Latest Odisha News

BREAKING NEWS

Browsing Category

ଫିଚର

ଅଜବ ପ୍ରାଣୀ ଠାବ: ମାଟି ତଳୁ ଖୋଳି ଖାଏ ମୃତଦେହ

ଛତିଶଗଡ: ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି । ଆଉ ପ୍ରତ୍ୟେକ ପ୍ରାଣୀଙ୍କ ବିଷୟରେ ଜାଣିବା ବି ସମ୍ଭବ ନୁହେଁ । ଏବେ ଛତିଶଗଡ଼ରେ ଏକ ଅଜବ ପ୍ରାଣୀ ଠାବ କରାଯାଇଛି, ଯିଏ ମାଟି ତଳେ ପୋତା ଯାଇଥିବା ମଣିଷର ମୃତ ଦେହକୁ ଖୋଳି ଖାଇଥାଏ । ଏହାକୁ ମଣିଷ ଖିଆ ପ୍ରାଣୀ ବୋଲି କହିଥାନ୍ତି ସ୍ଥାନୀୟ ଲୋକେ ।…

‘ଭଙ୍ଗା କୁଡ଼ିଆରୁ ଭାରତୀୟ ଟିମ’- ମା’ଙ୍କ ସ୍ୱପ୍ନକୁ ପୂରା କଲେ ରିଙ୍କୁ ସିଂ

ପୁରା ହେଇଛି ଗରୀବର ସ୍ବପ୍ନ | ଦିନେ ନିଜ ଘର ଗଳିରେ କାଠଫାଳିଆରେ କ୍ରିକେଟ ଖେଳୁଥିବା ପିଲା ଏବେ ଭାରତ ପାଇଁ ଖେଳିବାକୁ ଯାଉଛି | ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂ  । ଆନ୍ତର୍ଜାତୀୟ ସ୍ତର ଖେଳରେ ପଦାର୍ପଣ କରିବାକୁ ଯାଉଥିବା ଆଇପିଏଲ୍‌ ତାରକା ରିଙ୍କୁ ସିଂହ ଏବେ…

ବିଜେଡିରେ ଫାଟ:ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟରେ ୫ଟି ସଚିବ, ରାଜନୈତିକ ମହଲ ସରଗରମ

ଭୁବନେଶ୍ୱର:ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସମ୍ବାଦର ପ୍ରଥମ ପୃଷ୍ଠାର ଆମ ଘରର ହାଲଚାଲ ସ୍ତମ୍ଭରେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ…

ଧର୍ମ ବିହାରରେ ପିଏନଜି ଶବଦାହ ଗୃହ ଲୋକାର୍ପିତ

ଭୁବନେଶ୍ୱର:ଶବ ଦାହ ପାଇଁ ପିଏନଜି ବା ପାଇପ୍‌ଡ୍ ନ୍ୟାଚୁରାଲ ଗ୍ୟାସ ଶବଦାହ ଗୃହ । ପ୍ରାକୃତିକ ଗ୍ୟାସରେ ହେବ ଶବ ଦାହ । ଲୋଡା ପଡିବନି କାଠ । ଖରା ହେଉ କି ବର୍ଷା, ଶବ ଦାହ ପାଇଁ ରହିବନି ଚିନ୍ତା ।   ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର କର୍ପୋରେଟ୍ ପକ୍ଷରୁ  ଭୁବନେଶ୍ୱରର ଧର୍ମବିହାରଠାରେ…

ଆରବିଆଇ ନିର୍ଦ୍ଦେଶାବଳୀ: ଜାରି ହେଲା ନୂତନ ଋଣ ନିୟମ

ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିଛି। ଏହା ଅଧୀନରେ ଋଣ ଆକାଉଣ୍ଟରେ ଜରିମାନା ସମ୍ବନ୍ଧୀୟ ଅନେକ ନିୟମ ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି। ଆରବିଆଇ କହିଛି ଯେ ବ୍ୟାଙ୍କ ଏବଂ ନିୟନ୍ତ୍ରିତ ସଂସ୍ଥା…

ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ପାଟନା: ବଢିଲା ଲାଲୁ ଯାଦବଙ୍କ ସମସମ୍ୟା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା ଏବଂ ଶୀଘ୍ର ଶୁଣାଣି…

ଅଗଷ୍ଟ ୨୩ରେ ଆସୁଛି ଆଉ ଏକ ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲାେ ୱାର୍ଣ୍ଣିଂ

ଭୁବନେଶ୍ୱର:  ଗତକାଲି  ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ପାଶ୍ୱବର୍ତ୍ତୀ  ପଶ୍ଚିମବଙ୍ଗ ଓ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳକର ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ୩ ଦିନ ଭିତରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା -ଉତ୍ତର ଛତିଶଗଡ…

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ, ପ୍ରସୂତୀ ବିଭାଗରେ ଲାଗିଲା ନିଆଁ

ବାରିପଦା: ବାରିପଦା ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ତୃତୀୟ ମହଲାର ICU ଓ ଅନ୍ୟାନ୍ୟ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ । ନିଆଁ…

ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର: ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍। କୁଳପତି ଭାବେ ପ୍ରଫେସର ସବିତାଙ୍କୁ ୨ ବର୍ଷ…

ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି…