Latest Odisha News

BREAKING NEWS

Browsing Category

ଫିଚର

ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ବେଳେ ଧରା ପଡ଼ିଲେ ପିଅନ

ପୁରୀ: ଦାନ ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ । ପୁରୀ ଜଗନ୍ନାଥ ମନ୍ଦିର ଦାନ ହୁଣ୍ଡିରୁ ୮୦୦ ଟଙ୍କା ଚୋରି ଅଭିଯୋଗରେ ପୋଲିସ ପିଅନ ସୁଶାନ୍ତ କୁମାର ରାଉତରାୟଙ୍କୁ ଗିରଫ କରିଛି । ଦାନ ହୁଣ୍ଡିରୁ ଟଙ୍କା କଢ଼ାଯାଇ ଗଣତି ବେଳେ ସୁଶାନ୍ତ ଚୋରି କରିଥିବା ଅଭିଯୋଗ ହୋଇଥିଲା ।…

ବର୍ଷାଦିନେ ପିନ୍ଧନ୍ତୁ ଏହି ପୋଷାକ, ଷ୍ଟାଇଲିସ୍ ଲୁକ୍ ସାଙ୍ଗକୁ ପାଇବେ ଆରାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷାଦିନେ ପୋଷାକକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଚିନ୍ତା ଥାଏ। ବିଶେଷକରି ମହିଳାମାନଙ୍କର। କାରଣ ଏହିଦିନରେ ପୋଷାକ ଶୁଖିବାରେ ଡେରି ସାଙ୍ଗକୁ କାଦୁଅ ଛିଟିକାର ଭୟ ଥାଏ। ତେଣୁ ବର୍ଷାଦିନେ କିପରି ପୋଷାକ ପିନ୍ଧିଲେ ତାହା ଷ୍ଟାଇଲିସ୍ ଲୁକ୍ ସହ ଆରାମ ଦେବ ସେମିତି…

ଝାଡ଼ଖଣ୍ଡରେ ନିର୍ମାଣ ହେବ ଦେଶର ପ୍ରଥମ ମହିଳା ମସଜିଦ, ପୁରୁଷଙ୍କ ପ୍ରବେଶ ନିଷେଧ

ଝାଡ଼ଖଣ୍ଡ: ଭାରତର ପ୍ରଥମ ଏଭଳି ମସଜିଦ ନିର୍ମାଣ କରାଯାଉଛି ଯେଉଁଥିରେ କେବଳ ମହିଳାମାନେ ପ୍ରବେଶ କରିବେ। ସାଧାରଣତଃ ମସଜିଦରେ କେବଳ ପୁରୁଷମାନେ ପ୍ରବେଶ କରିଥାନ୍ତି। କିନ୍ତୁ ଏବେ ଝାଡ଼ଖଣ୍ଡ ଜାମସେଦପୁରରେ ମହିଳାଙ୍କ ଲାଗି ମଧ୍ୟ ମସଜିଦ ନିର୍ମାଣ ହେବ। କପାଲିର ତାଜନଗରରେ ଏହାର କାର୍ଯ୍ୟ…

 ୫୩ ବର୍ଷ ତଳେ କରିଥିବା ଭୁଲ ପାଇଁ ଏବେ ଗିରଫ ହେଲେ ୭ମହିଳା

ବୁନ୍ଦୀ(ରାଜସ୍ଥାନ ):ରାଜସ୍ଥାନର ବୁନ୍ଦୀରେ୭ ଜଣ ବୟସ୍କ ମହିଳାଙ୍କୁ ପୋଲିସ ଏବଂ ନ୍ୟାୟାଳୟର ଚକ୍କର କାଟିବାକୁ ପଡିଛି । କାରଣ ୫୩ ବର୍ଷ ତଳେ ସେ କରିଥିଲେ ଅପରାଧ । ଏବେ ଧରା ପଡିଛନ୍ତି । ତାଙ୍କର ଅପରାଧ ଏତିକି ଯେ, ସେ ୫୩ ବର୍ଷ ତଳେ ଜଙ୍ଗଲରୁ କାଠକାଟି ନେଇଥିଲେ । ସେତେବେଳେ ଏମାନଙ୍କ…

