Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ…

ମୋଟାପଣ ଦୂର କରେ କଳା ଜିରା….

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ କଳା ଜିରା । ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସ୍ୱାସ୍ଥ୍ୟ…

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

ଫ୍ରିଜ୍‌ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ସେଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି ।…

ସାରା ଦେଶରେ କାଶ, ଜ୍ବର ବ୍ୟାପିଛି: ଜାଣନ୍ତୁ ଏହାର କାରଣ ଏବଂ ନିରାକାରଣ

ନୂୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ପରେ ଆଡେନୋଭାଇରସ୍ ଏବଂ ସ୍ୱାଇନ୍ ଫ୍ଲୁ ଭଳି ରୋଗ ବ୍ୟାପିବାରେ ଲାଗିଛି। ସ୍ୱାଇନ୍ ଫ୍ଲୁର ସବ କ୍ୟାଟାଗୋରୀ ହେଉଛି H3N2 ଭୂତାଣୁ। କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ ବାରମ୍ବାର ଛିଙ୍କିବାରେ ଅଧିକାକଂଶ ଲୋକ ପୀଡ଼ିତା। ବିଶେଷକରି ଉତ୍ତର ଭାରତ ଅଞ୍ଚଳରେ ଏହି…

ବିବାହ ପରେ ମହିଳା ମାନେ କାହିଁକି ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି ?

ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । କଥା କଥାରେ ଲୋକେ କୁହନ୍ତି ସବୁଠୁ ଜଟିଳ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ । ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ…

ଫୋନ୍‌ ଦେଖି ଦେଖି ଖାଦ୍ୟ ଖାଉଛନ୍ତି କି ! ତେବେ ଦେଖା ଦେଇପାରେ ଏହି ସମସ୍ୟା…..

ଆଜିକାଲିର ଫ୍ୟାସନ୍‌ ଖାଦ୍ୟ ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା । ପିଲା ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଦେଖିବାକୁ ମିଳି ଏହି ଦୃଶ୍ୟ । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିପାରେ । ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ…

ଖରାଦିନେ ପିଅନ୍ତୁ ଆଖୁରସ…

ଋତୁ ପରିବର୍ତ୍ତନ ହେଉଛି । ଦିନକୁ ଦିନ ବଢ଼ୁଛି ତାତି । ସେଥିପାଇଁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଅପେକ୍ଷା ପାନୀୟ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଶେଷ କରି ଖରାଦିନେ ଲୋକମାନେ ବିଭିନ୍ନ ପ୍ରକାରର ଆମ୍ବ, କମଳା ପରି ଫଳ ପସନ୍ଦ…

ଖରାକୁ ବାହାରିଲେ ଆପଣଙ୍କ ମେକ୍‌ଅପ୍‌ ଖରାପ ହୋଇଯାଉଛି କି ?  

ବଢ଼ିଲାଣି ତାତି । ଖରାଦିନରେ ମହିଳାମାନେ ମେକ୍‌ଅପ୍‌କୁ ନେଇ ଚିନ୍ତାରେ ଅଛନ୍ତି । ଏହାର କାରଣ ହେଲା ଗରମରେ ଶରୀରରୁ ଝାଳନିର୍ଗତ ହୋଇଥାଏ । ଫଳରେ ସମସ୍ତ ମେକଅପ୍‌ ଧୋଇଯାଇଥାଏ  । ମେକ୍‌ଅପ୍‌ ଖରାପ ହୋଇଯିବାକୁ ନେଇ ଅନେକ ମହିଳା ଅସନ୍ତୋଷ ହୋଇଥାଆନ୍ତି । ତେଣୁ ଏଭଳି ଗରମରେ ବି…

ଚା’ ସହ ପରଟା ଖାଉଛନ୍ତି କି ! ଶରୀରରେ ସୃଷ୍ଟି ହୋଇପାରେ ଅନେକ ସମସ୍ୟା…

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ ଦ୍ୱାରା ସ୍ୱାସ୍ଥ୍ୟ…