Latest Odisha News

BREAKING NEWS

Browsing Category

ଫିଚର

ପିଏମ୍ କିଷାନ ସମ୍ମାନ ନିଧି ଯୋଜନା: ଆଜି ୧୪ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶିର ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର…

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସୁଲତା

ନୂଆଦିଲ୍ଲୀ: ବିଜେଡି ସାଂସଦ ସୁଲତା ଦେଓ ବୁଧବାର ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି। ଓଡିଶାରୁ ଏଭଳି ସୁଯୋଗ ପାଇବାରେ ସେ ପ୍ରଥମ ମହିଳା ସାଂସଦ। ରାଜ୍ୟସଭାରେ ଅଧ୍ୟକ୍ଷତା କରିବାରେ ସେ ତୃତୀୟ ଓଡିଆ। ପୂର୍ବରୁ ପାଖାପାଖି ୨୫ ବର୍ଷ ତଳେ ଜନତା ଦଳର ସାଂସଦ ସନାତନ ବିଶିଙ୍କୁ ରାଜ୍ୟସଭାରେ…

ଓଏସ୍ଏସସି ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ୱର: ଓଏସ୍ଏସସି ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ଗିରଫ । ବିହରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ମାଷ୍ଟର ମାଇଣ୍ଡ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା । ଆଜି ଗିରଫ ହୋଇଛି ମାଷ୍ଟର…

ମହାନଦୀକୁ ଡ଼େଇଁ ଯୁବକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ସମ୍ବଲପୁର: ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ। ସମ୍ବଲପୁର ଚାଉଁପୁର ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ସମରିନ୍‌ ପ୍ରଧାନ। ତେବେ ଆତ୍ମହତ୍ୟା ପଛର କାରଣ କ’ଣ ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ…

ଦିଲ୍ଲୀ ବିଲ୍ ରାଜ୍ୟ ସଭାରେ ପାସ ହେବା ନିଶ୍ଚିତ: ସଂସଦରେ ସରକାରଙ୍କୁ ସମର୍ଥନ ଦେବ ୱାଇଏସଆର

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଦିଲ୍ଲୀ ବିଲ୍ ରାଜ୍ୟ ସଭାରେ ପାସ୍ ହେବା ନେଇ ସମ୍ଭାବନା ଦେଖା ଦେଇଛି । କାରଣ ମୋଦି ସରକାରଙ୍କୁ ଏହି ମାମଲାରେ ୱାଇଏସଆରର ସାଥ ମିଳିଛି । ୱାଇଏସଆର ନେତା ବିଜୟସାଇ ରେଡ୍ଡି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ଦିଲ୍ଲୀ ବିଲ୍‌ ସହ ଜଡିତ ଅଧ୍ୟାଦେଶ…

ସକ୍ରିୟ ରହିଛି ଲଘୁଚାପ: ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ଅଛି ସୁଦୃଶ୍ୟ ଲଘୁଚାପ । ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ…

ହାତୀ ଘଉଡ଼ାଇବା ପାଇଁ ନିଆଁହୁଳା ମାଡ଼, ଭୟରେ ପଳାଇଲା ହାତୀ, ଭିଡିଓ ଭାଇରାଲ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ହାତୀ…

ପଦ୍ମବନ ଅଚ୍ୟୁତାନନ୍ଦ ପୀଠ: ଜାଣନ୍ତୁ ଏହି ପୀଠର ମାହାତ୍ମ୍ୟ…

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି। ପାକୃତିକ ସୌନ୍ଦର୍ଯ୍ୟ…

ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର, ଦିବ୍ୟାଙ୍ଗଙ୍କ ଭତ୍ତା ୪,୦୧୬ ଟଙ୍କାକୁ ବୃଦ୍ଧି କଲେ ସରକାର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଶାସନରେ ଆଉ ଐତିହାସିକ ମାନଦଣ୍ଡ ସ୍ଥାପିତ ହୋଇଛି। ଆସରା ପେନସନ ଯୋଜନା ଅଧିନରେ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୧, ୦୦୦ ଟଙ୍କା ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ମାସଠାରୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ପିତା ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜ ପନିପରିବା ଖାଇବା ସର୍ବଦା ସ୍ୱସ୍ଥ୍ୟ ପାଇଁ ଲାଭଦାୟକ । ସାଧାରଣତଃ ପିତା ଖାଦ୍ୟ ଖାଇବା ପାଇଁ ପ୍ରାୟତଃ ଲୋକ ପସନ୍ଦ କରନ୍ତି ନାହିଁ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । ଏହା ପାଟିକୁ ପିତା ଲାଗୁଥିଲେ ମଧ୍ୟ…