Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳନ କଲା ସପ୍ତମ ଦୀକ୍ଷାରମ୍ଭ ଉତ୍ସବ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତାର ସପ୍ତମ ଦୀକ୍ଷାରମ୍ଭ ଉତ୍ସବ ଆଜି ୩୧ ଜୁଲାଇ ୨୦୧୮ ଦିନ ପାଳନ କରିଛନ୍ତି।୨୦୧୨ ରେ ଶୈକ୍ଷିକ ବର୍ଷ ଆରମ୍ଭ କରିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ନିଆରା ଅନୁଭବ ସାଙ୍ଗରେ ନିରାମିଷ ମାଦକ ମୁକ୍ତ କ୍ୟାମ୍ପସ ପ୍ରସ୍ତୁତ କରିଅଛି । ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ…

ବିଜେଡିର ମିଶ୍ରଣ ପର୍ବ: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କ ଦଳରେ ଯୋଗଦାନ

ଭୁବନେଶ୍ୱର : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ୧୫ରୁ ଅଧିକ ସରପଞ୍ଚ, ୧୦ରୁ ଅଧିକ ସମିତି ସଭ୍ୟଙ୍କ ସହ ୫୦୦ରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ଆଜି ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।…

କେନ୍ଦୁଝର: ଗଛରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ, ୪ମୃତ, ଜଣେ ଗୁରୁତର ଆହତ

କେନ୍ଦୁଝର : ସୋମବାର ରାତି ୨ଟା ସମୟରେ କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ଗଛକୁ ଶକ୍ତ ଧକା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ବସିଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯାତ୍ରୀ ଗୁରୁତର ଆହତ…

ପର୍ଯ୍ୟଟକଙ୍କ ଲାଗି ଅଗଷ୍ଟ ୧ରୁ ଭିତରକନିକା ଅଭୟାରଣ୍ୟ ଖୋଲୁଛି

କେନ୍ଦ୍ରାପଡ଼ା : ଭିତରକନିକା ଅଭୟାରଣ୍ୟ ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପରିଦର୍ଶନ ଲାଗି ଖୋଲାଯିବ । କୁମ୍ଭୀର ପ୍ରଜନନର ଋତୁ ଯୋଗୁଁ ଗତ ମେ ୩ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଫଳରେ ଏହି ତିନିମାସ ଧରି ଦେଶୀୟ କିମ୍ବା ବିଦେଶୀ…

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ବାରିପଦା ବନ୍ଦ ଡ଼ାକରା

ବାରିପଦା : ଆଜି ‘ମୟୁରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡ଼େଣ୍ଟ ଆସୋସିଏସନ (ମାରୟାସା)’ ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଏକ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡ଼ାକରା ଦିଆ…

ଆଶ୍ଚର୍ଯ୍ୟ ବାଳିକା ‘ଜାହ୍ନବୀ’: ୧୪ ବର୍ଷର ବାଳିକା ଆଇ.ଏ.ଏସ.ଙ୍କୁ ପଢଉଛି ପାଠ

ଚଣ୍ଡିଗଡ଼ : ଜାହ୍ନବୀ ପାନୱାର । ବୟସ ୧୪ ବର୍ଷ । ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକୋତ୍ତର ଛାତ୍ରୀ । ସେ ପାଠ ପଢିବା ସହିତ ଆଇଏଏସ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ଏବେ ତାଙ୍କ ବୟସର ପିଲାମାନେ ୮ମ ଶ୍ରେଣୀରେ ପଢୁଛନ୍ତି । ଜାହ୍ନବୀଙ୍କ ଘର ହରିୟାଣା…

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସତ୍ୟପାଠ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ, ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ରେ…

ପୁରୀ : ପୁରୀ ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଆଜି ପ୍ରଥମଥର ଲାଗି ବସିଥିଲା ଜଷ୍ଟିସ ରଘୁବୀର ଦାଶ କମିଶନ ବସିଥିଲା । ଆଜି ପ୍ରଥମଥର କରି ବସିଥିବା ଏହି କମିଶନରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସତ୍ୟପାଠ କରାଯାଇନାହିଁ । ତେବେ ତୁରନ୍ତ ସତ୍ୟପାଠ…

ବର୍ଷା ଆସୁଛି, ୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ହେବାର ରହିଛିି ବୋଲି ସତର୍କ ସୂଚନା ଦିଆଯାଇଛି । ଯେଉଁସବୁ ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ଝାରସୁଗୁଡ଼ା, ବୌଦ,…

ଜଗମୋହନ ମରାମତି ପ୍ରସଙ୍ଗ: ୧୫ରୁ ୨୦ ତାରିଖ ସୁଦ୍ଧା ଅସମ୍ପୂର୍ଣ୍ଣ କାର୍ଯ୍ୟ ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଜଗମୋହନ ମରାମତି ପ୍ରସଙ୍ଗରେ ଆଇକୋର୍ଟରେ ଆଜି ଶୁଣାଣି ହୋଇଛି । ଜୟ ବିଜୟ ଦ୍ୱାରର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ଏ.ଏସ.ଆଇ ଆଜି ଖଣ୍ଡପୀଠକୁ ଜଣାଇଛନ୍ତି । ଏନ.କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଗୁଣ୍ଡିଚା ମନ୍ଦିର ଓ ମାଉସୀ ମା ମନ୍ଦିରର…