Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଆଜି ନୁହେଁ, ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିବା ସୂଚନା ଦେଇଛନ୍ତି ସଞ୍ଜୟ ଦତ୍ତ ମହାପାତ୍ର ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି ଦତ୍ତ ମାହାପାତ୍ର ସେବାୟତ। ଆଜି ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର…

ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଗ୍ୟାଙ୍ଗଟକ୍‌: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ଯେଉଁ ମହିଳା କର୍ମଚାରୀମାନେ ରାଜ୍ୟରେ ମାଆ ହେବେ ସେମାନଙ୍କୁ ବର୍ଷେ ଛୁଟି ଦିଆଯିବ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ…

ବିରୋଧୀଙ୍କ ‘ଇଣ୍ଡିଆ’ ଏବଂ ସରକାରଙ୍କ ‘ମୋଦି’ ନାରାରେ କମ୍ପିଲା ସଂସଦ ଭବନ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନ ଏକପ୍ରକାର ଅଚଳ ହୋଇପଡିଛି । ଏହି ଅଧିବେଶନର  ଗୋଟିଏ ବି ଦିନ ଠିକରେ ଚାଲିବାକୁ ଦେଇ ନାହାନ୍ତି ବିରୋଧୀ । ବୁଧବାର ବିରୋଧୀ ଅନସ୍ଥା ପ୍ରସ୍ତାବ ଅଣାଯାଇଥିଲା । ବାଚସ୍ପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ। ଆଜି ଅର୍ଥାତ…

ପାରିବାରିକ କଳହରୁ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ

ଭଦ୍ରକ: ପାରିବାରିକ କଳହରୁ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଞ୍ଚାୟତ ମହଲା ସାହିରେ। ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟେକ୍ତ ହୋଇ ସ୍ତ୍ରୀ ଓ ପୁଅକୁ ବାନ୍ଧି ରଖିଥିଲେ। ଏଭଳି ଘଟଣା ଏବେ ସ୍ଥାନୀୟ…

୨୭୨୫ କୋଟି ଟଙ୍କାର ଅଫର ଫେରାଇଲେ ଫ୍ରାନ୍ସ ଫୁଟବଲ ଷ୍ଟାର କିଲିୟାନ ଏମ୍ବାପ୍ପେ

ନୂଆଦିଲ୍ଲୀ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ୨୭୨୫ କୋଟି ଟଙ୍କାର ଲୋଭନୀୟ ଅଫର ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚିତ ହୋଇ ଉଠିଛନ୍ତି । ସାଉଦି ଆରବର ଅଲ ହିଲାଲ କ୍ଲବ ତାଙ୍କୁ ଏହି ଅଫର ଦେଇଥିଲା । ସାଉଦି ଆରବ ଯିବାର କୌଣସି ଯୋଜନା ନ ଥିବାରୁ ଏମ୍ବାପ୍ପେ ଅଲ ହିଲାଲ କ୍ଲବର…

ଫେବୃଆରୀରେ ହେବ ମାଟ୍ରିକ ପରୀକ୍ଷା; ତାରିଖ ଘୋଷଣା କଲା ବୋର୍ଡ

ଭୁବନେଶ୍ୱର: ଫେବୃଆରୀରେ ହେବ ୨୦୨୩-୨୪ ଶିିକ୍ଷାବର୍ଷର ମାଟ୍ରିକ ପରୀକ୍ଷା । ୨୦୨୪ ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ ବୋଲି ଆଜି ଘୋଷଣା କରିଛି   ବୋର୍ଡ । ପରୀକ୍ଷା ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛି ବୋର୍ଡ । ମାଟ୍ରିକ…

ଆଜି ଖେଳାଯିବ ଭାରତ- ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଖେଳାଯିବ । ଟେଷ୍ଟ ସିରିଜ ଜିତିବା ପରେ ଦିନିକିଆ ସିରିଜ ଉପରେ କବଜା କରିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଭାରତ । ସେପଟେ ଟେଷ୍ଟ ସିରିଜ ହାରିବାର ପ୍ରତିଶୋଧ ନେବା ଲକ୍ଷ୍ୟରେ…

ସେନା କବଜାରେ ନାଇଜର, ଗିରଫ ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପଶ୍ଚିମ ଓ ମଧ୍ୟ ଆଫିକାରେ ଗୋଟିଏ ପରେ ଗୋଟିଏ ଦେଶ ସେନାକୁ କବଜାକୁ ଯିବାରେ ଲାଗିଛି । ଗୁରୁବାର ନାଇଜର ସେନା ରାଷ୍ଟ୍ରପତି ମହମ୍ମଦ ବମଜଙ୍କୁ ଗିରଫ କରି ଶାସନ ହାତେଇଛନ୍ତି । ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସେମାନେ ଏହି କାଣ୍ଡ ରଚିବା ପରେ ନ୍ୟାଶନାଲ ଚ୍ୟାନେଲରେ ଏ ନେଇ ଘୋଷଣା…

ଜ୍ଞାନବାପି ମାମଲା; ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି କୋର୍ଟ

ନୂଆଦିଲ୍ଲୀ: ବାରଣାସୀସ୍ଥିତ ଜ୍ଞାନବାପି ପରିସରରେ ଏଏସଆଇ ସର୍ଭେ ଉପରେ ଲାଗିଥିବା ରୋକକୁ ବୁଧବାର ହାଇକୋର୍ଟ କାଏମ୍ ରଖିଛନ୍ତି । ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଏକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦରେ ବିଜ୍ଞାନଭିତ୍ତିକ…

ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ: ରାଜଭବନରେ ଜନଜାତିଙ୍କୁ ଭେଟିବା ପରେ ବ୍ରହ୍ମାକୁମାରୀ ଆଶ୍ରମରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡ଼ିଶା ଗସ୍ତର ଆଜି ୩ୟ ଦିନ । ଆଜି ସକାଳୁ ସକାଳୁ ରାଷ୍ଟ୍ରପତି ରାଜଭବନରେ ଓଡ଼ିଶା ଆଦିବାସୀଙ୍କ ସମସ୍ୟା ଶୁଣିଛନ୍ତି । ପିଭିଟିଜି ବା ନିର୍ଦ୍ଦିଷ୍ଟ ଭାବେ ସଙ୍କଟପ୍ରବଣ ଜନଜାତି ସମୁଦାୟକୁ ରାଜଭବନରେ ଭେଟିଛନ୍ତି ରାଷ୍ଟ୍ରପତି । ପିଭିଟିଜି (…