ରହସ୍ୟମୟ ବାବା ବର୍ଫାନୀ, ହ୍ରଦରେ ଦର୍ଶନ ଦେଇଥାନ୍ତି ଶେଷନାଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାର୍ମିକ ମାନ୍ୟତା ଅନୁସାରେ ଅମରନାଥ ଯାତ୍ରାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ତୀର୍ଥ ଯାତ୍ରା ଭାବରେ ପରିଗଣିତ ହୋଇଥାଏ । ଅମରନାଥ ଧାମକୁ ଯାତ୍ରା କରିବା ପାଇଁ ମାର୍ଗ ଦେଇ ଯିବାକୁ ପଡ଼େ ସେଠାରେ ଶେଷନାଗ ନାମରେ ଏକ ହ୍ରଦ ଅବସ୍ଥିତ । ଅମରନାଥ ଯାତ୍ରା ମାର୍ଗରେ ଅବସ୍ଥିତ…

ପାକିସ୍ତାନରୁ ସୀମା ହାଇଦରଙ୍କୁ ଧମକ- ‘ପିଲାଙ୍କୁ ଫେରାଇ ଦିଅ କିନ୍ତୁ ନିଜେ ଫେରିବା କଥା ଭୁଲିଯାଅ’

ନୂଆଦିଲ୍ଲୀ: ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ ସମ୍ପର୍କ ଏବେ ଜାତୀୟ ଖବରର ବେଶ ଚର୍ଚ୍ଚାର ବିଷୟ ହୋଇଛି । ସୀମାଙ୍କ କହିବାଅନୁଯାୟୀ ସେ ନଏଡାର ସଚିଙ୍କୁ ବିବାହ କରିଛନ୍ତି ଏବଂ ନିଜର ଧର୍ମ ପରିବର୍ତ୍ତନ ବି କରି ଦେଇଛନ୍ତିି । ଏବେ ସେ ପାକିସ୍ତାନ ଯିବାକୁ ଚାହୁଁନାହାନ୍ତି । ଏପଟେ ସୀମାଙ୍କ…

୪୮ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଅନ୍ୟପଟେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରଭାବରେ ରାଜ୍ୟରେ ମୌସୁମୀ ବର୍ଷା ଲାଗି…

କୁଲ୍ଲୁରେ ବାଦଲ ଫଟା ବର୍ଷା, ବନ୍ୟାଜଳରେ ଭାସିଯାଇ ଜଣେ ମୃତ, ୨ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଦୀର୍ଘ କିଛି ଦିନ ଧରି ବର୍ଷାର ପ୍ରକୋପ ଲାଗି ରହିଛି। ହିମାଚଳ ପ୍ରଦେଶରେ ପ୍ରକୃତି ପୁଣି ତାଣ୍ଡବ ଦେଖାଇଛି। ସୋମବାର କୁଲ୍ଲୁ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା…

ବାୟୁ ପରିଷ୍କାର ପାଇଁ ଘରେ ଲଗାନ୍ତୁ ଏହି ପାଞ୍ଚଟି ଉଦ୍ଭିଦ

ଓଡ଼ିଶା ସମ୍ବାଦ ବ୍ୟୁରୋ; ଆମେ ସମସ୍ତେ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁ, ସେଥିପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାଉ । ମାତ୍ର କିଛି ଜିନିଷ ସିଧାସଳଖ ଆମ ହାତରେ ନାହିଁ | ଏହି କାମ ପାଇଁ ଆମେ ଆମ ଚାରିପାଖରେ ଥିବା ଗଛ ଏବଂ ଉଦ୍ଭିଦ ଉପରେ ନିର୍ଭର କରୁ | ତେବେ ଆସନ୍ତୁ ଜାଣିବା ଏପରି…

ସିସୋର ଚିଟଫଣ୍ଡ ମାମଲା, ୧୯ଟି କେସକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରକୁ ହାଇକୋର୍ଟଙ୍କ ନା

କଟକ: କୋଟି କୋଟି ଟଙ୍କାର ଚିଟଫଣ୍ଡ କେଳେଙ୍କାରୀର ଅନେକ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ଗଡ଼ୁଛି । ଏ ସମ୍ପର୍କିତ ୧୯ଟି ଅପରାଧିକ ମାମଲାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ସିସୋର ସମ୍ପର୍କିତ ସମସ୍ତ ମାମଲାକୁ…