Latest Odisha News

BREAKING NEWS

Browsing Category

ଫିଚର

ଜଷ୍ଟିସ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧିଶ ରଞ୍ଜନ ଗୋଗୋଇ ଆଜି ଶପଥ ଗ୍ରହଣ କରିଛନ୍ତି, ସେ ଜଷ୍ଟିସ ଦୀପକ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଭାରତର ୪୬ ତମ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ…

ରଘୁନାଥପୁର ବୋମା ବିସ୍ଫୋରଣ ଘଟଣା: ଜଣେ ଗିରଫ, ୪୦ ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ଡୁମଡୁମା ସ୍ଥିତ ରଘୁନାଥପୁର ନିକଟରେ ସୋମବାର ରାତିରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ପୋଲିସ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪୦ ଜଣଙ୍କୁ ଅଟକ ରଖିଛି । ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତଙ୍କ ନାମ ଅଗ୍ନି ସାରଙ୍ଗୀ ବୋଲି ଜଣାପଡିଛି । ସୂଚନା…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୬୩ ଟି ପଞ୍ଚାୟତ ପାଇଁ ୩୮.୮୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୮.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ସହରପଡା, କେନ୍ଦ୍ରପଡା ଜିଳ୍ଳାର ପଟାମୁଣ୍ଡାଇ, ମୟୁରଭଂଜ…

କୋଲକାତା: ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା : କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ ଅଚାନକ ମେଡିକାଲ କଲେଜର ଫାର୍ମାସି ବିଭାଗରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ନିଆଁ ବିଭିନ୍ନ ବିଭାଗକୁ ବ୍ୟାପି ଚାରିଆଡେ…

ଛାତ୍ର ସଂସଦ ନିର୍ବାଚନ: ଆରମ୍ଭ ହେଲା କଲେଜ ଓ ୟୁନିଭର୍ସିଟିରେ ନାମାଙ୍କନ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାବିଦ୍ୟାୟୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ନିର୍ବାଚନର ପ୍ରଥମ ପ୍ରକ୍ରିୟା ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ । ବୁଧବାର ସକାଳ ୯ଟାରୁ…

ପାରାଦୀପ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ଶବ ମିଳିଲା

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବ ପାଳନ ଅବସରରେ ସମୁଦ୍ରରେ ବୁଡ଼ିଯାଇଥିଲେ ୩ ଜଣ ଯୁବକ । ୨ଜଣଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ । ଆଜି ସକାଳେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର କରିଛି ପୋଲିସ । ଆଜି ସକାଳେ…

ଆଜି ପୁରୀ ବନ୍ଦ ଡ଼ାକରା, ଧାଡ଼ି ଦର୍ଶନକୁ ବିରୋଧକରି ଶ୍ରୀଜଗନ୍ନାଥ ସେନାର ପ୍ରତିବାଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ନୂଆ ଧାଡ଼ି ବ୍ୟବସ୍ଥା ଦର୍ଶନକୁ ପୁରୀ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡ଼ାକରା ଦିଆଯାଇଛି । ଏହି ଧାଡ଼ି ଦର୍ଶନକୁ ବିରୋଧ କରୁଥିବା ଶ୍ରୀଜଗନ୍ନାଥ ସେନାର ଆବାହକ…

ବୋମା ଆକ୍ରମଣ ନେଇ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଖୋର୍ଦ୍ଧା ଏସପିଙ୍କୁ ଭେଟିଲେ

ଭୁବନେଶ୍ୱର: ଗତକାଲି ରାତିରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ ଗାଡ଼ି ଉପରେ ବୋମା ଆକ୍ରମଣ ହୋଇଥିଲା । ଏସମ୍ପର୍କରେ ଖୋର୍ଦ୍ଧା ଏସପି ଦିପ୍ତୀ ରଞ୍ଜନ ରାୟଙ୍କୁ ଆଜି ରିଷଭ ଭେଟିଛନ୍ତି । ସେ ଏସପିଙ୍କୁ ଭେଟିବା ସହିତ ତାଙ୍କ ଗାଡ଼ି ଉପରକୁ ବୋମା ଆକ୍ରମଣ କରିଥିବା ସଂଶ୍ଳିଷ୍ଟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ନିଜସ୍ୱ ‘ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ ସେବାପାଇଁ କେବେ ହେଲେ ଟଙ୍କାର ଅଭାବ ରହିବ ନାହିଁ ।…

କେନ୍ଦ୍ରର ବିଜେପି ସରକାର ‘ଫମ୍ପା ମାଠିଆ’ ସଦୃଶ – ନବୀନ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାର ଫମ୍ପା ମାଠିଆ ସଦୃଶ । ବିଜେପି ଗୋଟିଏ ଦଳ ଯାହାକି ଏକ ଫମ୍ପା ମାଠିଆ ପରି, ପ୍ରଚାରରେ ଜୋରଦାର କିନ୍ତୁ କାର୍ଯ୍ୟରେ ଶୂନ୍ୟ । ଏକଥା କହିଛନ୍ତି ଖୋଦ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ବିଜେଡ଼ିର ଜନସମ୍ପର୍କ…