Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଭାରତ ବିଶ୍ୱର ତୃତୀୟ ବୃହତ ମେଦବହୁଳ ରାଷ୍ଟ୍ର; ୭୦ ଭାଗ ଲୋକ ମୋଟାପାର ଶିକାର

ନୂଆଦିଲ୍ଲୀ: ମେଦବହୁଳତା ବା ମୋଟାପାରେ ବିଶ୍ୱର ତିନି ନମ୍ୱର ସ୍ଥାନରେ ରହିଛି ଭାରତ। ନିକଟରେ ପ୍ରକାଶିତ ଲାନସେଟରୁ ଏହା ଜଣାପଡ଼ିଛି । ବିଶ୍ୱର ସର୍ବାଧିକ ମେଦବହୁଳ ବ୍ୟକ୍ତି ରହୁଥିବା ଶ୍ରେଷ୍ଠ ଦଶ ରାଷ୍ଟ୍ର ତାଲିକାରେ ଆମେରିକା ଓ ଚୀନ ପଛକୁ ଭାରତ ରହିଛି । ଭାରତର ସହରାଞ୍ଚଳରେ…

କେଉଁ ରୋଗରେ ଅର୍ଜୁନ ଗଛର ଚୋପା ବ୍ୟବହାର କରାଯାଏ? କିପରି କରିବେ ଏହାର ସେବନ ଜାଣନ୍ତୁ…

ନୂଆଦିଲ୍ଲୀ: ଆୟୁର୍ବେଦରେ ଅର୍ଜୁନ ଗଛ ଚୋପା ବା ଛାଲର ବିଶେଷ ମହତ୍ବ ରହିଛି । ଏହି ଗଛର ଚୋପା ପୋଷକ ତତ୍ତ୍ବ ଏବଂ ଫାଇଟୋକେମିକାଲ୍ସରେ ଭରପୂର ଅଟେ । ଏହାକୁ ଅନେକ ହର୍ବାଲ ଉପଚାରରେ ଏକ ଅତ୍ୟାବଶ୍ୟକ ଉପାଦାନ କରିଥାଏ । ଅର୍ଜୁନ ଛାଲରେ ଫ୍ଲୋଭୋନୋଏଡ୍, ଟୈନିନ୍, ଟ୍ରାଇଟରପେନୋଇଡସ୍ ଏବଂ…

ପେଟ ସହ ଚର୍ମ ପାଇଁ ମଧ୍ୟ କ୍ଷତି ସାବ୍ୟସ୍ତ ହୋଇଥାଏ ଏହି ଛଣା ଖାଦ୍ୟ

ଭୁବନେଶ୍ଵର: ଛଣାଛଣି ଖାଦ୍ୟ, ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଏହା ପାଟିକୁ ଯେପରି ସ୍ଵାଦ ଲାଗେ ଦେଖିବାକୁ ବ ସେତିକି ଭଲ ଲାଗେ । ପାଗ ଯେମିତି ବ ହେଉ ନା କାହିଁକି ଆଉ ସମୟ ଯାହା ବି ହେଉ ନା କାହିଁକି । ଆଖ ପାଖରେ ଯାଦି ବରା, ପିଆଜି, ସିଙ୍ଗଡା ଆଦି ଛଣା ହେଉଥିବାର ବାସ୍ନା ଆସିଯାଏ ତେବେ ତ…

ଚିଜ୍ କୁ ଡାଏଟ୍ ରେ କାହିଁକି କରିବେ ସାମିଲ? କ’ଣ ରହିଛି ଏହାର ଫାଇଦା..

ନୂଆଦିଲ୍ଲୀ: ଅଧିକାଂଶ ଡାକ୍ତର କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି, କାରଣ କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏବଂ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏପରି କ୍ଷୀର ଉତ୍ପାଦ ଅଛି ଯାହାକୁ ଚିଜ୍ କୁହାଯାଏ ।…

ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ଶହେ କୋଟି ଅତିକ୍ରମ: ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମେଦବହୁଳତାର ଶିକାର ହେଉଥିବା ସଂଖ୍ୟା ୧୦୦ କୋଟିରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ଦୁନିଆର ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦେଢ଼ଗୁଣ ଅଧିକ ରହିଛି ।…

କେବଳ କଳା ନୁହେଁ, ଏହି ରଙ୍ଗର ପୋଷାକରେ ମଧ୍ୟ ଅଧିକ ଗରମ ଅନୁଭବ ହୁଏ

ଭୁବନେଶ୍ୱର: ମାଡ଼ି ଆସିଲାଣି ଖରା ଦିନ। ଏହି ସମୟରେ ଲୋକମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ବେଶ୍ ପସନ୍ଦ କରନ୍ତି। ହେଲେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ଆଜିକାଲି ସିନ୍ଥେଟିକ…

ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ନେଇ ଟେନସନରେ କି? ଆପଣାନ୍ତୁ ଏସବୁ ଟିପ୍ସ…

ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି, ଯେଉଁଥିପାଇଁ ସେମାନେ ଟେନସନ୍ ଓ ଚାପରେ ରହୁଛନ୍ତି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ମାନସିକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଚାପରେ…

ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଗଛର ପତ୍ର ଓ ଫୁଲ, କିପରି ସେବନ କରିବେ ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରାୟ ସମସ୍ତଙ୍କ ଘରେ ସଦାବହାର ଫୁଲ ମିଳିଥାଏ । ଏଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର, ଏହି ଗୋଲାପୀ ରଙ୍ଗର ଫୁଲ ସାଧାରଣତଃ ମନକୁ ଶାନ୍ତି ଦେଇଥାଏ । ସଦାବାହାର ଫୁଲ ଓ ଏହାର ପତ୍ର ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହ ଫୁଲ ଓ ପତ୍ରରେ ଏପରି ଗୁଣ ମିଳିଥାଏ,…

ସୁନ୍ଦର ତ୍ଵଚା ଓ କେଶ ପାଇଁ ରାମବାଣ ଅଁଳା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌ ସହାୟକ । ଅଁଳାରେ ଭିଟାମିନ୍‌ ସିରେ ଭରି ରହିଛି । ପ୍ରତିଦିନ ଅଁଳାକୁ ଜୁସ୍‌ କରି ପିଇଲେ ବୟସର ଛାପ ଦେଖାଯାଇ ନ ଥାଏ ।…

ଶାକାହାରୀଙ୍କୁ ରହିବନି ପ୍ରୋଟିନ ଅଭାବ; ଖାଆନ୍ତୁ ଏହି ୯ ଖାଦ୍ୟ

ଭୁବନେଶ୍ୱର: ଶରୀରରେ ପ୍ରୋଟିନ ପରିମାଣ କମ୍ ହେଲେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଶରୀରକୁ ଠିକ୍ ଭାବେ କାମ କରିବାକୁ ହେଲେ, ପ୍ରୋଟିନ ଆବଶ୍ୟକ ହୋଇଥାଏ । ଏହାର ସେବନ ଦ୍ୱାରା ଶରୀର ଫିଟ୍ ରହିଥାଏ, ହାଡ଼ ମଜବୁତ୍ ରୁହେ, ହଜମ ଠିକ୍ ଭାବେ ହୁଏ, ନଷ୍ଟ ହୋଇ ଯାଇଥିବା କୋଷ ପୁଣି ଜୀବନ ପାଇଥାଏ।…