Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ…

ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ, ମମତାଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କନିଷ୍ଠ ଡ଼ାକ୍ତର

କୋଲକାତା: ମାଡ଼ମରାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଡ଼ାକ୍ତରମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପଶ୍ଚିମବଙ୍ଗରୁ ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । କ୍ରମଶଃ ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସସସ୍ତ ପଡ଼ୋଶୀ…

ପଟାଟୋ ଲଲିପପ୍

ପଟାଟୋ ଲଲିପପ୍ ଆବଶ୍ୟକ ଆଳୁ, ମଇଦା, ପିଆଜ, ଧନିଆ ପତ୍ର, ନାଲି ଲଙ୍କାଗୁଣ୍ଡ, ଅଦା-ରସୁଣ ବଟା, ଆମଚୁର, ଧନିଆ ପାଉଡ଼ର, ଗରମ ମସଲା ଓ ପାଉଁରୁଟି ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ଗୋଟିଏ ପାତ୍ରରେ ୩ଟା ସିଝା ଆଳୁ ଚକଟି ଦିଅନ୍ତୁ । ସେଥିରେ ଛୋଟ ଚାମଚ ଅଦା-ରସୁଣ ବଟା, ଟିକ୍ଟିକ୍ କଟା…

କେରଳରେ ଚାଞ୍ଚଲ୍ୟ: ଯୁବକଙ୍କ ଶରୀରରେ ମରଣାନ୍ତକ ପଜିଟିଭ୍ ‘ନିପା’ ଭାଇରସ୍

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ପରୀକ୍ଷାରୁ ତାଙ୍କ ଶରୀରରେ ମରଣାନ୍ତକ ନିପା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଗତବର୍ଷ ଏହି ଭୟାନକ ରୋଗ ଯୋଗୁଁ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ପ୍ରକାଶ ପାଇଛି…

ରାୱା କେକ୍

ରାୱା କେକ୍ ଆବଶ୍ୟକ: ୧୦୦ ଗ୍ରାମ ସରୁଦାନା ସୁଜି ବା ରାୱା ଯେକୌଣସି ତେଲ ଗୋଟେ ସିଝା ଆଳୁ ୨ଟା କଞ୍ଚା ଲଙ୍କା ଗୋଟେ ଛୋଟ ଚାମଚ ଜିରା ଓ ଚାଟ୍ ମସଲା ନାଲି ଲଙ୍କା ଗୁଣ୍ଡ ଅଧା ଛୋଟ ଚାମଚ ହଳଦୀ ଗୋଟେ ଚାମଚ ଅଦା ରସୁଣ ପେଷ୍ଟ୍ ଧନିଆପତ୍ର କର୍ଣ୍ଣଫ୍ଲୋର୍ ପାଉଡ଼ର୍ ପ୍ରସ୍ତୁତି…

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ନର୍ସଙ୍କ ଧାରଣା, ଚିକିତ୍ସା ସେବା ବାଧାପ୍ରାପ୍ତ

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସାମ୍ନାରେ ସଂଘବଦ୍ଧ ହୋଇ ନର୍ସମାନେ ଧାରଣା ଦେବା ଯୋଗୁଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ଏଠାରେ ୫ ଦିନ ପୂର୍ବରୁ ଜଣେ ରୋଗୀଙ୍କ…

ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ନବନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ ପରିସରରେ ଏହି ଶୁଭ ଅନୁକୂଳ ପୂଜାର ଆୟୋଜନ କରାଯାଇଥିଲା । ପୂର୍ବ ଭାରତରେ ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟସେବା…

ଶୀତଲ ସାହୁ ହେଲେ ‘ମିସ୍ ଓଡ଼ିଶା’, ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଉପରେ ଏବେ ନଜର୍

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣପୁର ବାସିନ୍ଦା ଶୀତଲ ସାହୁ ‘ମିସ୍ ଓଡ଼ିଶା’ ଟାଇଟଲ୍ ହାସଲ କଲେ । ଏବେ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଏଫବିବି କଲର୍ସ ‘ଫେମିନା ମିସ୍ ଇଣ୍ଡିଆ’ ଟାଇଟଲ୍ ପ୍ରତିଯୋଗିତାରେ ସେ ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଲାଗି ଅଂଶଗ୍ରହଣ କରିବେ । କୋଲକାତାଠାରେ ବୁଧବାର…

ଚିକିତ୍ସା ଅବହେଳା: ପୁରୀ ହସ୍ପିଟାଲ ସମ୍ମୁଖରେ ମହିଳାଙ୍କ ସନ୍ତାନ ପ୍ରସବ

ପୁରୀ: ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଚିକିତ୍ସା ଅବହେଳା ଯୋଗୁଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜଣେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଶନିବାର ରାତିରେ ଜନୈକା ଗର୍ଭବତୀ ମହିଳା ଏକ ୧୦୨ ନଂ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ…

ଭାରତରେ ୪୦ ବର୍ଷରୁ ଅଧିକ ଏକ-ତୃତୀୟାଂଶ ପୁରୁଷ ଯୌନକଳାପରେ ଅକ୍ଷମ: ଏକ ଅଧ୍ୟୟନ

ନୂଆଦିଲ୍ଲୀ: ଭାରତରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ କ୍ଷେତ୍ରରେ ଏପେ ସାଧାରଣତଃ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ନାମକ ଏକ କାରକ ଯୌନ କ୍ରିଡ଼ା ଲାଗି ବାଧକ ସାଜିଥିବାର ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି । ନିକଟରେ ଗବେଷକଙ୍କ ଦ୍ୱାରା ଏନେଇ ସାର୍…