Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅମୃତଭଣ୍ଡାର ଫେସ୍‌ ମାସ୍କ ଲଗାନ୍ତୁ, ଚେହେରାରେ ଆସିବ ଚମକ

ଭୁବନେଶ୍ବର:ଚେହେରାରେ ଚମକ ଆଣିବା ପାଇଁ,ଏବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଅମୃତଭଣ୍ଡା ଏବଂ ହଳଦୀରୁ କେମିକାଲ ଫ୍ରି ଫେସ୍‌ ମାସ୍କ ତିଆରି କରିପାରିବେ । ସ୍କିନ ସମସ୍ୟା ଥିଲେ ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ । ଏହି ଫେସ୍‌ ମାସ୍କ ପାଇଁ…

ମଖାନା ଖାଇଲେ ଏନିମିଆ ସମସ୍ୟା ଦୂର ହୁଏ

ଭୁବନେଶ୍ବର: ମଖାନା ବା ପଦ୍ମ ମଞ୍ଜି । ଏହା ଶରୀର ପାଇଁ ସୁପରଫୁଡ । ଏଥିରେ ଭରି ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ । ନିୟମିତ ମଖାନାକୁ ଜଳଖିଆ ଭାବେ ଖାଇପାରିବେ । - ମଖାନା ବ୍ଲଡସୁଗାରକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀ ନିୟମିତ…

ଏହି ଫେସ୍ ଯୋଗ କଲେ ସ୍କିନ ହେବ ଟାଇଟ

ଭୁବନେଶ୍ବର: ଯୋଗ ଦ୍ବାରା ଚର୍ମରେ ପଡୁଥିବା କୁଞ୍ଚକୁ ରୋକି ପାରିବେ ଓ ସ୍କିନ ଟାଇଟ୍ କରି ପାରିବେ । ଫଳରେ ବୟସ ବଢିବା ଯୋଗୁଁ ସ୍କିନରେ ପଡୁଥିବା କୁଞ୍ଚ ଦୂର ହେବ ଏବଂ ଆପଣ ୟଙ୍ଗ ଦେଖାଯିବେ । ଆସନ୍ତୁ ଶିଖିବା ଏହି ଫେସ୍ ଯୋଗ । ବେଲୁନ୍ ପୋଜ୍ - ଚକାମାଡି ବସି ପଡନ୍ତୁ । ଓଠ ଉପରେ ଦୁଇଟି…

ଘରେ ବନାନ୍ତୁ ସୁସ୍ଵାଦୁ ଚିକେନ୍ ଦମ୍ ବିରିୟାନୀ

ଭୁବନେଶ୍ଵର: ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ ମନ ପସନ୍ଦର…

ଏପରି ବନାନ୍ତୁ’ ଅଁଳା ଗୁଣ୍ଡ ଆଚାର’

ଭୁବନେଶ୍ବର: ଶୀତ ଦିନରେ ଅଁଳା ବଜାରରେ ଅଧିକ ମିଳିଥାଏ । ଏହି ଅଁଳାରୁ ଅଁଳା ଗୁଣ୍ଡ ଆଚାର ବନାନ୍ତୁ । ଫଳରେ ବର୍ଷସାରା ଏହି ଅଁଳା ଆଚାର ଖାଇ ପାରିବେ । ଏହି ଆଚାର ପାଟିକୁ ସୁଆଦିଆ ଲାଗିବା ସହ ଖାଦ୍ୟ ଭଲ ହଜମ ହେବ । ସାମଗ୍ରୀ: ଅଁଳା- ଏକ କିଲୋ, କାଗଜିଲେମ୍ବୁ- ଚାରିଟା , ଗୋଲମରିଚ- ଦୁଇ…

ଲଗାନ୍ତୁ କାକୁଡି ଫେସପ୍ୟାକ୍; ମୁହଁର ଉଜ୍ୱଳତା ବଢିବ

ଭୁବନେଶ୍ବର: କାକୁଡି ଆମ ତ୍ୱଚା ପାଇଁ ବହୁତ ଭଲ । ଆପଣ ଜାଣିଛନ୍ତି କି, କାକୁଡିର ଫେସପ୍ୟାକ୍ ଲଗାଇବା ଦ୍ବାରା ମୁହଁରେ ବ୍ରଣ ସମସ୍ୟା ଦୂର ହୁଏ, ତ୍ୱଚା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କାକୁଡି ଫେସପ୍ୟାକ୍ - କାକୁଡି ରସରେ ବେସନ…

ଏହି ଘରୋଇ ଉପାୟରେ ପାଦ ଫାଟିବା ସମସ୍ୟା ହେବ ଦୂର

ଭୁବନେଶ୍ବର: ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ସବୁ ଋତୁରେ ପାଦ ଫାଟିଥାଏ । ତେବେ ଏହି ସମସ୍ୟାକୁ ଘରୋଇ ଉପାୟରେ ଦୂର କରି ପାରିବେ । ଏଥିସହ ପାଦକୁ ସୁନ୍ଦର କରି ପାରିବେ । - ପାଦକୁ ସଫ୍ଟ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ।…

ଧଳା ପିଆଜ ନା ଲାଲ ପିଆଜ! କେଉଁ ପିଆଜ ଖାଇବା ଭଲ..

ଭୁବନେଶ୍ବର:ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ପିଆଜ ଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ପ୍ରଦାନ କରେ । ପିଆଜ ବିନା ସାଲାଡ ଅସମ୍ପୂର୍ଣ୍ଣ ମନେହୁଏ ଏବଂ ଛୁଙ୍କ ବେଳେ ପିଆଜ ବ୍ୟବହାର  ନକଲେ ନଚଳେ । ତେବେ ବଜାରରେ ଦୁଇ ପ୍ରକାରର ପିଆଜ ଦେଖିବାକୁ…

ସୁସ୍ଥ ହାର୍ଟ ପାଇଁ କରନ୍ତୁ ଏହି ଯୋଗାସାନ…

ଭୁବନେଶ୍ବର:ଯୋଗ ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ସୁସ୍ଥ ହାର୍ଟ ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଯୋଗାସନ ବିଷୟରେ ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । -…

କ’ଣ ଆପଣ କୋଷ୍ଠକାଠିନ୍ୟକୁ ନେଇ ସମସ୍ୟାରେ ଅଛନ୍ତି? ଜାଣନ୍ତୁ କିପରି ପାଇବେ ଆରାମ…

ଭୁବନେଶ୍ବର: କୋଷ୍ଠକାଠିନ୍ୟ କାରଣରୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅନେକ ଲୋକ ଏହି ସମସ୍ୟାରେ ଦୀର୍ଘ ସମୟ ଧରି ବହୁ ଅସୁବିଧା ଭୋଗ କରନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ପରିସ୍ଥିତିରେ କ'ଣ କରିବେ ଏବଂ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ । ଏହି…