Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଖାଉଛନ୍ତି କି ଇନଷ୍ଟାଣ୍ଟ ରାମେନ୍‌ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ : ଅଧିକାଂଶ ଲୋକ ଘର ତିଆରି ନୁଡୁଲ୍ସ ଅପେକ୍ଷା ଇନଷ୍ଟାଣ୍ଟ ନୁଡୁଲ୍ସକୁ ପସନ୍ଦ କରନ୍ତି କାରଣ ସେମାନେ ସମୟ ସାପେକ୍ଷ ଏବଂ ପ୍ରସ୍ତୁତ କରିବା ସହଜ ହୋଇଥାଏ  । ଯଦିଓ ଆଜିର ବଜାରରେ ବିକ୍ରି ହେଉଥିବା ରାମେନରେ ଆଇରନ୍, ବି ଭିଟାମିନ୍ ଏବଂ ମାଙ୍ଗାନିଜ୍ ଥାଏ, ତଥାପି ଏହାକୁ ଫାଇବର,…

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରେ ଭେଣ୍ଡି….

ବର୍ତ୍ତମାନର ଜୀବନଶୈଳୀରେ ବ୍ୟସ୍ତତା ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ପାଲଟିଥାଏ। ଫଳରେ ମୋଟାପଣ, ମଧୁମେହ, ହୃଦୟ ରୋଗ, ଷ୍ଟ୍ରୋକ୍‌‌, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଭୁଲ ଖାଦ୍ୟପେୟ କାରଣରୁ ଶରୀରରେ କୋଲେଷ୍ଟେରୋଲ୍‌‌ ଅଧିକ…

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

କେଶ ପାଇଁ ସୋରିଷ ତେଲ ମାସ୍କ…

ସମସ୍ତେ ଶୁଷ୍କ କେଶ ପାଇଁ ଚିନ୍ତିତ । କେଶ କିପରି ମଜଭୁତ ରହିବା ସଙ୍ଗେ ସଙ୍ଗେ ଘନ ଓ ସୁନ୍ଦର ଦିଶିବ ସେନେଇ ସମସ୍ତେ ତତ୍ପର ।  ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ…

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌ କି ନୁହେଁ ?

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ସମୟ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା…

ଚେହେରାରେ ଚମକ ଭରିଦେବ କାକୁଡ଼ି…

ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ…

ଚଣା ଭଲ କରିଥାଏ ଅନେକ ରୋଗ…

ସ୍ୱାସ୍ଥ୍ୟପାଇଁ ବରଦାନ ହେଉଛି ଚଣା । ରକ୍ତର ଶର୍କରା ନିୟନ୍ତ୍ରଣ କରିବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ  । ଏଥିରେ ଭରପୁର ଆଇରନ୍ ରହିଛି । ବିଶେଷ କରି ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଗୁଡ଼ ସହ ଚଣା ଆପଣ ଖାଉଥାଆନ୍ତି ତେବେ ଆପଣଙ୍କୁ ଅନେକ ଲାଭ…

ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ହୃଦ୍‌ରୋଗ ଦୂର କରେ ଟମାଟୋ…

ସ୍ୱାସ୍ଥ୍ୟପାଇଁ ଖୁବ୍‌ ଲାଭଦାୟକ ଟମାଟୋ । ଟମାଟୋରେ ରହିଛି ଭରପୂର ଔଷଧିୟ ଗୁଣ । ରୋଷେଇଠୁ ଆରମ୍ଭ କରି ଆମେ ତ୍ୱଚା ପାଇଁ ବ୍ୟବହାର କରିଥାଉ ଟମାଟୋ  । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି।…

ଚା’ ସହ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ…

କିଛି ଲୋକଙ୍କର ଚା’ କପେ ରେ ଦିନ ଆରମ୍ଭ ହୋଇନଥାଏ  । ସମସ୍ତେ ସକାଳୁ ସକାଳୁ ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ…

ମଧୁମେହ ରୋଗୀ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ଆସନ୍ତୁ ଜାଣିବା….

ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଏହା ସୁଗର ବୃଦ୍ଧି ନ କରିବାରେ ସହାୟକ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଅମୃତଭଣ୍ଡା ମଧୁମେହ ରୋଗୀ ଖାଇ ପାରିବେ ।…