Latest Odisha News

BREAKING NEWS

Browsing Category

ଫିଚର

ମୁମ୍ବାଇ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଷୁଡ଼ି ୫ ମୃତ, ୩୬ ଜଣ ଗୁରୁତର ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ ଭୁଷୁଡ଼ି ପଡ଼ିବା ଫଳରେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା…

ବଡ଼ ଖବର: ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ ଡ଼ାକ୍ତର ଦାମୋଦର ରାଉତ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀଠାରେ ଡ଼ାକ୍ତର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ବେଳେ ସେଠାରେ…

ବଡ଼ ଖବର: ବିଜେପିରେ ଯୋଗ ଦେବା ସ୍ପଷ୍ଟ କଲେ ଦାମୋଦର ରାଉତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ଖୁବଶିଘ୍ର ବିଜେପିରେ ଯୋଗଦେବେ । ନୂଆଦିଲ୍ଲୀରୁ ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇ ଡ଼ାକ୍ତର ଦାମୋଦର ରାଉତ କହିଛନ୍ତି, “ମୁଁ ଆଜି କିମ୍ବା ଆସନ୍ତାକାଲି ସକାଳେ ବିଜେପିରେ ଯୋଗଦାନ କରୁଛି,”ବୋଲି ସେ କହିଛନ୍ତି ।…

ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜେଡ଼ି ପ୍ରାର୍ଥୀ ଘୋଷଣା ଯେକୌଣସି ମୂହୁର୍ତ୍ତରେ ହେବାର ସମ୍ଭାବନା ରହିଥିବାରୁ ନବୀନ ନିବାସ ସମ୍ମୁଖରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି । ପାର୍ଟି ସୂତ୍ରରୁ ଜଣାପଡ଼ିଛି, ବିଜେଡ଼ି ଟିକଟରେ ପ୍ରାର୍ଥୀ ନିଶ୍ଚିତ…

ରାଜ୍ୟର ୬ଟି ଜିଲ୍ଲାକୁ ବିପଦପୂର୍ଣ୍ଣ କାଳବୈଶାଖୀ ସତର୍କ ସୂଚନା, ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଗୁରୁବାର ଦିନ ୬ଟି ଜିଲ୍ଲାରେ ବିପଦପୂର୍ଣ୍ଣ କାଳବୈଶାଖୀ ହେବାର ଆଲର୍ଟ କରିଛନ୍ତି । ଏସଆରସି ପକ୍ଷରୁ ଯେଉଁସବୁ ଜିଲ୍ଲାଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ସେହି ଜିଲ୍ଲାଗୁଡ଼ିକ ହେଲା – ବୌଦ୍ଧ, ନୟାଗଡ଼, ଢେଙ୍କାନାଳ,…

ପୂର୍ବତନ ବିଏମସି ମେୟର୍ ଅନନ୍ତ ଜେନା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ

ଭୁବନେଶ୍ୱର: ପୂର୍ବତନ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ମେୟର୍ ଅନନ୍ତ ନାରାୟଣ ଜେନାଙ୍କୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ନିକଟରେ ଶ୍ରୀ ଜେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ଅଧ୍ୟକ୍ଷ ଭାବେ…

ପର୍ଣ୍ଣଷ୍ଟାର ଭୂମିକାରେ ନଜର ଆସିବେ ‘ବାହୁବଳୀ’ର ଏହି ଅଭିନେତ୍ରୀ

ମୁମ୍ବାଇ : ସାଉଥ୍ ଚଳଚ୍ଚିତ୍ର ଜଗତର ସବୁଠୁ ହାଇବଜେଟ୍ ଫିଲ୍ମ ବୋଲାଉଥିବା ‘ବାହୁବଳୀ’ ପିଲ୍ମର ଶିବଗାମୀ ଦେବୀ ଓରଫ୍ ରାମ୍ୟା କୃଷ୍ଣନ୍ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ । https://youtu.be/3-Xq_Zz3nPA ଅଭିନେତ୍ରୀ ରାମ୍ୟା କୃଷ୍ଣନ୍ ନିଜର ଆଗାମୀ ଫିଲ୍ମ…

ବିଜେଡ଼ି ଛାଡ଼ିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର: ନବରଙ୍ଗପୁରର ବିଜେଡ଼ି ସାଂସଦ ବଳଭଦ୍ର ମାଝୀ ଗୁରୁବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି, ଆଜି ସକାଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ । ସେ ତାଙ୍କୁ…

ବାଲେଶ୍ୱରରୁ ଉଦ୍ଧାର ହେଲା ୧୬ ଫୁଟ ଲମ୍ବର ବିଶାଳ ଅହିରାଜ ସାପ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କାଳିଝାଟି ଗ୍ରାମ ନିକଟରୁ ପ୍ରାୟ ୧୬ ଫୁଟ୍ ଲମ୍ବର ଏକ ଅହିରାଜ ସାପ ସାପକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକେ ଏକ ସାପ ଆହତ ହୋଇ ଛଟପଟ ହେଉଥିବା ଦେଖିବା ପରେ ଏନେଇ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ୱାଇଲ୍ଡ ଲାଇଫ୍…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ୭ ଗୁରୁତର ଆହତ

କଳାହାଣ୍ଡି /ବୌଦ୍ଧ : କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ଗୁରୁବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟସ୍ଥ ତିନି ଛକ ପାଖରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ…