Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଲୋ କାର୍ବ ଡାଏଟ୍‌ କଣ? ଜାଣନ୍ତୁ ଏଥିରେ କେଉଁସବୁ ଖାଦ୍ୟ ଗ୍ରହଣ କରାଯାଏ

ନୂଆଦିଲ୍ଲୀ: ସମ୍ପ୍ରତି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଡାଏଟ୍ ଆପଣଉଛନ୍ତି। ଏଥି ମଧ୍ୟରେ ଆଟକିନ୍ସ ଡାଏଟ୍, କିଟୋ ଡାଏଟ୍, ଡ୍ୟାସ୍ ଡାଏଟ୍, ଜୋନ୍ ଡାଏଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ସହିତ, ଲୋ କାର୍ବ ଡାଏଟ୍ ମଧ୍ୟ ଓଜନ ହ୍ରାସ ପାଇଁ ଟ୍ରେଣ୍ଡରେ ରହିଛି। ଏଥିରେ, ବ୍ୟକ୍ତି…

ସେପ୍ଟେମ୍ବରରେ ଶିଶୁଙ୍କୁ ଟିକା:ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ଟିକା ସେପ୍ଟେମ୍ବରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଏହାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ମିଳିବ। ସେହି ମାସରେ ଏହାକୁ ମଞ୍ଜୁରି ମିଳିଯିବାର ସମ୍ବାବନା ରହିଛି ବୋଲି କହିଛନ୍ତି ଏମ୍ସର…

ମହାମାରୀ ସମୟରେ ଚାପଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି ; ରିପୋର୍ଟ

ସୋନିପତ୍‌: ସମ୍ପ୍ରତି ଦେଶରେ କରୋନା ସଂକ୍ରମଣର ହାର ହ୍ରାସ ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଯାଇଛି। ତେବେ ରିପୋର୍ଟ ଅନୁଯାୟୀ ସାମାଜିକ ଦୂରତା ମାନସିକ ସ୍ବାସ୍ଥ୍ୟ ଉପରେ ନିଜର ପ୍ରତିକୂଳ ପ୍ରଭାବ ପକାଇପାରେ। କଲମ୍ବିଆ…

ମହାମାରୀ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ହେଲେ ନିୟମିତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପର୍ଯ୍ୟୟର କାରଣ ହୋଇଛି। ଲୋକେ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ କ୍ଷତି ସହୁଛନ୍ତି। କେବେ ସ୍ଥିତି ସ୍ବାଭାବିକ ହେବ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ତଥାପି, ଏହି ସବୁ ସମସ୍ୟା ମଧ୍ୟରେ ଆମକୁ ଆଗକୁ ବଢିବା ଲାଗି ଚେଷ୍ଟା କରିବାକୁ…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ନିୟମିତ ଖାଆନ୍ତୁ ଏହି ‘ସୁପର୍‌ଫୁଡ୍‌’

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ହେଉଛି ଏକ ସାଧାରଣ ସମସ୍ୟା। ନିୟନ୍ତ୍ରଣ ବାହାରକୁ ଗଲେ ଏହା ଘାତକ ହୋଇପାରେ। ଏହାକୁ ଏକ ‘ସାଇଲେଣ୍ଟ କିଲର୍‌’ ବୋଲି ମଧ୍ୟ କୁହାଯାଏ। ଦ୍ରୁତ ଗତିଶୀଳ ଜୀବନ ଏବଂ କାର୍ଯ୍ୟର କାର୍ଯ୍ୟସୂଚୀ ସହିତ, ସମସ୍ତେ ଏକ ସ୍ତରର ଚାପରେ ରହିଥାନ୍ତି। ତେବେ କରୋନା ମହାମାରୀ…

Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ

ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ 'ପିତୃତ୍ବ ଦିବସ'ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।…

ଶରୀରରେ ପୋଷକ ତତ୍ତ୍ୱର ଅଭାବ ଆଣିପାରେ କି ଆଚରଣଗତ ପରିବର୍ତ୍ତନ?

ନୂଆଦିଲ୍ଲୀ: ଏକ ସୁସ୍ଥ ଶରୀର ପାଇଁ ଏକ ଉତ୍ତମ ଖାଦ୍ୟ ଅତ୍ୟନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ଅଭାବରୁ ବିଭିନ୍ନ ରୋଗ ହୋଇପାରେ। ସମଗ୍ର ଖାଦ୍ୟପେୟ ଶୈଳୀରେ ନିୟନ୍ତ୍ରଣ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୌଣସି ପୋଷକ ତତ୍ତ୍ୱର ଅଭାବ ଶାରୀରିକ, ମାନସିକ…

ଜାଣନ୍ତୁ କିପରି ଫୁଲରୁ ବଢାଇବେ ତ୍ୱଚାର ଚମକ

ନୂଆଦିଲ୍ଲୀ: ଫୁଲ ଏଭଳି ଏକ ଜିନିଷ ଯାହାକୁ ଆମେ ଆମର ଦୈନନ୍ଦିନ ଜୀବନରେ ନିୟମିତ ବ୍ୟବହାର କରିଥାଉ। ଫୁଲ ଯେତେ ସୁକ୍ଷ୍ମ ଜିନିଷଟିଏ ହେଲେ ବି ତାର ଉପକାରିତା ବେଶ୍‌ ଅଧିକ। ଔଷଧଠୁ ନେଇ ଦୈନନ୍ଦିନ ଜୀବନର ପ୍ରତିଟି କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ। ତେବେ ଆପଣ ଜାଣନ୍ତି କି ଫୁଲରେ…

ଜିନ୍ସ ପ୍ୟାଣ୍ଟରେ କାହିଁକି ଛୋଟ ପକେଟ୍ ରହିଥାଏ, ଜାଣନ୍ତୁ…

ଭୁବନେଶ୍ୱର: ଫ୍ୟାଶନରୁ କେବେବି ବାଦ୍ ପଡ଼ିନଥାଏ ଜିନ୍ସ। ଏହା ଏକ ଏଭଳି ପୋଷାକ ଯାହା ସବୁ ଉତ୍ସବରେ ପିନ୍ଧାଯାଇଥାଏ। ଏପରିକି ଆପଣ ଯେକୌଣସି ପ୍ରକାରର ପୋଷାକ ସହିତ ଜିନ୍ସ ପ୍ୟାଣ୍ଟ ପିନ୍ଧିପାରିବେ। ଏକଦା କେବଳ କମ୍ପାନୀରେ କାର‌୍ୟ୍ୟ କରୁଥିବା ଶ୍ରମିକମାନେ ହିଁ ଜିନ୍ସ ପିନ୍ଧୁଥିଲେ।…

ସ୍ବପ୍ନରେ ସାପ, ବିଲେଇ ଓ ବାଘ ଦେଖିବା କି ସଙ୍କେତ ଦେଇଥାଏ…

ନୂଆଦିଲ୍ଲୀ: ସ୍ୱପ୍ନର ଦୁନିଆକୁ କେହି ଠିକ୍ ସେ ବୁଝିପାରନ୍ତି ନାହିଁ। ଯଦିଓ ବାସ୍ତବତା ସହିତ ସ୍ୱପ୍ନର ସିଧାସଳଖ ସମ୍ପର୍କ ନାହିଁ ତଥାପି ଏହା ବେଳେ ବେଳେ ପୂର୍ବାଭାସାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁ ଦେଖିବାର ଅର୍ଥ କ'ଣ? ସ୍ୱପ୍ନରେ ଆକାଶର ତାରାକୁ ଛୁଇଁବା…