେ ଟ୍ୱିଙ୍କଲ୍ ଖାନ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ‘ଅଣ ରାଜନୈତିକ’ ସାକ୍ଷାତକାର ନେବା ପରିପ୍ରେକ୍ଷୀରେ ବଲିଉଡ଼ ଷ୍ଟାର୍ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନା ମୋଦୀଙ୍କୁ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ବହୁତ ଖୁସି ଏଇଥିପାଇଁ ଯେ,…

ପାଟକୁରାରେ ନିର୍ବାଚନ ହେବା ନେଇ ଇସିଆଇଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ବିଜୟ

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବୁଧବାର ଦିନ ସ୍ୱାଗତ କରିଛନ୍ତି । ଶାସକ ବିଜେଡି ବିଧାୟକ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ…

ଭୁବନେଶ୍ୱର ଲୋକସଭା ଆସନର ଜୟଦେବରେ ସର୍ବାଧିକ ମତଦାନ

ଭୁବନେଶ୍ୱର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀର ସର୍ବାଧିକ ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ…